ଏମିତି ସଂଗ୍ରହାଳୟ, ଯେଉଁଠାରେ ଅଛନ୍ତି ପ୍ରକୃତ ଜୀବଜନ୍ତୁ, ପଶୁପକ୍ଷୀ
ଲକ୍ଷୌ୍ନ : ସାଧାରଣତଃ ବିଭିନ୍ନ ପ୍ରକାର ପଶୁପକ୍ଷୀ,ଜୀବଜନ୍ତୁଙ୍କୁ ଆମେ ପ୍ରାଣୀ ଉଦ୍ୟାନରେ ଦେଖିବାକୁ ପାଇଥାନ୍ତି । କିନ୍ତୁ ଲକ୍ଷେ୍ନା÷ ସହରର ନବାବ ୱାଜିଦ୍ ଅଲି ଶାହା ପ୍ରାଣୀ ଉଦ୍ୟାନ ବ୍ୟତୀତ ଆଉ ଏକ ସ୍ଥାନ ମଧ୍ୟ ଅଛି ଯେଉଁଠାରେ ଆପଣ ପ୍ରକୃତ ପ୍ରାଣୀମାନଙ୍କୁ ଅତି ନିକଟରୁ ଦେଖିପାରିବେ…