Latest Odisha News

BREAKING NEWS

Yearly Archives

2023

ସୁନ୍ଦରଗଡ଼ରେ ଥମୁନି ସ୍କ୍ରବ୍ ଟାଇଫସ୍ ଆତଙ୍କ: ପୁଣି ୧୦ ଆକ୍ରାନ୍ତ ଚିହ୍ନଟ, ମୋଟ୍ ସଂଖ୍ୟା ୨୨୧କୁ ବୃଦ୍ଧି

ସୁନ୍ଦରଗଡ଼ : ସୁନ୍ଦରଗଡରେ ଥମୁନି ସ୍କ୍ରବ୍ ଟାଇଫସ୍ ଆତଙ୍କ  । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି  । ଗତକାଲି ୫ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ୧୦ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ ହୋଇଛନ୍ତି  । ଅର୍ଥାତ୍ ମୋଟ୍ ସଂଖ୍ୟା ବର୍ତ୍ତମାନ ୨୨୧କୁ ବୃଦ୍ଧି ପାଇଛି…

ଆଜି ପବିତ୍ର ରାଧାଷ୍ଟମୀ: ଜାଣନ୍ତୁ ରାଧାଙ୍କ ଜନ୍ମ ବିଷୟରେ

ଭୁବନେଶ୍ଵର: ଆଜି ପବିତ୍ର ରାଧାଷ୍ଟମୀ, ଶ୍ରୀରାଧାଙ୍କ ଜନ୍ମ। ଭଗବାନ୍ ଶ୍ରୀକୃଷ୍ଣଙ୍କର ଦକ୍ଷିଣ ଅଂଶରୁ ଶ୍ରୀରାଧାଙ୍କର ଉତ୍ପତ୍ତି ବୋଲି କୁହାଯାଏ। ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ ଯେପରି “ଜନ୍ମାଷ୍ଟମୀ” ଭାବରେ ପାଳନ କରାଯାଏ, ବୈଷ୍ଣବମାନେ ଶ୍ରୀରାଧାଙ୍କର ଜନ୍ମତିଥିକୁ ସେହିପରି “ରାଧାଷ୍ଟମୀ”…

ଗୀତ ପସନ୍ଦ ନ ହେବାରୁ ଅଭିନେତ୍ରୀଙ୍କ ଉପରକୁ ଚେୟାର ଫିଙ୍ଗିଲେ ଦର୍ଶକ

ମୁମ୍ବାଇ: ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଅକ୍ଷରା ସିଂ କୌଣସି ନା କୌଣସି କାରଣକୁ ନେଇ ଅଧିକାଂଶ ସମୟ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କର ଫିଲ୍ମ ଏବଂ ମ୍ୟୁଜିକ ଭିଡିଓଗୁଡ଼ିକ ଅନେକ ହିଟ୍ ହୋଇଥାଏ । ସିଏ ଯୁଆଡ଼େ ଯାଆନ୍ତି ତାଙ୍କର ଟିକେ ଝଲକ ପାଇବା ପାଇଁ ପ୍ରଶଂସକମାନେ ଭିଡ଼…

୩୩୨ ଟଙ୍କାର ପେଣ୍ଟିଂ ୧.୫୮କୋଟିରେ ବିକିଲେ ମହିଳା

ବିଟ୍ରେନ୍‌ : କଥାରେ ଅଛି ଭାଗ୍ୟ କାହାକୁ କେତେବେଳେ କେଉଁଠି ପହଞ୍ଚାଇବ କେହି କହିପାରିବେ ନାହିଁ । ଠିକ୍ ସେମିତି ବ୍ରିଟେନର ଜଣେ ମହିଳା ଏକ ପେଣ୍ଟିଂ ବିକି ରାତାରାତି କୋଟିପତି ହୋଇଯାଇଛନ୍ତି । ଏହି ପେଣ୍ଟିଂକୁ ପ୍ରସିଦ୍ଧ ଆର୍ଟିଷ୍ଟ ଏନ୍‌ସି ୱାୟେଥ ଆଙ୍କିଥିବା ଜଣାପଡ଼ିଛି । ୧୮୮୪…

ଖ୍ୟାତନାମା ବିଶ୍ୱବିଦ୍ୟାଳୟରେ ପଢ଼ିବା ପାଇଁ ୪ ହଜାର କିଲୋମିଟର ସାଇକେଲ୍‌ରେ ଗଲେ ଛାତ୍ର

ନୂଆଦିଲ୍ଲୀ: ଖ୍ୟାତନାମା କଲେଜ ହେଉ ବା ବିଶ୍ୱବିଦ୍ୟାଳୟରେ ପଢିବା ପାଇଁ ଅଧିକାଂଶ ଛାତ୍ରଛାତ୍ରୀ ସ୍ୱପ୍ନ ଦେଖିଥାନ୍ତି । ସେଥିଲାଗି ସେମାନେ ନିଜର ଘର ଛାଡ଼ିବାକୁ ବାଧ୍ୟ ହୋଇଥାନ୍ତି । ଏବେ ଜଣେ ଛାତ୍ର ନିଜ ସ୍ୱପ୍ନର ବିଶ୍ୱବିଦ୍ୟାଳୟରେ ପଢିବା ପାଇଁ ୪ହଜାର କିଲୋମିଟର ସାଇକେଲ ଚଲାଇ ଯାଇଛନ୍ତି…

ପ୍ରଥମ ଦିନିକିଆରେ ଭାରତ ବିଜୟୀ: ସାମୀଙ୍କ ବୋଲିଂ ପରେ ବ୍ୟାଟ୍ସମ୍ୟାନଙ୍କ ପ୍ରଭାବୀ ପ୍ରଦର୍ଶନ

ମୋହାଲୀ: ସ୍ଥାନୀୟ ଆଇଏସ ବିନ୍ଦ୍ରା ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତ ୫ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ମହମ୍ମଦ ସାମୀଙ୍କ ଘାତକ ବୋଲିଂ ପରେ ବ୍ୟାଟ୍ସମ୍ୟାନଙ୍କ ପ୍ରଭାବୀ ପ୍ରଦର୍ଶନ ସହାୟତାରେ ଭାରତ ସହଜରେ ବିଜୟ ହାସଲ…

ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କଲେ ପ୍ରଥମ ମହିଳା ବାଚସ୍ପତି ପ୍ରମିଳା ମଲ୍ଲିକ

ପୁରୀ: ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କଲେ ପ୍ରଥମ ମହିଳା ବାଚସ୍ପତି ପ୍ରମିଳା ମଲ୍ଲିକ। ପ୍ରଥମ ମହିଳା ବାଚସ୍ପତି ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ପ୍ରମିଳା ମଲ୍ଲିକ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ସିଂହଦ୍ୱାରଠାରେ ସମାଜସେବୀ…

ପରଲୋକରେ ବିଶିଷ୍ଟ ଗଣିତଜ୍ଞ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ

ଭୁବନେଶ୍ୱର: ବିଶିଷ୍ଟ ଶିକ୍ଷାବିତ୍ ତଥା ଗଣିତଜ୍ଞ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟଙ୍କ ୭୮ ବର୍ଷ ବୟସରେ ହୃଦଘାତରେ ଭୁବନେଶ୍ୱର ଏମ୍ସରେ ପରଲୋକ ହୋଇଯାଇଛି। ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ପ୍ରଫେସର ଆଚାର୍ଯ୍ୟ ଗୁରୁବାର ମଧ୍ୟରାତ୍ରିର ଶେଷ ନିଶ୍ୱାସ ତ୍ୟାଗ କରିଥିବା ପରିବାର ସୂତ୍ରରୁ…

ବିମାନରେ ଅଭିନେତ୍ରୀଙ୍କ ଚଷମା ଚୋରି

ମୁମ୍ବାଇ: ବିମାନରେ ଅଭିନେତ୍ରୀ ଗୌହର ଖାନଙ୍କ ଚଷମା ଚୋରି ହୋଇଯାଇଛି । ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଏକ୍ସ ଜରିଆରେ ଏୟାରଲାଇନ୍ସକୁ ମଧ୍ୟ ଅନୁରୋଧ କରିଛନ୍ତି । ଗୌହର ଦୁବାଇରୁ ମୁମ୍ବାଇ ଫେରୁଥିବାବେଳେ ଏହି ଘଟଣା ଘଟିଛି । ତୁରନ୍ତ ଚୋରକୁ ଧରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ…

ପ୍ରଥମଥର ପାଇଁ ସ୍କ୍ରିନ୍ ସେୟାର କରିବେ ସଞ୍ଜୟ-ଟାଇଗର

ମୁମ୍ବାଇ: ପ୍ରଥମଥର ପାଇଁ ସ୍କ୍ରିନ୍ ସେୟାର କରିିବେ ବଲିଉଡ଼ ଅଭିନେତା ସଞ୍ଜୟ ଦତ୍ତ ଓ ଟାଇଗର ଶ୍ରଫ । ବଲିଉଡର ଦୁଇ ଭିନ୍ନ ପିଢିର ଆକ୍ସନ ହିରୋଙ୍କୁ ଏକାଠି ନେଇ ଫିଲ୍ମ ନିର୍ମାଣ କରିବାକୁ ଯୋଜନା କରିିଛନ୍ତି ନିର୍ମାତା ଫିରୋଜ ଏ ନାଡିଆଡୱାଲା । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ନିକଟରେ…