ବୁଦ୍ଧିମତୀ ଝିଅ ଡଗ ଡଗ କଷି ଦେଉଛି ଅଙ୍କ; ସୁପରକମ୍ପ୍ୟୁଟର ବି ହାର ମାନିବ
ନୂଆଦିଲ୍ଲୀ: ବୁଦ୍ଧିମତୀ ଝିଅ । ଡଗ ଡଗ କଷି ଦେଉଛି ଅଙ୍କ । ଯେମିତି ବ୍ରେନ ନୁହେଁ ତ ସୁପର କମ୍ପ୍ୟୁଟର । କାଲକୁଲେଟର ବି ଫେଲ ମାରିଯିବ ଏହି କୁନି ଝିଅ ପାଖରେ । ଛୋଟ ଝିଅର ଏହି ଅଙ୍କର ହିସାବକିତାବ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଛୋଟ ଝିଅଟି ବଡ ବଡ ସଂଖ୍ୟାର ମିଶାଣ ଫେଡାଣ…