Latest Odisha News

BREAKING NEWS

Yearly Archives

2023

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଶ୍ରୀମନ୍ଦିରର ପୂଜା ବିଧି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ନୀତି ଓ ପୂଜା ପଦ୍ଧତି ଉପରେ ସମ୍ୟକ ଆଲୋକପାତ କରିବା ପୂର୍ବରୁ ଗୋଟିଏ କଥା ସ୍ପଷ୍ଟ ଯେ କେବଳ ଭଗବତ ପ୍ରାପ୍ତି ପାଇଁ ସଠିକ ଦେବତା ପୂଜା ଓ ସେବା ନୀତି ଅନୁସରଣ…

ବିଜେଡି ସରକାର ପ୍ରତ୍ୟକ୍ଷ ଭାବେ ଓଡିଆ ମାରଣ ନୀତି ଆପଣାଇଛନ୍ତି: ବିଜୟ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟରେ ବିଜେଡି ସରକାର ପ୍ରତ୍ୟକ୍ଷ ଭାବେ ଓଡିଆ ମାରଣ ନୀତିର ଶାସନ ଚଳାଇଛନ୍ତି । ରାଜ୍ୟରେ ଯୁବ ଉଦ୍ୟୋଗୀ ମାନଙ୍କୁ ଅଗ୍ରାଧିକାର ଦେବା ପରିବର୍ତ୍ତେ ବାହାର ରାଜ୍ୟର ଉଦ୍ୟୋଗୀ ମାନଙ୍କୁ ଗୁରୁତ୍ୱ ଦେଉଛନ୍ତି ପ୍ରେସମିଟ୍ କରି ଏଭଳି କହିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ।…

ବିଧାୟକଙ୍କ ଉପରକୁ ଆକ୍ରମଣ ଅଭିଯୋଗ, ପୋଲିସର ନିଷ୍କ୍ରିୟତାକୁ ନେଇ ଘେରିଲେ ବିରୋଧୀ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଲାଞ୍ଜିପଲ୍ଲୀ ଫ୍ଲାଏଓଭର ନିକଟରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଗାଡ଼ି ଉପରକୁ ବିଜେଡି କର୍ମୀମାନେ ଅଣ୍ଡା ଓ ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି। ୭ ବର୍ଷ ତଳେ ଘଟିଥିବା ଏକ ଘଟଣାକୁ ଉଲ୍ଲେଖ କରି ପୋଲିସ କଂଗ୍ରେସ କର୍ମୀଙ୍କ ଉପରେ ୩୦୭ ଧାରା ଲଗାଇ…

ମହିଳାଙ୍କ ମୃତ୍ୟୁ: ଯୌତୁକ ନିର୍ଯାତନା ଅଭିଯୋଗରେ ସ୍ୱାମୀ ସମେତ ତିନି ଗିରଫ

କଟକ: ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା ଅଭିଯୋଗ। ଶଙ୍କରପୁର ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କ ମୃତ୍ୟୁ ଘଟଣାରେ ବାପ ଘର ଲୋକଙ୍କ ଏତଲା ଆଧାରରେ ପୋଲିସ ତଦନ୍ତ କରି ତିନି ଜଣଙ୍କୁ ଗିରଫ କରିଛି। ମୃତ ମହିଳାଙ୍କ ନାଁ ସୋନାଲିକା ଦାସ। ବାଦାମବାଡି ପୋଲିସ ଦ୍ୱାରା ଗିରଫ ହୋଇଥିବା ବ୍ୟକ୍ତିମାନେ…

ନକଲି ନୋଟ୍ କାରବାର: ବାଲେଶ୍ୱରରୁ ଜଣେ ମହିଳାଙ୍କ ସମେତ ଦୁଇ ଗିରଫ

ବାଲେଶ୍ୱର: ନକଲି ନୋଟ୍ କାରବାର କରୁଥିବା ଅଭିଯୋଗରେ ଶନିବାର ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଯୁବକ ଜଣକ ନୀଳଗିରି ଥାନା ଅନ୍ତର୍ଗତ ସାନ୍ତରାଗଡିଆ ନୂଆପାଟଣା ଗ୍ରାମର ପୂର୍ଣ୍ଣଚନ୍ଦ୍ର ନାୟକ (୬୦) ଏବଂ ମହିଳା ଜଣକ ଖଇରା ଅଞ୍ଚଳର ସାହାରପୁର ଗ୍ରାମର ବୀଣାପାଣି ମୁଖୀ (୫୦)…

ସପ୍ତାହକ ମଧ୍ୟରେ ଦ୍ବିତୀୟ ରେଡ୍, ୮୩୮୦ ବୋତଲ କୋରେକ୍ସ କଫ ସିରପ୍ ଜବତ ସହ ତିନି ଗିରଫ

ବରଗଡ଼: ତିନି ଜଣଙ୍କୁ ଗିରଫ କରିବା ସହ ଶନିବାର ଦିନ ପୋଲିସ ବରଗଡ଼ ଟାଉନ୍ ଥାନା ପୁଲିସ ଏକ ସ୍ୱତନ୍ତ୍ର ଅଭିଯାନରେ ୮୩୮୦ ବୋତଲ କୋରେକ୍ସ କଫ ସିରପ୍ ଜବତ କରିଛି। ଏହି ରାକେଟର ପର୍ଦ୍ଦାଫାସ ସେତେବେଳେ ହୋଇଥିଲା, ଯେତେବେଳେ ପୁଲିସର ଏକ ଟିମ୍ ଅଭିଯୁକ୍ତଙ୍କ ଘରେ ଚଢ଼ଉ କରିଥିଲା। ବରଗଡ଼ ଏସପି…

ଜାଣନ୍ତି କି ? ଭାରତର ନୁହେଁ, ଗାଈ ହେଉଛି ନେପାଳର ଜାତୀୟ ପଶୁ

ନେପାଳ: ବିଶ୍ୱରେ ଭାରତ ହିନ୍ଦୁସ୍ଥାନ ଭାବେ ପରିଚିତ । ଅର୍ଥାତ୍ ଏଠାକାର ମୂଳ ବାସିନ୍ଦା ହିନ୍ଦୁ । ଏହାସହିତ ଲୋକସଂଖ୍ୟାର ବଡ଼ ଭାଗ ହିନ୍ଦୁ ଧର୍ମାବଲମ୍ବୀ । ଯଦିଓ ଭାରତ ବିଶ୍ୱରେ ଏକ ଧର୍ମନିରପେକ୍ଷ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ପରିଚିତ ଏଠାରେ ଗାଈକୁ ଶ୍ରଦ୍ଧା ଓ ସମ୍ମାନର ସହିତ ପୂଜା…

ଚନ୍ଦ୍ର ପରେ  ସୂର୍ଯ୍ୟ ଅଭିଯାନ: ଆଦିତ୍ୟ ଏଲ-୧ ପଠାଇବାର ତାରିଖ ଘୋଷଣା କଲା ଇସ୍ରୋ

ବାଙ୍ଗାଲୋର: ଚନ୍ଦ୍ରଯାନ ୩ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ଏବେ ସୂର୍ଯ୍ୟକୁ ଯିବାର ପାଳି । ପୂର୍ବରୁ ଇସ୍ରୋ ପକ୍ଷରୁ ଘୋଷଣା କରାଯାଇଥିଲା ସେପ୍ଟେମ୍ବର ପ୍ରଥମ  ସପ୍ତାହରେ ସୂର୍ଯ୍ୟକୁ ପଠାଇବ ଆଦିତ୍ୟ ଏଲ-୧  । ଏବେ ଇସ୍ରୋ ପକ୍ଷରୁ ତାରିଖ ଘୋଷଣା କରାଯାଇଛି ।…

‘‘ନିର୍ବାଚିତ ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଅପମାନିତ କରିବେ,  ଏ ସାହସ ଦେଲା କିଏ ?’’

ଭୁବନେଶ୍ୱର: ଓଡ଼ିଶା ହେଉଛି ଭାରତବର୍ଷରେ ଏକମାତ୍ର ରାଜ୍ୟ ଯେଉଁଠାରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ ସାଧାରଣ ସଭାରେ ଅପମାନିତ କରନ୍ତି । ବିଧାୟକଙ୍କ ବିରୋଧରେ ଭାଷଣବାଜୀ ମଧ୍ୟ କରନ୍ତି । କିନ୍ତୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ…

ଗାଁକୁ ସୁରକ୍ଷା ଦିଅନ୍ତି ମାଆ, ବିପଦ ଆସିବା ପୂର୍ବରୁ ଗ୍ରାମବାସୀଙ୍କୁ କରାନ୍ତି ସତର୍କ

ରାଜସ୍ଥାନ: ଆପଣ କେବେ ଶୁଣିଛନ୍ତି କି ଭଗବାନ କଥା କହୁଛନ୍ତି ? ଆପଣ ଏବେ ଭାବୁଥିବେ ଭଗବାନ ପୁଣି କଥା ହେଉଛନ୍ତି ? ତାହା ପୁଣି କେମିତି ? ହଁ, ଘଟଣାଟି ସତ । ରାଜସ୍ଥାନରେ ଏମିତି ଏକ ମୂର୍ତ୍ତି ଅଛି ଯେଉଁଠି ଭଗବାନ କଥା କୁହନ୍ତି ଓ ଗାଁକୁ କୌଣସି ବିପଦ ଆସିବା ପୂର୍ବରୁ ସତର୍କ ମଧ୍ୟ…