Latest Odisha News

BREAKING NEWS

Yearly Archives

2023

ଏନଆରଆଇ କୋଟାରେ ନାମଲେଖା ନାଁରେ ୨୦ ଲକ୍ଷ ଟଙ୍କାର ଠକେଇ, ଦୁଇ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଓଡ଼ିଶାରେ ଏନ୍ଆରଆଇ କୋଟାରେ ଇଞ୍ଜିନିୟରିଂ ଓ ମେଡିକାଲ କଲେଜରେ ନାମ ଲେଖାଇବା ନାଁରେ ୧୩ ଜଣ ଆଶାୟୀଙ୍କ ଠାରୁ ୨୦ ଲକ୍ଷରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ଦୁଇ ଅଭିଯୁକ୍ତ ଗିରଫ। କମିସନରେଟ୍ ପୁଲିସର ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ କଲେଜଗୁଡ଼ିକରେ ନାମଲେଖା ଦୁର୍ନୀତି ମାମଲାରେ ଦୁଇ…

୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଜେଟ୍ ଏୟାରଓ୍ବେଜ ପ୍ରତିଷ୍ଠାତା

ମୁମ୍ବାଇ: ଜେଟ୍ ଏୟାରଓ୍ବେଜର ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଗୁରୁବାର ସ୍ୱତନ୍ତ୍ର ପିଏମଏଲଏ କୋର୍ଟ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ସେପ୍ଟେମ୍ବର ୨୯ ଯାଏଁ ପଠାଇ ଦେଇଛନ୍ତି। କାନାରା ବ୍ୟାଙ୍କରେ ୫୩୮ କୋଟି ଟଙ୍କାର ଠକେଇ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଏକ ମନି…

ଏସିଆ କପ୍: ଶେଷ ଦୁଇଟି ବଲରେ ପାକିସ୍ତାନର ଫାଇନାଲ ପ୍ରବେଶ ଆଶା ଧୂଳିସାତ କଲା ଶ୍ରୀଲଙ୍କା

ନୂଆଦିଲ୍ଲୀ: ରୋମାଞ୍ଚକର ମ୍ୟାଚରେ ଶ୍ରୀଲଙ୍କା ପାକିସ୍ତାନକୁ ୨ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଶ୍ରୀଲଙ୍କା ଏସିଆ କପ୍ ୨୦୨୩ର ଫାଇନାଲରେ ପ୍ରବେଶ କରିଛି। ଯେଉଁଠାରେ ଘରୋଇ ଦଳ ଭାରତ ସହିତ ମୁହାଁମୁହିଁ ହେବ । ପାକିସ୍ତାନ ବିପକ୍ଷରେ ଏକ ହାଇଭୋଲଟେଜ ମୁକାବିଲାରେ ଶେଷ ଓଭର…

ଓଡ଼ିଶାକୁ ୭୧୬.୩୧ କୋଟିର ଆଇଏଫଏଡି ସହାୟତା ସହ OPELIP II ପାଇଁ ଡିଇଏ ମଞ୍ଜୁରି

ଭୁବନେଶ୍ୱର: ଅର୍ଥନୈତିକ ବ୍ୟାପାର ବିଭାଗ ଗୁରୁବାର ଓଡ଼ିଶା ପିଭିଟିଜି (PVTG) ସଶକ୍ତିକରଣ ଏବଂ ଜୀବିକା ଉନ୍ନତି କାର୍ଯ୍ୟକ୍ରମ OPELIP II ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଅନୁମୋଦନ କରିଛି। ଆର୍ଥିକ ମନ୍ତ୍ରଣାଳୟର ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ ଆନ୍ତର୍ଜାତୀୟ କୃଷି ବିକାଶ…

ଆମେରିକାର ପ୍ରାଚୀନ ଆଗ୍ନେୟଗିରିରୁ ମିଳିଲା ଲିଥିୟମ

ୱାଶିଂଟନ: ଆମେରିକାର ଏକ ପ୍ରାଚୀନ ଆଗ୍ନେୟଗିରିରୁ ଲିଥିୟମର ବଡ ଭଣ୍ଡାର ମିଳିଛି । ଏହା ଆମେରିକାର ସ୍ୱଚ୍ଛ ଉର୍ଜ୍ଜା ପାଇଁ ଗେମ ଚେଞ୍ଜର ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି । ମ୍ୟାକଡମିଟ କାଲ୍ଡୋରା ନାମକ ଏହି ଆଗ୍ନେୟଗିରିରେ ଶେଷ ଥର ପାଇଁ ୧୬ ମିଲିୟନ ବର୍ଷ ତଳେ ବିସ୍ଫୋଟ ହୋଇଥିଲା ।…

ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାର ଶୁଭାରମ୍ଭ; ଆରମ୍ଭ ହେଲା ‘ପଡା ପୁଷ୍ଟି’ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ମା’, କିଶୋରୀ ଝିଅ ଓ ଶିଶୁମାନଙ୍କ ଉପଯୁକ୍ତ ପୁଷ୍ଟିସାଧନ ଉଦ୍ଦେଶ୍ୟରେ ରାଜ୍ୟରେ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ‘ପଡା ପୁଷ୍ଟି’ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ…

ୟୁଏଫଓ ନେଇ ନାସା ଜାରୀ କଲା ରିପୋର୍ଟ

ନୂଆଦିଲ୍ଲୀ: ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନାସା ଗୁରୁବାର ୟୁଏଫଓ ଓ ଏଲିୟନ୍ସକୁ ନେଇ ବହୁ ପ୍ରତୀକ୍ଷିତ ବୟାନ ଜାରୀ କରିଛି । ନାସା ପକ୍ଷରୁ ପ୍ରାୟ ୧ ବର୍ଷ ଧରି ଏ ନେଇ ଅଧ୍ୟୟନ କରାଯିବା ପରେ ରିପୋର୍ଟ ଜାରୀ କରିଛି । ୩୩ ପୃଷ୍ଠା ସମ୍ବଳିତ ଏହି ରିପୋର୍ଟରେ ନାସା ପକ୍ଷରୁ କୁହାଯାଇଛି ଏହି…

କଥା ରଖିଲେ ଅଶ୍ୱିନୀ : ବାଲେଶ୍ୱର ନିକଟ ଉପମାର୍ଗ ପାଇଁ ମଞ୍ଜୁର କଲେ ୧୪.୭ କୋଟି 

ନୂଆଦିଲ୍ଲୀ: କଥା ରଖିଲେ ରେଳ  ମନ୍ତ୍ରୀ  ଅଶ୍ୱିନୀ ବୈଷ୍ଣବ । ବାଲେଶ୍ୱର ନିକଟସ୍ଥ ନିଧିପଣ୍ଡା ନିକଟରେ ଉପମାର୍ଗ ନିର୍ମାଣ ପାଇଁ ୧୪.୭ କୋଟି ଟଙ୍କା ପାଣ୍ଠି ମଞ୍ଜୁର କଲେ  ।  ଗତ  ଜୁନ୨୧ ତାରିଖରେ  ବାଲେଶ୍ୱର ଗସ୍ତ ସମୟରେ ସ୍ଥାନୀୟ ଗ୍ରାମ ଗୁଡିକର ଲୋକମାନଙ୍କୁ ଭେଟି ସମସ୍ୟା ସମ୍ପର୍କରେ…

ରେଢ଼ାଖୋଲ ଷ୍ଟେସନଠାରେ ରହଣି କରିବ ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ୍

ଭୁବନେଶ୍ଵର: ଯାତ୍ରୀମାନଙ୍କ ସୁବିଧା ତଥା ଯାତ୍ରୀମାନଙ୍କୁ ଆରାମଦାୟକ ଯାତ୍ରା ଯୋଗାଇବା ପାଇଁ ରେଳ ମନ୍ତ୍ରଣାଳୟ ୧୫ତାରିଖ (୧୪ ସେପ୍ଟେମ୍ବର ରାତି) ରୁ ପରୀକ୍ଷାମୂଳକ ଭିତ୍ତିରେ ରେଢ଼ାଖୋଲ ଷ୍ଟେସନରେ ୧୮୪୨୫/୧୮୪୨୬ ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସର ରହଣି ପାଇଁ ନିଷ୍ପତ୍ତି ନେଇଛି। ପୁରୀରୁ…

ମଧ୍ୟପ୍ରଦେଶରେ ୫୦, ୭୦୦ କୋଟି ଟଙ୍କାର ବିକାଶ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ବୀନାଠାରେ ୫୦, ୭୦୦ କୋଟି ଟଙ୍କାର ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ସେଗୁଡିକ ମଧ୍ୟରେ ବୀନାଠାରେ ଭାରତ ପଟ୍ରୋଲିୟମ ନିଗମ ଲିମିଟେଡ(ବିପିସିଏଲ)ର ପେଟ୍ରୋ ରସାୟନ  ।  ୪୯ ହଜାର କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ …