Latest Odisha News

BREAKING NEWS

Yearly Archives

2023

କଳାପଟାରେ ‘ଜୟ ଶ୍ରୀରାମ’ ଲେଖିବାରୁ ଛାତ୍ରଙ୍କୁ ନିସ୍ତୁକ ମାଡ ମାରିଲେ ଶିକ୍ଷକ

ଶ୍ରୀନଗର: ଉତ୍ତର ପ୍ରଦେଶରେ ଶିକ୍ଷୟିତ୍ରୀଙ୍କ ନିର୍ଦ୍ଦେଶରେ ଜଣେ ମୁସଲିମ ଛାତ୍ରଙ୍କୁ ଅନ୍ୟ ଛାତ୍ରମାନେ ଚାପୁଡା ମାରିବା ଘଟଣାକୁ ନେଇ ଦେଶରେ ବିବାଦ ଜୋର ଧରିଛି । ଏହି ବିବାଦ ମଧ୍ୟରେ ଜମ୍ମୁ-କାଶ୍ମୀର କଠୁଆ ଜିଲ୍ଲାରୁ ଅନୁରୂପ ଘଟଣା ସାମ୍ନାକୁ ଆସିଛି । ଜଣେ ଛାତ୍ର ଶ୍ରେଣୀଗୃହ କଳାପଟାରେ…

ତିହିଡିରେ ଚାଞ୍ଚଲ୍ୟ: ସରକାରୀ କ୍ବାର୍ଟର୍ସରୁ କନେଷ୍ଟବଳଙ୍କ ମୃତଦେହ ଉଦ୍ଧାର

ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି ।  କାର୍ଯ୍ୟରତ ଜଣେ କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ତାହା ପୁଣି ତାଙ୍କ ସରକାରୀ କ୍ବାର୍ଟର୍ସରୁ । ମୃତ କନେଷ୍ଟବଳ କେନ୍ଦୁଝରର ତୋଫାନ କୁମାର ପାତ୍ର ବୋଲି ଜଣାପଡିଛି  । ଘଟଣାସ୍ଥଳରେ ତିହିଡ଼ି…

ଫ୍ଲୋରିଡାରେ ଗୁଳିକାଣ୍ଡ; ୩ କୃଷ୍ଣକାୟ ଲୋକ ମୃତ

ୱାଶିଂଟନ: ଆମେରିକାରେ ଗଣ ଗୁଳିକାଣ୍ଡ ଘଟଣା ଦିନକୁ ଦିନ ବଢି ଚାଲିଛି । ଏବେ ଫ୍ଲୋରିଡାର ଜ୍ୟାକ୍ସନବିଲେରେ ପୁଣିଥରେ ଆତତାୟୀର ଆଖିବୁଜା ଗୁଳିମାଡରେ ୩ ଜଣଙ୍କ ଜୀବନ ଯାଇଛି । ଜଣେ ବନ୍ଧୁକଧାରୀ କୃଷ୍ଣକାୟ ଲୋକଙ୍କୁ ଟାର୍ଗେଟ କରି ଗୋଟିଏ ଡଲାର ଜେନେରାଲ ଷ୍ଟୋରରେ ପଶି ଏହି ଗୁଳିମାଡ କରିଛି ।…

ଥମୁନି ବେଆଇନ ଗଞ୍ଜେଇ ଚୋରାଚାଲାଣ: ରାୟଗଡାରୁ ୮୦ କେଜି ଗଞ୍ଜେଇ ଜବତ, ୭ ଗିରଫ

ମୁନିଗୁଡା: ରାୟଗଡା ପୋଲିସକୁ ବଡ ସଫଳତା ମିଳିଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ପାଖାପାଖି ୮୦ କେଜି ଗଞ୍ଜେଇ ଜବତ କରିଛି ରାୟଗଡା ପୋଲିସ । ଘଟଣାରେ ୭ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ଚନ୍ଦ୍ରପୁର ଅଞ୍ଚଳରୁ ରାୟପୁରକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବାବେଳେ  ମୁନିଗୁଡା ପୋଲିସ…

ଶିଶୁ କବିତା : ଆମେ ଟିକି ତାରକା

ତରୁଣ କୁମାର ମିଶ୍ର ଆମେ ସବୁ ଏ ଦେଶର ଟିକି ଟିକି ତାରକା , ଅଜ୍ଞାନର ଅନ୍ଧକାରେ ଆଲୋକର ବର୍ତ୍ତିକା । ଜାତି ଭାଷା ବିଭେଦତା ନାହିଁ ଆମ ମନରେ , ମାନବତା ଆମ ଜାତି ଆମେ ଭାରତୀୟରେ । ଆମ ମନ ବଗିଚାରେ ଭଳି ଭଳି କୁସୁମ , ବାସନାରେ ଚହଟଇ ଗୁଣ ମଧ୍ଯ ଅସୀମ । ଅହିଂସା ଆମର…

ମହିଳା ଅଧ୍ୟାପିକାଙ୍କୁ ନିର୍ଯାତନା ମାମଲା: ନିଲମ୍ବିତ ହେଲେ ଆସିଷ୍ଟାଣ୍ଟ ପ୍ରଫେସର ରଜତ କୁଜୁର

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟ ମହିଳା ପ୍ରଫେସରଙ୍କୁ ନିର୍ଯାତନା ଅଭିଯୋଗ ଘଟଣାରେ କାର୍ଯ୍ୟାନୁଷ୍ଠାନ । ନିଲମ୍ବିତ ହେଲେ ରାଜନୀତି ବିଜ୍ଞାନର ଆସିଷ୍ଟାଣ୍ଟ ପ୍ରଫେସର ରଜତ କୁଜୁର । ବିଶ୍ୱବିଦ୍ୟାଳୟ ଆଭ୍ୟନ୍ତରୀଣ କମିଟିର ୯ ଜଣିଆ ଟିମକୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।…

ପଥର ବ୍ଲାଷ୍ଟିଂ ବେଳେ ଦୁଇ ଶ୍ରମିକ ମୃତ୍ୟୁ ଘଟଣା: ୩୨ଘଣ୍ଟା ପରେ ମିଳିଲା ମୃତଦେହ

ମୋହନା: ପଥର ବ୍ଲାଷ୍ଟିଂ ବେଳେ ଦୁଇ ଶ୍ରମିକ ମୃତ୍ୟୁ ଘଟଣା  । ଦୀର୍ଘ ୩୨ ଘଣ୍ଟା ପରେ ଉଦ୍ଧାର ହେଲା ମୃତଦେହ । ଗତକାଲି ଗଜପତି ମୋହନା ଥାନା ବନ୍ଧାଗୁଡା ଗାଁରେ କ୍ରସର ପାଇଁ ପଥର ବ୍ଲାଷ୍ଟିଂ ବେଳେ ମାମୁ ଭଣଜା ପଥର ତଳେ ଚାପି ହୋଇ ପ୍ରାଣ ହରାଇ ଥିଲେ । ପଥର ଟି ପ୍ରାୟ ୧୦୦ ଟନ ରୁ ଅଧିକ…

କବିତା : ବେଳ ଉପଗତ

ଲକ୍ଷ୍ମଣ ସାହୁ  ସ୍ୱପ୍ନ ଦେଖେ ଶ୍ରେଣୀହୀନ ସମାଜ ଗଠନେ ବେଳ ଏବେ ରତରତ ସାକାର ଲଭିବ ବାପୁ ଏବେ ଉପଗତ ସବୁ ଦର୍ଶନ ଉର୍ଦ୍ଧ୍ୱରେ ରାମରାଜ୍ୟ ଠାରୁ ଉନ୍ନତ ଜାତି, ବର୍ଣ୍ଣ, ଧର୍ମ ହୀନ ନୂଆ ଏକ ରାଷ୍ଟ୍ର ମୁଣ୍ଡ ଟେକି ଥିବ ।। କୋରାନ୍ ବାଇବେଲ ଗୀତା ସମସ୍ୱରେ ଗାଉଥିବା ଅହିଂସାର…

ବଡ ଦୁର୍ଘଟଣାରୁ ବର୍ତ୍ତିଲା ପୁରୀ-ଋଷକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ

ପୁରୀ : ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ପୁରୀ-ଋଷକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ । ଛତିଶଗଡର ବିଳାସପୁର ଜଙ୍କସନଠାରୁ ମାତ୍ର ଅଳ୍ପ ଦୂରରେ ଏଭଳି ଘଟଣା ଘଟିଛି । ଏକ ଯାତ୍ରୀବାହୀ ଟ୍ରେନ୍ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ସହ ମୁହାଁମୁହିଁ ଧକ୍କା ହୋଇଥାନ୍ତା  ।  ହେଲେ  ଲୋକ ପାଇଲଟଙ୍କ ଉପସ୍ଥିତ…

ଭାଷା ଭାଗବତ : ନିଜ ଭାଷାର ସଜ ଜ୍ଞାନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ନିଜ ଭାଷାର ସଜ ଧ୍ବନି ନିଜେ କହି ଓ ନିଜେ ଶୁଣି ଦେଉଁ, ପାଉଁ ସୂଚନା, ଜ୍ଞାନ ତାହା ହିଁ ବିଶ୍ବାସଭାଜନ କିଂତୁ ଲେଖିରଖିବା ପାଇଁ ଅଶୁଣା ଶବ୍ଦ ଲୋଡ଼ୁଥାଇଁ ଏହି ଦୋମୁହାଁ ଆଚରଣ ଘଟାଏ ଭାଷାର ପତନ ପୁରୁଣା ପୋଥିରୁ ଅଂଡାଳି…