ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା: କେତେବେଳେ ବାନ୍ଧିବେ ରାକ୍ଷୀ,ଜାଣନ୍ତୁ
ଭୁବନେଶ୍ୱର: ଆଜି ପବିତ୍ର ରକ୍ଷା ବନ୍ଧନ । ଭାଇ ହାତରେ ରାଖି ବାନ୍ଧିବେ ଭଉଣୀ । ରାଖି ବାନ୍ଧିବାର ଶୁଭ ମୁହୂର୍ତ୍ତକୁ ନେଇ ପୂର୍ବରୁ ଦ୍ୱନ୍ଦ୍ୱ ଲାଗିଥିବାବେଳେ ଦିନ ୧୧ଟା ୨୨ ପରେ ରାଖି ବାନ୍ଧିବେ ବୋଲି ଜ୍ୟୋତିଷ ବିଷାରଦମାନେ କହିଛନ୍ତି ।
ଶାସ୍ତ୍ରବିଦଙ୍କ କହିବା ଅନୁଯାୟୀ, ଆଜି ଦିନ…