Latest Odisha News

BREAKING NEWS

Yearly Archives

2023

ଇଏ କି ପ୍ରଥା? ବର୍ଷ ଆରମ୍ଭରୁ ଏଠାକାର ଲୋକେ ଖାଆନ୍ତି କେବଳ ୧୨ଟି ଅଙ୍ଗୁର

ନୂଆଦିଲ୍ଲୀ: ଆଉ ଦିନ କେଇଟାରେ ଶେଷ ହେବାକୁ ଯାଉଛି ବର୍ଷ ୨୦୨୩ । ଦ୍ଵାର ଦେଶରେ ଆସି କବାଟ ଠକ ଠକ କଲାଣି ପୁଣି ଏକ ନୂଆବର୍ଷ । ସେଥିପାଇଁ ଏବେଠାରୁ ଲୋକମାନଙ୍କ ମନରେ ଦେଖାଗଲାଣି ଉତ୍ସାହ । ନୂଆବର୍ଷକୁ ଧୁମଧାମରେ ପାଳନ କରିବାକୁ ପ୍ରସ୍ତୁତି ବି ଶେଷ ପର୍ଯ୍ୟାୟରେ । ବିଶ୍ୱର ବିଭିନ୍ନ ଦେଶରେ…

ଏଣିକି ଏମ୍‌ଆର୍‌ଆଇ ଓ ସିଟି ସ୍କାନ୍‌ ପାଇଁ ଯାଞ୍ଚ ହେବ ପ୍ରେସକ୍ରିପସନ, କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଏସଓପି ଜାରି

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ କଠୋର ହେଲା ନିୟମ । ବିନା ପ୍ରେସ୍‌କ୍ରିପ୍‌ଶନରେ ଏମ୍ଆର୍‌ଆଇ କିମ୍ବା ସିଟି ସ୍କାନ୍‌ ହୋଇପାରିବ ନାହିଁ । ଏନେଇ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଜାରି ହେଲା ଏସ୍‌ଓପି । ଏନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ । ସୂଚନା ମୁତାବକ,…

ଫସଲହାନୀରୁ ଚାଷୀ ଆତ୍ମହତ୍ୟା !

ବଲାଙ୍ଗୀର : ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ସାମ୍ନାକୁ ଆସିଲା ଚାଷୀ ଆତ୍ମହତ୍ୟା ଘଟଣା  । ପୁଣି ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି  । ମୃତକ ଟିଟଲାଗଡ ବିନକେଲ ଗାଁର ଚମରୁ ବାଗ୍ ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଭୀମଭୋଈ ମେଡିକାଲରେ ଭର୍ତ୍ତି…

ପରଲୋକରେ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଧାଂଶୁ ମୋହନ ପଟ୍ଟନାୟକ

ଭୁବନେଶ୍ବର: ଓଡିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଦର୍ଶନ ମୋହନ ପଟ୍ଟନାୟକଙ୍କ ପରଲୋକ । ଗତକାଲି (ଶନିବାର) ସନ୍ଧ୍ୟାରେ ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ ସୁଦର୍ଶନଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ସେ ରାଜ୍ୟ ମାନବାଧିକାର କମିଶନର ପ୍ରଥମ…

ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଦ୍ଵିତୀୟ ଦିବସ

ଭୁବନେଶ୍ୱର : ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଆନୁକୂଲ୍ୟରେ ଆୟୋଜିତ ଜାତୀୟ ସ୍ତରୀୟ ହସ୍ତଶିଳ୍ପ ମେଳାର ଦ୍ଵିତୀୟ ଦିବସ ଅବସରରେ ଦକ୍ଷତା ବିକାଶ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଏବଂ ସିଡାକ ସଚିବ ଶିଶିର କୁମାର ରଥ ଅତିଥି ଭାବରେ ଯୋଗ ଦେଇଥିଲେ ।…

ବ୍ରହ୍ମାଣ୍ଡର କୌଣସି ଶକ୍ତି ଜମ୍ମୁ-କଶ୍ମୀରରେ ଧାରା ୩୭୦ ଫେରାଇ ଆଣିପାରିବ ନାହିଁ: ମୋଦି

ନୂଆଦିଲ୍ଲୀ: ଜମ୍ମୁକଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ମୋହର ମାରିଛନ୍ତି । ଏହାପରେ ବିରୋଧୀ ଦଳ ସମେତ କଶ୍ମୀରର ଅନେକ ରାଜନୈତିକ ଦଳ ଧାରା ୩୭୦ କୁ ପ୍ରତ୍ୟାହାର ପାଇଁ ଲଢେଇ କରିବୁ ବୋଲି କହିଛନ୍ତି । ବିରୋଧୀଙ୍କର ଏହି ମନ୍ତବ୍ୟ…

ସାହିତ୍ୟ ମୋ ପାଇଁ ଜୀବନ ବଞ୍ଚିବାର ମାର୍ଗ : ଅମ୍ବୁଜା ମହାନ୍ତି

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ଅମ୍ବୁଜା ମହାନ୍ତିଙ୍କ ସହ ‘ସ୍ୱଳ୍ପ ଆଳାପ’…

ସୁରଟରେ ବିଶ୍ବର ସର୍ବବୃହତ ଡାଇମଣ୍ଡ ବୋର୍ସ ସହ ବିମାନବନ୍ଦର ନୂଆ ଟର୍ମିନାଲ୍ ବିଲ୍ଡିଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଗାନ୍ଧୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟକୁ ଦୁଇଟି ବଡ଼ ଉପହାର ଦେଇଛନ୍ତି । ଆଜି ଗୁଜୁରାଟ ଗସ୍ତ କରି ସୁରଟ ବିମାନବନ୍ଦର ନୂତନ ଇଣ୍ଟିଗ୍ରେଟେଡ୍ ଟର୍ମିନାଲ୍ ବିଲ୍ଡିଂ ଏବଂ ସୁରଟ ଡାଇମଣ୍ଡ ବୋର୍ସର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ନୂତନ ଇଣ୍ଟିଗ୍ରେଟେଡ୍…

ଏବେ ହାତ ପାହାନ୍ତାରେ ଡାଇବେଟିସ୍ ଉପଚାର

ନୂଆଦିଲ୍ଲୀ : ଶରୀରକୁ ସୁସ୍ଥ ତଥା ଫୁର୍ତ୍ତି ରଖିବାକୁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରେ  । କେତେଜଣ ସକାଳୁ ଉଠି ବ୍ୟାୟାମ କରନ୍ତି , ତ ଆଉ କିଏ ଜିମ୍ ଯାଏ  । ଆଉ କେହି କେହି ସକାଳୁ ଉଠି ଫୁସ୍ ପିଇବାକୁ ଭଲ ପାଆନ୍ତି । ବର୍ତ୍ତମାନ ସମୟରେ ଡାଇବେଟିସ୍ ଏକ ମୁଖ୍ୟ ସମସ୍ୟା ପାଲଟିଛି ।…

କେନାଲ କାମ ସରୁନି କି , ଜମିକୁ ପାଣି ମାଡୁନି : ଦହଗଞ୍ଜ ହେଉଛି ଚାଷୀ

ନୂଆପଡା : ଚାଷ ଜମିକୁ ଜଳସେଚନର ସୁବଧା ଲାଗି ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି  । କିନ୍ତୁ ନୂଆପଡା ଜିଲ୍ଲା ଖଡ଼ିଆଳ କ୍ଷୁଦ୍ର ଜଳସେଚନ ବିଭାଗ ସରକାରୀ ବାବୁ ଙ୍କ ଖାମାଖିଆଳି ମନୋଭାବ ଓ ଆନ୍ତରିକତା ର ଅଭାବ ଯୋଗୁଁ ଦୀର୍ଘ ବର୍ଷ ହେଲା ପାଣି ନପାଇ ନାହିଁନଥିବା ଥିବା…