କୁକୁଡ଼ା ଫାର୍ମରେ ଅଜଗରର ତାଣ୍ଡବ: ଏକାସାଙ୍ଗରେ ମାରିଲା ୧୪ କୁକୁଡ଼ା, ଗିଳିଲା ୯
ଅନୁଗୁଳ: କୁକୁଡ଼ା ଫାର୍ମରେ ଅଜଗରର ତାଣ୍ଡବ। ଅନୁଗୁଳ ଜିଲ୍ଲା ବନ୍ତଳା ଅନ୍ତର୍ଗତ ଧୋକୁଟା ଗାଁର ଜନକ ସାହୁଙ୍କ କୁକୁଡ଼ା ଫାର୍ମରେ ୧୪ଟି କୁକୁଡାଙ୍କୁ ମାରି ଖାଇଛି ଅଜଗର। ସୂଚନା ଅନୁସାରେ ଜନକ ସାହୁ ସବୁଦିନ ପରି ସକାଳୁ ନିଜ କୁକୁଡ଼ା ଫାର୍ମରେ କାମ କରିବା ପାଇଁ ଯାଇ ଦେଖନ୍ତି ତ କୁକୁଡ଼ାମାନେ…