Latest Odisha News

BREAKING NEWS

Yearly Archives

2023

ରାମ୍ପରେ ଚାଲିଲେ ନାହିଁ, କାଦୁଅରେ ଗଡ଼ିଲେ ମଡେଲ

ନ୍ୟୁୟର୍କ: ଯେତେବେଳେ ଫ୍ୟାଶନ ସୋ କଥା ଉଠେ, ସେତେବେଳେ ରାମ୍ପରେ ଚାଲୁଥିବା ସୁନ୍ଦରୀ ମଡେଲଗୁଡିକର ଚେହେରା ମନକୁ ଆସିଥାଏ । କିନ୍ତୁ ନିକଟରେ ନ୍ୟୁୟର୍କରେ ଏକ ଫ୍ୟାଶନ ସପ୍ତାହରେ ଯାହା ଘଟିଥିଲା, ତାହା ଆଶ୍ଚର୍ଯ୍ୟଜନକ ଥିଲା । ଏହା ଦେଖି ଆପଣ ବି ଆଶ୍ଚର୍ଯ୍ୟ ହେବେ । କାରଣ ଏଠାରେ ମଡେଲମାନେ…

ପାର୍ବଣ ଋତୁ ପାଇଁ ପ୍ରସ୍ତୁତି: ମାର୍ଗଦର୍ଶିକା ଜାରି କଲା ଟିପିଏସ୍ଓଡିଏଲ୍

ବ୍ରହ୍ମପୁର: ପାର୍ବଣ ପାଇଁ ପ୍ରସ୍ତୁତି । ପାର୍ବଣକୁ ସୁନ୍ଦର,ଶୃଙ୍ଖଳିତ କରିବା ପାଇଁ ସବୁ ଦିଗରୁ ଆରମ୍ଭ ହେଉଛି ଉଦ୍ୟମ । ଏହି ପରିପ୍ରେକ୍ଷୀରେ  ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଜାରି ହୋଇଛି ମାର୍ଗଦର୍ଶିକା  । ଆଗାମୀ ପାର୍ବଣ ଋତୁ ସମୟରେ…

SIIMA Award 2023: ଜୁନିୟର ଏନଟିଆର୍ ଶେଷ୍ଠ ଅଭିନେତା, ମୃଣାଳ ଠାକୁର ବେଷ୍ଟ ଡେବ୍ୟୁଟେଣ୍ଟ

ମୁମ୍ବାଇ: ସାଉଥ ଇଣ୍ଡିଆନ ଇଣ୍ଟରନ୍ୟାସନାଲ ମୁଭି ଆଓ୍ବାର୍ଡ(SIIMA) ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ରାତିରେ SIIMA ୨୦୨୩ର ୧୧ତମ ସଂସ୍କରଣ ଇଭେଣ୍ଚ ଅନୁଷ୍ଠିତ ହୋଇଯାଇଛି । ଏହି ଇଭେଣ୍ଚରେ ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟଲମ ଚଳଚ୍ଚିତ୍ର ଜଗତର ବହୁ ସେଲିବ୍ରେଟି ଏହି…

ବଡଦିନରେ ବକ୍ସଅଫିସରେ ଧମାଲ କରିବା କିଙ୍ଗ ଖାନଙ୍କ ଡଙ୍କି, ଜାଣନ୍ତୁ ରିଲିଜ ଡେଟ

ମୁମ୍ବାଇ: ବକ୍ସ ଅଫିସରେ ଧମାଲ ମଚାଉଛି ଶାହାରୁଖ୍ ଖାନଙ୍କ ଫିଲ୍ମ 'ଜଓ୍ବାନ୍' । ଏହି ଫିଲ୍ମଟି ରିଲିଜ୍ ହେବାର ୯ ଦିନ ବିତି ଯାଇଥିଲେ ବି ଏପର୍ଯ୍ୟନ୍ତ ଏହାର କ୍ରେଜ୍ କମିନି। 'ଜୱାନ'ରେ ଶାହାରୁଖ ଖାନ୍ଏବଂ ନୟନତାରାଙ୍କ ଯୋଡିକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ। ଏହାରି ଭିତରେ ଫ୍ୟାନ୍ସ…

ନୂଆ ଅଧ୍ୟାୟ ଆରମ୍ଭ କରିବେ ଗାଙ୍ଗୁଲି, ପଶ୍ଚିମବଙ୍ଗରେ ଖୋଲିବେ ଷ୍ଟିଲ୍ ପ୍ଲାଣ୍ଟ

କୋଲକାତା: ନୂଆ ଅଧ୍ୟାୟ ଆରମ୍ଭ କରିବେ ଭାରତୀୟ କ୍ରିକେଟ୍ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି । ପଶ୍ଚିମବଙ୍ଗର ସାଲବୋନି, ପଶ୍ଚିମ ମେଦିନୀପୁରରେ ଏକ ଇସ୍ପାତ କାରଖାନା ଆରମ୍ଭ କରିବାକୁ ଯାଉଛନ୍ତି ଗାଙ୍ଗୁଲି । ମାମ୍ରିଡରେ ବେଙ୍ଗଲ ଗ୍ଲୋବାଲ ବିଜନେସ ମିଟିଙ୍ଗରେ ଯୋଗ ଦେଇ ଗାଙ୍ଗୁଲି…

ମା ’ ସମଲେଶ୍ୱରୀଙ୍କ ନିକଟରେ ପହଞ୍ଚିଲା ନୂଆଁ ଧାନ, ନୁଆଁଖାଇରେ ଲାଗି ହେବ ନବାନ୍ନ

ସମ୍ବଲପୁର: ଦିନ କେଇଟା ପରେ ନୂଆଁଖାଇ । ଏନେଇ ଚଳଚଞ୍ଚଳ ପଶ୍ଚିମ ଓଡି଼ଶା । ନୂଆଁଖାଇ ଅବସରରେ ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ଠାରେ ଲାଗି ହେବ  ନୂଆଁଧାନ  । ଆସନ୍ତା ୨୦ ତାରିଖରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇର ଲଗ୍ନ ନିର୍ଦ୍ଧାରିତ ହୋଇଥିବାରୁ ଆଜି ମା…

ପୁରୀ ଗସ୍ତରେ ଆସୁଛନ୍ତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପୁରୀ: ଆଜି ପୁରୀ ଗସ୍ତରେ ଆସୁଛନ୍ତି ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଅପରାହ୍ନ ୫.୧୦ରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ସ୍ଥିତ ରାଜଭବନରେ ପହଞ୍ଚିବେ । ପରେ ସେଠାରେ କିଛି ସମୟ ବିଶ୍ରାମ କରି ସଂଧ୍ୟା ୬ଟା ସମୟରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ…

ବାଲେଶ୍ବର ଜିଲ୍ଲାରେ ସ୍କୁଲ ଗୁଡିକର ମଧ୍ୟାହ୍ନ ଭୋଜନ ଦାୟିତ୍ବ ନେବେ ଅଙ୍ଗନବାଡି ଦିଦି

ବାଲେଶ୍ବର: ଗତ କିଛି ଦିନ ହେବ ପ୍ରାଥମିକ ସ୍କୁଲର ଶିକ୍ଷକମାନେ ୩ ଦଫା ଦାବି ନେଇ ଧାରଣାରେ ବସିଛନ୍ତି  । ଫଳରେ ଅନେକ ସ୍କୁଲରେ ତାଲା ଝୁଲୁଛି । ପିଲାମାନେ ସ୍କୁଲକୁ ଆସୁଛନ୍ତି ହେଲେ ଫେରି ଯାଉଛନ୍ତି  । ଫଳରେ ପିଲାଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି  । ଯାହାକୁ ଦୃଷ୍ଟିରେ ରଖି ବିକଳ୍ପ…

ଭିଜିଲାନ୍ସ ଜାଲରେ ଆରଆଇ ବାବୁ, ୪୦୦୦ଟଙ୍କା ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ

ଜଗତସିଂହପୁର: ଭିଜିଲାନ୍ସ ଜାଲରେ ଆରଆଇ ଶ୍ରୀ ରମାକାନ୍ତ ବେହେରା । ୪୦୦୦ ତଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ରମାକାନ୍ତ ବେହେରାଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସୂଚନା…

ରାଜ୍ୟରେ ନାହିଁ ବନ୍ୟା ସ୍ଥିତି : EIC

ଭୁବନେଶ୍ବର: ରାଜ୍ୟରେ ବନ୍ୟା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି  । କହିଛନ୍ତି ରାଜ୍ୟରେ ବନ୍ୟା ସ୍ଥିତି ନାହିଁ   । କିନ୍ତୁ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ପଶିଛି  । ଏଥିଲାଗି ସମସ୍ତ ବିଭାଗୀୟ…