Latest Odisha News

BREAKING NEWS

Yearly Archives

2023

ଅନନ୍ୟ ସ୍କୁଲ, ଯେଉଁଠି ପିଲା ଏକାସାଙ୍ଗରେ ଦୁଇ ହାତରେ ଲେଖନ୍ତି

ଭୋପାଳ: ଏମିତି ସ୍କୁଲ ରହିଛି ,ଯେଉଁଠାରେ ଛାତ୍ରଛାତ୍ରୀମାନଙ୍କୁ ନିୟମିତ ଶିକ୍ଷା ପ୍ରଦାନ କରାଯାଇଥାଏ । ତାହାସହିତ ଏମିତି କୌଶଳ ଶିକ୍ଷା ଦିଆଯାଏ ତାହା ଯେ କୌଣସି ଲୋକ ଜାଣିଲେ ବି ଆଶ୍ଚର୍ଯ୍ୟ ହେବେ । ଏହି ସ୍କୁଲରେ ଲେଖିବା ସମୟରେ ଛାତ୍ରଛାତ୍ରୀମାନଙ୍କୁ ଏକାଥରକେ ଦୁଇଟି ହାତରେ ଲେଖିବା…

ଜମ୍ମୁ କଶ୍ମୀର ଏନକାଉଣ୍ଟର: ଆତଙ୍କବାଦୀଙ୍କ ଗୁଳିରେ ୨ ସେନାଧିକାରୀ, ଜଣେ ଡିଏସପି ସହିଦ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ। ଆତଙ୍କବାଦୀଙ୍କ ଗୁଳିରେ ୨ ସେନା ଅଧିକାରୀ ସହିଦ ହୋଇଥିବା ସୂଚନା ରହିଛି। ସ୍ଥଳସେନାର ଜଣେ କର୍ଣ୍ଣେଲ ଓ ଜଣେ ମେଜର ସହିଦ ହୋଇଛନ୍ତି। ସହିଦ ସେନାଧିକାରୀ ୧୯-ରାଷ୍ଟ୍ରୀୟ ରାଇଫଲ୍ସର କର୍ଣ୍ଣେଲ…

ଇଂଲଣ୍ଡ ପାଇଁ ଦିନିକିଆ କ୍ରିକେଟରେ ଇତିହାସ ରଚିଲେ ବେନ ଷ୍ଟୋକ୍ସ

ଲଣ୍ଡନ:ଅଲରାଉଣ୍ଡର ବେନ ଷ୍ଟୋକ୍ସ ଦିନିକିଆ କ୍ରିକେଟରେ ଇଂଲଣ୍ଡ ପାଇଁ ଇତିହାସ ରଚିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆରେ ସେ ଅଳ୍ପକେ ଦ୍ୱିଶତକ ହାସଲରୁ ବଂଚିତ ହୋଇଛନ୍ତି । ଷ୍ଟୋକ୍ସ ଏହି ମ୍ୟାଚରେ ୧୫ ଚୌକା ଓ ୯ଛକା ସହାୟତାରେ ୧୮୨ ରନର ଇନିଂସ ଖେଳିଛନ୍ତି । ଦିନିକିଆ କ୍ରିକେଟରେ ଏହା…

‘ଜାହାଜର କବରସ୍ଥାନ’, ଯେଉଁଠି ଏବେ ବି ପଡ଼ି ରହିଛି ୮୦ ଜାହାଜ

ଜନ୍ମ ପରେ ମୃତ୍ୟୁ ସୁନିଶ୍ଚିତ । ତେବେ ମଣିଷ, ଜୀବଜନ୍ତୁ କି ଉଦ୍ଭିଦର ମୃତ୍ୟୁ ବିଷୟରେ ଆପଣ ନିଶ୍ଚିତ ଶୁଣିଥିବେ । ମଣିଷର ମୃତ୍ୟୁ ପରେ ପରିବାର ଲୋକେ ତାଙ୍କୁ ଶ୍ମଶାନରେ ପୋଡିଥା’ନ୍ତି କିମ୍ବା କବରରେ ପୋତି ଦେଇଥା’ନ୍ତି । କେବେ ନିର୍ଜୀବ ବସ୍ତୁର ମୃତ୍ୟୁ ହେବା ଓ ତାକୁ କବର ଦେବା…

ବର୍ଷାରେ ଭିଜି ଡ଼୍ରେନ ସଫା କଲେ ମହିଳା ପୋଲିସ, ମିଳିଲା ଢେର ପ୍ରଶଂସା

ହାଇଦ୍ରାବାଦ: ଯେଉଁମାନେ ପ୍ରକୃତରେ ଦେଶର କଲ୍ୟାଣ ଚାହାଁନ୍ତି, ସେମାନେ ନିଜର ବ୍ୟକ୍ତିଗତ କାର୍ଯ୍ୟକୁ ଅଣଦେବା କରନ୍ତି । ସେମାନେ ଏପରି କିଛି କାର୍ଯ୍ୟ କରନ୍ତି ଯାହା ଅନ୍ୟମାନଙ୍କ ଦୃଷ୍ଟିକୋଣ ବାହାରେ, କାରଣ ସେମାନେ ଦେଶ ପାଇଁ ଚିନ୍ତିତ । ଏହିପରି ଲୋକଙ୍କୁ ବହୁତ କ୍ୱଚିତ୍ ଦେଖିବାକୁ ମିଳେ…

ଅକ୍ଷୟ, ସୁନୀଲ ଅଭିନୀତ ଧଡକନର ସୀକ୍ୱେଲ ଖୁବ ଶୀଘ୍ର

ମୁମ୍ବାଇ: ୨୦୦୦ରେ ଅକ୍ଷୟ କୁମାର, ସୁନୀଲ ଶେଟ୍ଟୀ ଓ ଶିଳ୍ପା ଶେଟ୍ଟୀଙ୍କ ଅଭିନୀତ ରୋମାଂଟିକ ଡ୍ରାମା ଧଡକନ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଫିଲ୍ମର ଗୀତ ଏବଂ କଳାକାରଙ୍କ ଜୀବନ୍ତ ଅଭିନୟ ଏବେ ବି ଫିଲ୍ମକୁ ସ୍ମରଣୀୟ କରି ରଖିଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ମେକର୍ସ…

ଆନନ୍ଦ ବଜାର ଶୃଙ୍ଖଳା ନେଇ ସ୍ୱତନ୍ତ୍ର ବୈଠକ, ଭକ୍ତଙ୍କୁ ମାଗଣା ମହାପ୍ରସାଦ ନେଇ ହୋଇପାରିଲାନି ନିଷ୍ପତ୍ତି

ପୁରୀ: ଶ୍ରୀମନ୍ଦିରେ ଆନନ୍ଦବଜାର ଶୃଙ୍ଖଳା ନେଇ ଶ୍ରୀମନ୍ଦିର ସ୍ଵତନ୍ତ୍ର ପ୍ରଶାସକ ଅଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ଶୃଙ୍ଖଳା କମିଟି ବୈଠକରେ ଗୁରୁତତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ତେବେ ଭକ୍ତଙ୍କ ପାଇଁ ମହାପ୍ରସାଦ ଦର ତାଲିକା ଚୂଡ଼ାନ୍ତ…

୨୪ରେ ବିବାହ ବନ୍ଧନରେ ବାନ୍ଧି ହେବେ ପରିଣୀତି-ରାଘବ, ଭାଇରାଲ ହେଲା ନିମନ୍ତ୍ରଣ କାର୍ଡ଼

ମୁମ୍ବାଇ: ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଏମ୍‌ପି ରାଘବ ଚଢା । ଆସନ୍ତା ୨୪ ତାରିଖରେ ଉଭୟ ପଞ୍ଜାବୀ ରୀତିନୀତି ଅନୁଯାୟୀ ବିବାହ କରିବେ । ଏବେ ସେମାନଙ୍କ ବିବାହ କାର୍ଡ଼ ସାମ୍ନାକୁ ଆସିଛି । ବିବାହ ଆଉ କମ୍ ଦିନ ଥିବାରୁ…

ଆହୁରି ଶକ୍ତିଶାଳୀ ହେବ ବାୟୁସେନା, ସ୍ପେନରୁ ମିଳିଲା ପ୍ରଥମ ସି-୨୯୫ ଏୟାରକ୍ରାଫ୍ଟ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା କ୍ରମାଗତ ଭାବରେ ଏହାର ବିମାନ ସଂଖ୍ୟା ବୃଦ୍ଧି କରୁଛି। ଏଣିକି ଆହୁରି ଶକ୍ତିଶାଳୀ ହେବ ବାୟୁସେନା। ଏଥି ସହିତ ସ୍ବଦେଶୀ ବିମାନ ଉପରେ ବାୟୁସେନା ଗୁରୁତ୍ୱାରୋପ କରୁଛି। ବର୍ତ୍ତମାନ ବାୟୁସେନାରେ ସାମିଲ ହେବ ସି-୨୯୫ ଏମଡବ୍ଲ୍ୟୁ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ।…

ଆଗାମୀ ୩ ଘଣ୍ଟା ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ: ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୨ ମୃତ, ୨ ଗୁରୁତର

ଭୁବନେଶ୍ୱର: ବଳ ବର୍ଷା ସହ ଘଡ଼ଘଡ଼ି ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ୩ ଘଣ୍ଟା ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆଜି ରାତି ୧୦ଟା ଯାଏ ଖୋର୍ଦ୍ଧା ଜିଲ୍ଲା ସହ ଭୁବନେଶ୍ୱର ଓ କଟକ ଜିଲ୍ଲାକୁ ଆଲର୍ଟ କରାଯାଇଛି। ଭୁବନେଶ୍ୱର ପାଣିପାଗ ବିଭାଗ…