Latest Odisha News

BREAKING NEWS

Yearly Archives

2023

ପ୍ରତିଶ୍ରୁତି ପରେ ବି ହଟିଲାନି କେନାଲ ଜବରଦଖଲ: ସରକାରଙ୍କୁ ୨ୟ ଚେତାବନୀ ଦେଲେ ସାଂସଦ

ଭୁବନେଶ୍ୱର: ୨ୟ ରିମାଇଣ୍ଡ ଲେଟର ପଠାଇଲେ ଅପରାଜିତା । ପ୍ରଭାବଶାଳୀ ମହିଳା କୃଥିକା ପ୍ରଭାକରଣ ହଡପ କରି ନେଇଥିବା ଜାଗାରୁ ଜବରଦଖଲ ଉଚ୍ଛେଦ କରି କେନାଲ ସଫା କର। ଚାଷୀଙ୍କ ଜମିକୁ ପାଣିଦିଅ । ଏଥିପାଇଁ ଯଥେଷ୍ଟ ସମୟ ଦିଆଗଲାଣି । ଏମିତି କହି  ୨ୟ ଥର ପାଇଁ ରିମାଇଣ୍ଡ ଲେଟର ପଠାଇଛନ୍ତି…

କେରଳରେ ନିପା ଭାଇରସ୍ ଆତଙ୍କ : କୋଝିକୋଡିରୁ ପୁଣି ଜଣେ ଆକ୍ରାନ୍ତ ଚିହ୍ନଟ,୨୪ ଯାଏଁ ସ୍କୁଲ ଛୁଟି ଘାେଷଣା

ଦିଲ୍ଲୀ: ଥମୁନି ନିପା ଭାଇରସ୍ ଆତଙ୍କ  । କେରଳରେ ଭୟ ବଢାଉଛି ନିପା ଭାଇରସ୍  । ଦିନକୁ ଦିନ ବୃଦ୍ଧି ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା । କୋଝିକୋଡି ଗାଁରେ ୨୪ ଘଣ୍ଟା ମଧ୍ୟରେ ପୁଣି ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଫଳରେ ସରକାର ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ…

ଦିନକ ପାଇଁ ଘୁଞ୍ଚିଲା ବାଚସ୍ପତି ନିର୍ବାଚନ; ୨୧ ପରିବର୍ତ୍ତେ ହେବ ୨୨ରେ

ଭୁବନେଶ୍ୱର:ଘୁଞ୍ଚିଲା ବାଚସ୍ପତି ନିର୍ବାଚନ । ସେପ୍ଟେମ୍ବର  ୨୧ ତାରିଖରେ ହେବାର ଥିଲା ବାଚସ୍ପତି ନିର୍ବାଚନ । ହେଲେ ୨୧ରେ ନହୋଇ  ୨୨  ତାରିଖରେ ହେବ ନିର୍ବାଚନ । ନିର୍ବାଚନକୁ ଗୋଟିଏ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି । ପରିବର୍ତ୍ତିତ କାର୍ଯ୍ୟକ୍ରମ ଅନୁଯାୟୀ ୨୨ ତାରିଖ ସାକଳ ସାଢେ ୯ଟାରେ…

ବ୍ରହ୍ମପୁର କୁମାରପୁର ଗାଁରେ ଚାଞ୍ଚଲ୍ୟ: ବାପାକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କଲା ପୁଅ, ଥାନାରେ ଅଟକ

ବ୍ରହ୍ମପୁର: ସମ୍ପର୍କ ଭୁଲିଗଲା ପୁଅ । ନିଜ ବାପାକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଛି ପୁଅ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି  ବ୍ରହ୍ମପୁର ସଦର ଥାନା କୁମାରପୁର ଗାଁରେ । ବାପାକୁ ପିଟି ପିଟି ହତ୍ୟା କରିଛି ପୁଅ । ମୃତକ କୁମାରପୁର ଗାଁର ରମେଶ ପ୍ରଧାନ ବୋଲି ଜଣାପଡିଛି  ।…

ଦେଶରେ ଖୋଲିବ ୨୩ ନୂଆ ସୈନିକ ସ୍କୁଲ: ମୋହର ମାରିଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ:ଦେଶରେ ଖୋଲିବ ୨୩ ନୂଆ ସୈନିକ ସ୍କୁଲ । ପାର୍ଟନରସିପ ମୋଡରେ ଖୋଲିବାକୁ ଥିବା ଏହି  ସୈନିକ ସ୍କୁଲକୁ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଅନୁମୋଦନ କରିଛନ୍ତି। ଏହି ନୂଆ ସ୍କୁଲ କେଉଁଠି କେଉଁଠି ଖୋଲିବ ତାହାର ତାଲିକା ମଧ୍ୟ ବିଭାଗୀୟ ୱେବସାଇଟରେ ପ୍ରକାଶ ପାଇଛ ।  …

ଅଜବ ଗଜବ: ଗଛରେ ଫଳନ୍ତି ଉଲଗ୍ନ ମହିଳା, ଆପଣ ବି ଦେଖି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଆପଣ ମାନେ ଗଛରେ  ବିଭିନ୍ନ ପ୍ରକାର ଫଳ ଫୁଲ ହୋଇଥିବା ଦେଖିଥିବେ । କିନ୍ତୁ କ’ଣ କେବେ ଆପଣ ଗଛରେ ଜଣେ ଉଲଗ୍ନ ମହିଳାଙ୍କୁ ଫଳିଥିବାର ଦେଖିଛନ୍ତି କି ? ଏବେ ଆପଣ ଭାବୁଥିବେ ଏଟଟା କିପରି ସମ୍ଭବ । ଗଛରେ ପୁଣି ଉଲଗ୍ନ ମହିଳା ! କଥାଟା ଆପଣଙ୍କୁ ଯେତେ ଆଶ୍ଚର୍ଯ୍ୟ ଲାଗୁଛି ସେତେ…

ଶାହୀଦ-କରୀନା ଅଭିନୀତ ଜବ ୱି ମେଟର ସୀକ୍ୱେଲ ଖୁବ ଶୀଘ୍ର

ମୁମ୍ବାଇ: ଗଦର ୨ର ସଫଳତା ପରେ ୧୯୯୦ରୁ ୨୦୧୦ ମଧ୍ୟରେ ଭଲ ବ୍ୟବସାୟ କରିଥିବା ଫିଲ୍ମର ସୀକ୍ୱେଲ ପାଇଁ ନିର୍ମାତାମାନେ ଅଂଟା ଭିଡିବା ଆରମ୍ଭ କରିଛନ୍ତି । ଏହି ତାଲିକାରେ ସାମିଲ ହୋଇଛି ଜବ ୱି ମେଟ । ୨୦୦୭ରେ ରିଲିଜ ହୋଇଥିବା ରୋମାଂଟିକ କମେଡି ଜବ ୱି ମେଟ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା…

ଏମିତି ଏକ ସହର, ଯେଉଁଠି ତାପମାତ୍ରା ମାଇନସ୍ ୫୦ ଡିଗ୍ରୀ ସେଲସିୟସ୍

ଦିଲ୍ଲୀ: ବିଶ୍ୱର ଅନେକ ସ୍ଥାନରେ ଥଣ୍ଡାର ପ୍ରକୋପ । ହାଡ଼ଭଙ୍ଗା ଜାଡ଼ରେ ଥରୁଛନ୍ତି ଲୋକେ । ତେବେ ବିଶ୍ୱର ଏପରି ଏକ ସହର ଅଛି, ଯେଉଁଠାରେ ବର୍ତ୍ତମାନ ତାପମାତ୍ରା ରହିଛି ମାଇନସ୍‌ ୫୦ ଡିଗ୍ରୀ ସେଲସିୟସ୍  । ପୃଥିବୀର ସବୁଠାରୁ ଥଣ୍ଡା ସହର ୟାକୁସ୍କ । ଚଳିତ ସପ୍ତାହରେ ଏଠାରେ ତାପମାତ୍ରା…

ପ୍ରାଚୀନ ତାଳପତ୍ର ପୋଥି ସଂରକ୍ଷଣ ନିମନ୍ତେ ରାଜ୍ୟ ସଂଗ୍ରହାଳୟରେ ତାଲିମ କାର୍ଯ୍ୟକ୍ରମ

ଭୁବନେଶ୍ୱର : ପ୍ରାଚୀନ ତାଳପତ୍ର ପୋଥି ସଂରକ୍ଷଣ ନିମନ୍ତେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ଏକ ପନ୍ଦରଦିନିଆ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏହି ଅବସରରେ ‘ଟିପିକାଲ୍‌ ସିଲେକସନ୍ସ ଫ୍ରମ୍‌ ଓଡ଼ିଆ ଲିଟେରେଚର’ର ଭାଗ-୧ ଏବଂ ଭାଗ-୨ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ଓଡ଼ିଆ ଭାଷା,…

ବାରମୁଳାରେ ୨ ଆତଙ୍କୀ ନିପାତ: କୋକରନାଗରେ ଥିବା ଆତଙ୍କୀ ଆଡ୍ଡାସ୍ଥଳୀରେ ପହଞ୍ଚିଲା ସେନା

ବାରମୁଳା:ଜମ୍ମୁକଶ୍ମୀରର ବାରମୁଳା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଆଉ ଜଣେ ଆତଙ୍କୀ ନିପାତ ହୋଇଛନ୍ତି   । ଆଜି ସକାଳୁ ସୁରକ୍ଷାକର୍ମୀମାନେ ଦୁଇ ଜଣ ଆତଙ୍କୀଙ୍କୁ ମାରି ସାରିଲେଣି । ଭାରତୀୟ ସେନା ଏବଂ ଜମ୍ମୁ କାଶ୍ମୀରର ମିଳିତ ଟିମ ଏହି ଅଞ୍ଚଳରେ ଅପରେଶନ ଚଳାଇଛି ।…