ବିଜୁ ଶ୍ରମିକ ସାମ୍ମୁଖ୍ୟର ନୂତନ କର୍ମକର୍ତ୍ତା ନିଯୁକ୍ତି: ଜାଣନ୍ତୁ, କିଏ ପାଇଲେ କେଉଁ ବିଭାଗ
ଭୁବନେଶ୍ୱର: ବିଜେଡି ପକ୍ଷରୁ ନିଯୁକ୍ତି ପାଇଲେ ବିଜୁ ଶ୍ରମିକ ସାମ୍ମୁଖ୍ୟର ନୂତନ କର୍ମକର୍ତ୍ତା । ବିଭିନ୍ନ ବିଭାଗର ଶ୍ରମିକ ସଂଗଠନରେ ନୂତନ କର୍ମକର୍ତ୍ତା ନିଯୁକ୍ତି ଦିଆଯାଇଥିବା ଦଳ ପକ୍ଷରୁ ଏକ ପ୍ରେସ ରିଲିଜରେ କୁହାଯାଇଛି ।
ତଥ୍ୟ ଅନୁଯାୟୀ, ନିର୍ମାଣ ଶ୍ରମିକ ସଂଘର ମୁଖ୍ୟ ସଂଯୋଜକ…