Latest Odisha News

BREAKING NEWS

Yearly Archives

2023

ଦାବି ଶୁଣୁ ନାହାନ୍ତି ସରକାର: ଆଜିଠୁ ସମୂହ ଛୁଟିରେ ଯିବେ ରାଜ୍ୟର ୧ଲକ୍ଷ ୩୦ହଜାର ଶିକ୍ଷକ ଶିକ୍ଷୟିତ୍ରୀ

ଭୁବନେଶ୍ବର: ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ । ଗତ କିଛି ଦିନ ହେବ ଆନ୍ଦୋଳନ କରୁଛନ୍ତି ରାଜ୍ୟର ୧ ଲକ୍ଷ ୩୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀ । ୪ ଦିନ ହେଲାଣି ଏମାନେ କାର୍ଯ୍ୟରେ ଯୋଗଦେଇନାହାନ୍ତି । ଫଳରେ ସ୍କୁଲରେ ପାଠପଢା ଏକପ୍ରକାର ଠପ୍ ହୋଇଯାଇଛି ।…

କବିତା : ମଧ୍ଯାହ୍ନର ଛାଇ

ମାନସ ରଞ୍ଜନ ନାୟକ ଚିତ୍ତାକର୍ଷକ ଦିଶେ ସମୃଦ୍ଧ ସଭ୍ଯତାର ତୋରଣ ବିକାଶ ମନ୍ତ୍ରରେ କେତେ ମାନସିକତାର ମେଳଣ କଳଗାଉଣାରେ ମୁଖରିତ ସ୍ବାଚ୍ଛନ୍ଦ୍ଯର ମୂର୍ଚ୍ଛନା ମାଗଣା ଆହାର କେନ୍ଦ୍ରରୁ ରାମ ରାଜ୍ଯର କଳ୍ପନା। ଗୀତା ଛୁଇଁ ହୁଏ ସେ ସତ୍ଯ ନିଷ୍ଠାରେ ଅଭିମନ୍ତ୍ରିତ ଗାଦିରେ ବସୁ ବସୁ ହୁଏ…

ଆଜି ସୃଷ୍ଟି ହେବ ଲଘୁଚାପ : ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା, ୮ ଜିଲ୍ଲାକୁ ରେଡ୍ ଆଲର୍ଟ

ଭୁବନେଶ୍ବର: ଆଜି ସୃଷ୍ଟି ହେବ ଲଘୁଚାପ । କେନ୍ଦୀୟ ବଙ୍ଗୋପସାଗର ପାଶ୍ୱବର୍ତ୍ତୀ, ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାରି ପ୍ରଭାବରେ ୩ ଦିନ ଅର୍ଥାତ୍ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି  । ଆଜି ପ୍ରବଳରୁ ଅତି ପ୍ରବଳ…

ଭାଷା ଭାଗବତ : ସଭା ଆୟୋଜନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବ୍ୟକ୍ତି ହୁଅଇ ଯେବେ ବକ୍ତା ବନି ଗାୟକ, ଅଭିନେତା ସ୍ବରର ଉତ୍‌ଥାନ, ପତନ ଦ୍ବାରା ତୋଷଇ ମନ, କାନ କରିଲେ ମଂଚ ଆରୋହଣ ବଦଳେ ଅଂଗ ସଂଚାଳନ ମୁହଁରେ ସଂଭାଳି ଗାଂଭୀର୍ଯ କରେ ଅନ୍ୟାନ୍ୟ ସବୁ କାର୍ଯ ବକ୍ତା କହିଲେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଅବକାଶ ନୀତି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦୈନନ୍ଦିନ ନୀତି ଭିତରେ ଗୋଟିଏ ବିଶେଷ ନୀତି ହେଲା 'ଅବକାଶ ନୀତି' । ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଏହି ଅବକାଶ ନୀତିଟି ଶ୍ରୀଜୀଉମାନଙ୍କ ମାନବୀୟ ଲୀଳାର ମୂଖ୍ୟ ଅଂଶ…

ଆଜି ଇଣ୍ଡିଆ ମେଣ୍ଟର ବୈଠକ, ଆସନ ବୁଝାମଣା ଓ ନିର୍ବାଚନୀ ମୁଦ୍ଦା ବାବଦରେ ହେବ ଆଲୋଚନା

ନୂଆଦିଲ୍ଲୀ: ଦିଲ୍ଲୀ ଓ ପଞ୍ଜାବରେ ଆପ୍ ଓ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ଆପ୍ ସାଂସଦ ରାଘବ ଚଢା ମଙ୍ଗଳବାର କହିଛନ୍ତି ଯେ ବୁଧବାର ୧୪ ଜଣିଆ ସମନ୍ୱୟ କମିଟିର ପ୍ରଥମ ବୈଠକରେ ଏ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି…

ଶ୍ରୀଲଙ୍କାକୁ ହରାଇ ଏସିଆ କପ ଫାଇନାଲରେ ଭାରତ, କମାଲ କଲେ କୁଲଦୀପ

କଲୋମ୍ବୋ: ଭାରତୀୟ ଦଳ ଏସିଆ କପ୍ ୨୦୨୩ ର ସୁପର ୪ର ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କାକୁ ୪୧ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ମଧ୍ୟ ଫାଇନାଲରେ ପ୍ରବେଶ କରିଛି। ଏହି ଟୁର୍ଣ୍ଣାମେଣ୍ଟର ଅନ୍ତିମ ମ୍ୟାଚ୍ ୧୭ ସେପ୍ଟେମ୍ବରରେ ଖେଳାଯିବ। ସେପ୍ଟେମ୍ବର ୧୪ରେ ପାକିସ୍ତାନ ଏବଂ…

୪୫ ଜଣ ମେଡିକାଲ ଅଫିସର ଇଏସ୍ଆଇ ହସ୍ପିଟାଲରେ ପାଇଲେ ନିଯୁକ୍ତି, ଗଣାତ୍ମକ ଚିକିତ୍ସା ଉପରେ ନବୀନଙ୍କ ଗୁରୁତ୍ବ

ଭୁବନେଶ୍ୱର: ଲୋକସେବା ଭବନରେ ମଙ୍ଗଳବାର ଅନୁଷ୍ଠିତ ନିଯୁକ୍ତି ପର୍ବରେ ୪୫ ଜଣ ମେଡିକାଲ ଅଫିସର ଇଏସ୍ଆଇ ହସ୍ପିଟାଲ ଓ ଡିସପେନସାରିରେ ଯୋଗ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ଗୁଣାତ୍ମକ ଓ ମାଗଣା ସ୍ୱାସ୍ଥ୍ୟସେବା ରାଜ୍ୟର ସ୍ୱାସ୍ଥ୍ୟସେବା ପ୍ରଦାନ ବ୍ୟବସ୍ଥାର…

ଭଦ୍ରକ ଧାମରା ବନ୍ଦରକୁ ନୂତନ ରେଳ ଲାଇନର ଫାଇନାଲ ଲୋକେସନ ସର୍ଭେକୁ ମଞ୍ଜୁରୀ

ଭୁବନେଶ୍ୱର: ଯାଜପୁର ଟାଉନ ଓ ଆରଡ଼ି ମାର୍ଗ ଦେଇ ଯାଜପୁର ଶିଳ୍ପାଞ୍ଚଳର ପ୍ରବେଶ ଦ୍ୱାର ଯାଜପୁର-କେନ୍ଦୁଝର ରୋଡ ଏବଂ ଭଦ୍ରକ ଜିଲ୍ଲାର ଧାମରା ବନ୍ଦର ମଧ୍ୟରେ ୯୬ କି.ମି ଦୈର୍ଘ୍ୟ ପ୍ରସ୍ତାବିତ ନୂତନ ରେଳ ଲାଇନର ଫାଇନାଲ ଲୋକେସନ ସର୍ଭେ (FLS) କୁ ରେଳ ମନ୍ତ୍ରଣାଳୟ ମଞ୍ଜୁର ଦେଇଛି। ସର୍ଭେ…

ଗୋଟିଏ ଦିନରେ ୨୯୫ ଜଣ ଓଏଏସ୍ ଅଧିକାରୀଙ୍କୁ ବଦଳି କଲେ ସରକାର

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କେନ୍ଦ୍ରୀୟ ନିର୍ବାଚନ କମିଶନ ମଧ୍ୟ ଆସିଛନ୍ତି ଓଡ଼ିଶା। ଏହି ସମୟରେ ସରକାର ଏକ ଦୃଢ ପଦକ୍ଷେପ ନେଇ ୨୯୫ ଜଣ ଓଏଏସ୍ ଅଧିକାରୀଙ୍କୁ ସେମାନଙ୍କ ବର୍ତ୍ତମାନର ପଦବୀରୁ ବଦଳି କରି ନୂଆ ପଦବୀରେ ଅବସ୍ଥାପିତ କରିଛନ୍ତି।…