କାନାଡା-ଭାରତ ବିବାଦରେ ନାକ ପୂରେଇଲା ପାକିସ୍ତାନ; କହିଲା, ‘ଟୁଡ୍ରୋ ଯାହା କହିଛନ୍ତି ସେଥିରେ ସତ୍ୟତା ଅଛି’
ନୂଆଦିଲ୍ଲୀ: ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ଏବଂ ଆତଙ୍କବାଦୀଙ୍କୁ ସହଯୋଗ କରି ବିଶ୍ୱରେ ବଦନାମ ଅର୍ଜନ କରିଥିବା ପାକିସ୍ତାନ କାନାଡା-ଭାରତ ସମ୍ପର୍କକୁ ନେଇ ଭାରତ ଉପରକୁ ଆଙ୍ଗୁଠି ଉଠାଇଛି । କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟୁଡ୍ରୋ ଅଭିଯୋଗ ଆଣିଛନ୍ତି ଯେ, ଖଲିସ୍ତାନୀ ଆତଙ୍କୀ ହରଦୀପ…