ହସପିଟାଲରେ ନାହାଁନ୍ତି ମହିଳା ଏସଆଇ: ବିଷପାନ ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ
ବଲାଙ୍ଗିର: ବିଷ ପିଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ପୁଲିସ ଏସଆଇ ନିଖୋଜ ହୋଇଯାଇଛନ୍ତି । ହସ୍ପିଟାଲରୁ କୁଆଡେ ନିଖୋଜ ହାଇଯାଇଥିବା ଜଣାଯାଇଛି । ସେ ହସ୍ପିଟାଲରେ ନ ଥିବା ବଲାଙ୍ଗୀର ମେଡିକାଲ କଲେଜ ସୁପରିଟେଣ୍ଡେଂଟ୍ ସଚଳା ବାଗ କହିଛନ୍ତି ।
ପୋଲିସ ଏସଆଇ କାଜଲ ବାଗ ଦୁଇ ଦିନ…