Latest Odisha News

BREAKING NEWS

Yearly Archives

2023

ମାହାଙ୍ଗା ଡବଲ ମର୍ଡର: କୋର୍ଟଙ୍କ ନିର୍ଦ୍ଦେଶ ପ୍ରତାପ ଜେନାଙ୍କ ବିରୋଧରେ ମାମଲା ଚାଲିବ

ଭୁବନେଶ୍ୱର: ମାହାଙ୍ଗା ଡବଲ ମର୍ଡର ମାମଲାରେ ବଢ଼ିଲା ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନାଙ୍କ ଅଡ଼ୁଆ। ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ନାଁରେ ମାହାଙ୍ଗା ଡବଲ ମର୍ଡର ମାମଲା ଜାରି ରଖିବାକୁ ଜେଏମଏଫସି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ପ୍ରତାପ ଜେନାଙ୍କ ବିରୋଧରେ ଏକ ପ୍ରାଥମିକ…

ଏହି ରାଜ୍ୟରେ ଅର୍ଗାନ ଡୋନର୍ସଙ୍କୁ ମୃତ୍ୟୁ ପରେ ମିଳିବ ରାଜକୀୟ ସମ୍ମାନ

ମାଡ୍ରାସ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ସୋମବାର ଏକ ବଡ ଘୋଷଣା କରିଛନ୍ତି । ଆଗକୁ ରାଜ୍ୟର ଅର୍ଗାନ ଡୋନର୍ସଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର ରାଜକୀୟ ସମ୍ମାନରେ କରାଯିବ । ଯେଉଁମାନେ ଅଙ୍ଗଦାନ କରନ୍ତି ସେମାନେ ଅନେକ ବ୍ୟକ୍ତିଙ୍କ ଜୀବନ ବଂଚାଇଥାନ୍ତି । ଏହା ଏକ ବଳିଦାନ ସଦୃଶ…

ପାଇଖାନା ଟାଙ୍କିରେ ଖସି ଦିବ୍ୟାଙ୍ଗ ନାବାଳିକା ମୃତ

ଯାଜପୁର: ପାଇଖାନା ଟାଙ୍କିରେ ଖସିପଡି ଦିବ୍ୟାଙ୍ଗ ନାବାଳିକାର ମୃତ୍ୟୁ। ମୃତକ ଧର୍ମଶାଳା ଥାନା ରାଧାନଗର ଗ୍ରାମର ଅଙ୍କୁର ଚରଣ ନାୟକଙ୍କ ଝିଅ ଅଙ୍କିତା ନାୟକ ବୋଲି ଜଣାପଡିଛି। ସୂଚନା ଅନୁସାରେ ଅଙ୍କିତା ଆଜି ସକାଳେ ଘର ପଛପଟେ ଥିବା ବାଡିରୁ ସାଗ ତୋଳିବାକୁ ଯାଇଥିବା ବେଳେ ପାଇଖାନା ଟାଙ୍କିରେ…

ମୋଦୀ ସରକାରକୁ ନବୀନଙ୍କ ୧୦ରୁ ୮ ମାର୍କ: ୨୦୨୪ ନିର୍ବାଚନ ପୂର୍ବରୁ କାହାର ଲାଭ, କାହାର କ୍ଷତି?

ଭୁବନେଶ୍ୱର: ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ନବଗଠିତ ଇଣ୍ଡିଆ ମେଣ୍ଟ ଅପେକ୍ଷା ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏମଡିଏ ମେଣ୍ଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରୋକ୍ଷରେ ସମର୍ଥନ ଦେଉଥିବା ସଙ୍କେତ ଦେଇଛନ୍ତି। ଯାହା ଓଡ଼ିଶାରେ ନିଜ ଦଳ ବିଜେପିକୁ ଶାସକ ବିଜେଡି…

ଆଦିବାସୀଙ୍କ କାହାଣୀ ଲେଖିବେ ଆଦିବାସୀ, ଡିଜିଟାଲ୍ ପ୍ଲାଟଫର୍ମରେ ସ୍ଥାନ ପାଇବ ଜନଜାତିଙ୍କ ସଂସ୍କୃତି

ଭୁବନେଶ୍ୱର: ଡିଜିଟାଲ୍ ପ୍ଲାଟଫର୍ମରେ ସ୍ଥାନିତ ହେବ ଜନଜାତି ଲେଖକ ଲେଖିକା ମାନଙ୍କ ଦ୍ୱାରା ଅପ୍ରକାଶିତ ପାଣ୍ଡୁଲିପି। ଡିଜିଟାଲ୍ ମାଧ୍ୟମରେ ଡାଉନଲୋଡ୍ କରି ଗବେଷକ ପାଇ ପାରିବେ ଜନଜାତିଙ୍କ ତଥ୍ୟାବଳୀ। ଏବେ ଜନଜାତି ସମାଜ ନିଜେ ନିଜର ପରମ୍ପରା, ସଂସ୍କୃତି, ଅର୍ଥନୀତି, ବିଜ୍ଞାନ, କଳା,…

ରାଘବ ପରିଣୀତିଙ୍କ ପାଦ ଛୁଉଁଥିବା ଫଟୋ ହେଲା ଭାଇରାଲ୍‌, ପ୍ରଶଂସକ କଲେ ଢେର ପ୍ରଶଂସା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ସାଂସଦ ରାଘବ ଚଢ଼ା ସାତ୍ ଫେରେ ନେଇସାରିଥିବା ବେଳେ ଏବେ ପତି-ପତ୍ନୀ ହୋଇଛନ୍ତି । ଜନ୍ମ ଜନ୍ମ ପାଇଁ ରାଘବଙ୍କ ଜୀବନସାଥୀ ପାଲଟିଛନ୍ତି ପରିଣୀତି । ସେମାନଙ୍କ ବିବାହ ପଞ୍ଜାବୀ ରୀତିନୀତି ଅନୁଯାୟୀ ଆୟୋଜିତ ହୋଇଥିଲା । ଏବେ ସେମାନଙ୍କ ବିବାହ…

ପବଜୀ ନିଶାରୁ ମୁକୁଳାଇବା ପାଇଁ ବାପା ଧରାଇଲେ ରାଇଫଲ, ଏବେ ଭାରତ ପାଇଁ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଚଳିତ ଏସିଆନ ଗେମ୍ସରେ ଦିବ୍ୟଂଶ ସିଂ ୧୦ ମିଟର ଏୟାର ରାଇଫଲ ଇଭେଂଟରେ ନୂତନ କୀର୍ତିମାନ ସହ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି । ୨୦୧୪ରେ ଦିବ୍ୟଂଶ ସର୍ବଦା ପବଜୀ ଖେଳରେ ବ୍ୟସ୍ତ ରହୁଥିଲେ । ଏହା ତାଙ୍କ ପାଇଁ ଏକପ୍ରକାର ନିଶା ପାଲଟି ଯାଇଥିଲା । ତାଙ୍କର ଏହି ନିଶା ଛଡାଇବା ବାପା…

ଆଇସିସି ଦିନିକିଆ ବିଶ୍ୱକପ : ଉଦଘାଟନୀ ମ୍ୟାଚ ପାଇଁ ଘୋଷଣା ହେଲା ଅମ୍ପାୟରଙ୍କ ନାମ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ କ୍ରିକେଟ ଉଦଘାଟନୀ ମ୍ୟାଚ ପାଇଁ ଅମ୍ପାୟରଙ୍କ ନାମ ଘୋଷଣା କରିଛି । ଉଦଘାଟନୀ ମ୍ୟାଚ ୫ ଅକ୍ଟୋରରେ ଖେଳଯିବ । ବିଶ୍ୱକପ ୧୯ ନଭେମ୍ବର ପର୍ଯ୍ୟନ୍ତ ଚାଲିବ । ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ…

ଶ୍ରୀମନ୍ଦିର ଚାରିଦୁଆର ଖୋଲିବା ପ୍ରସଙ୍ଗ: ସ୍ଥଗିତ ରହିଲା ଅକ୍ଟୋବର ୩ରେ ହେବାକୁ ଥିବା ଓଡ଼ିଶା ବନ୍ଦ ଡାକରା

ପୁରୀ: ଶ୍ରୀମନ୍ଦିର ଚାରିଦୁଆର ଭକ୍ତଙ୍କ ପାଇଁ ଖୋଲିବା ଓ ରତ୍ନଭଣ୍ଡାର ସୁରକ୍ଷା ଦାବି କରି ଅକ୍ଟୋବର ୩ ତାରିଖରେ ଜଗନ୍ନାଥ ସେନା ତରଫରୁ ଓଡିଶା ବନ୍ଦ ଡକରା ପ୍ରସଙ୍ଗ। ସ୍ଥଗିତ ରହିଲା ଅକ୍ଟୋବର ୩ ତାରିଖରେ ହେବାକୁ ଥିବା ଓଡିଶା ବନ୍ଦ। ଗତକାଲି ଜିଲ୍ଲାପାଳଙ୍କ ସହ ଜଗନ୍ନାଥ ସେନାର ଆଲୋଚନା…

ବିବାହ ପରେ ଏମିତି ନଜର ଆସିଲେ ପରିଣୀତି-ରାଘବ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ସାଂସଦ ରାଘବ ଚଢ଼ା । ରାଜସ୍ଥାନର ଉଦୟପୁରରେ ଥିବା ‘ଦି ଲୀଲା ପ୍ୟାଲେସ’ରେ ଗତ ୨୪ ତାରିଖରେ ଉଭୟଙ୍କ ବିବାହ ଧୂମ୍‌ଧାମ୍‌ରେ ଆୟୋଜିତ ହୋଇଯାଇଛି । ବିବାହ ପରେ ରାଘବ ଓ ପରିଣୀତିଙ୍କ ଗୋଟିଏ ପରେ ଗୋଟିଏ ଫଟୋ…