ଆରପାରିରେ ବଲିଉଡର ହାସ୍ୟାଭିନେତା ବୀରବଲ ଖୋସଲା
ମୁମ୍ବାଇ: ସିନେ ଜଗତ ପାଇଁ ଦୁଃଖଦ ଖବର । ୫୦୦ରୁ ଅଧିକ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କୁ ହସାଇ ହସାଇ ବେଦମ କରୁଥିବା ହାସ୍ୟାଭିନେତା ବୀରବଲ ଖୋସଲା ଆଉ ନାହାନ୍ତି । ୮୪ ବର୍ଷ ବୟସ୍କ ବୀରବଲ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ଆକ୍ରାନ୍ତ ଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…