Latest Odisha News

BREAKING NEWS

Yearly Archives

2023

ମାସକ ଶିଶୁ ଶରୀରରେ ସଫଳ ଲାପ୍ରୋସ୍କୋପିକ୍ ସର୍ଜରୀ କଲେ ସମ୍ମମ୍ ସର୍ଜନ୍‌

ଭୁବନେଶ୍ୱର: ଏକ ମାସ ଶିଶୁ କନ୍ୟାର ଶରୀରରେ ଇନ୍‌ଗୁଇନାଲ୍ ହାର୍ନିଆର ଲାପ୍ରୋସ୍କୋପିକ୍ ପଦ୍ଧତିରେ ସଫଳତାର ସହ ଅସ୍ତ୍ରୋପଚାର କରିବାରେ ସକ୍ଷମ ହୋଇପାରିଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ପେଡିଆଟ୍ରିକ୍ ସର୍ଜନ୍ । “ଏଭଳି ଅସ୍ତ୍ରୋପଚାର ଆମେ ନିୟମିତ ହସ୍ପିଟାଲ୍‌ରେ କରୁଛୁ ତେବେ ଶିଶୁଟିର…

ଓଡ଼ିଶୀ ନୃତ୍ୟଶିଳ୍ପୀ ସଂଯୁକ୍ତା ପାଣିଗ୍ରାହୀଙ୍କ ୭୯ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ସଂଯୁକ୍ତା ପାଣିଗ୍ରାହୀଙ୍କ ୭୯ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ପରିସରସ୍ଥ ତାଙ୍କ ପ୍ରତିମୂର୍ତ୍ତିରେ…

୩ ବର୍ଷରୁ ଚେସ ଗୋଟି ଚାଳନରେ ଧୂରନ୍ଧର, ଏବେ ଚାମ୍ପିୟନଙ୍କ ପାଇଁ ସେ ସାଜିଛନ୍ତି ଚ୍ୟାଲେଞ୍ଜ

ଭାରତର ୧୮ ବର୍ଷୀୟ ଗ୍ରାଣ୍ଡମାଷ୍ଟର ଆର ପ୍ରଜ୍ଞାନନନ୍ଦଙ୍କ ଚର୍ଚ୍ଚା ଏବେ ସବୁଠାରେ । ବିଶ୍ୱ ଚେସ ଚାମ୍ପିୟନଶିପର ଫାଇନାଲରେ ନରୱେର ମାଗ୍ନସ କାର୍ଲସେନଙ୍କୁ କଡା ଟକ୍କର ଦେଇଛନ୍ତି । ଅଳ୍ପକେ ସେ ଚାମ୍ପିୟନରୁ ରହି ଯାଇଥିଲେ । ୧୦ ଅଗଷ୍ଟ ୨୦୦୫ରେ ଚେନ୍ନାଇରେ ପ୍ରଜ୍ଞାନନନ୍ଦ ଜନ୍ମ ଗ୍ରହଣ…

ଆଶ୍ୱସ୍ତିକର ଖବର; ରାଜ୍ୟରେ କମିଛି ସଡ଼କ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁହାର

କଟକ: ରାଜ୍ୟ ପାଇଁ ଆସିଲା ଆଶ୍ୱସ୍ତିକର ଖବର। ଓଡ଼ିଶାରେ କମିଛି ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା। ଗତବର୍ଷ ତୁଳନାରେ ଚଳିତ ବର୍ଷ ଓଡ଼ିଶାରେ କମିଛି ସଡ଼କ ଦୁର୍ଘଟଣା। ଗତବର୍ଷର ଦ୍ୱିତୀୟ ତ୍ରୈମାସିକ ତୁଳନାରେ ୨୦୨୩ର ଦ୍ୱିତୀୟ ତ୍ରୈମାସିକରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା…

ଏନଏମସି ଦ୍ୱାରା କେବଳ ଜେନେରିକ ଔଷଧ ଲେଖିବା ପାଇଁ ଡାକ୍ତରଙ୍କୁ ଜାରୀ କରାଯାଇଥିବା ନିର୍ଦ୍ଦେଶନାମା ଉପରେ ରୋକ

ନୂଆଦିଲ୍ଲୀ: ନ୍ୟାଶନାଲ ମେଡିକାଲ କମିଶନ ଡାକ୍ତରମାନଙ୍କୁ କେବଳ ଜେନେରିକ ଔଷଧ ଲେଖିବା ପାଇଁ ନିର୍ଦ୍ଦେଶନାମା ଜାରୀ କରିଥିଲେ । ଏବେ ଏହି ନିର୍ଦ୍ଦେଶନାମା ଉପରେ ରୋକ ଲଗାଯାଇଛି । ଇଣ୍ଡିଆନ ମେଡିକାଲ ଆସୋସିଏଶନ ଓ ଫେଡେରେଶନ ଅଫ ରେସିଡେଂଟ ଡକ୍ଟର ଆସୋସିଏଶନ ଏ ନେଇ କେନ୍ଦ୍ର ସରକାର ଓ…

ଖ୍ୟାତିସମ୍ପନ୍ନ ସେଫ୍ ବିକାଶ ଖନ୍ନାଙ୍କ ସହ ଆଲୋଚନା କଲେ ନବୀନ; ଓଡ଼ିଶା ଆସିବାକୁ କଲେ ନିମନ୍ତ୍ରଣ

ଭୁବନେଶ୍ୱର: ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ସେଫ୍‌, ଉଦ୍ୟୋଗୀ ତଥା ଲେଖକ ବିକାଶ ଖନ୍ନା ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆଲୋଚନା କରିଛନ୍ତି। ନିକଟରେ ବିକାଶ ଖନ୍ନା ସ୍ବାଧୀନତା ଦିବସ ପାଳନ ଅବସରରେ ନିୟୁୟର୍କ ସହରର ଟାଇମ୍‌ସ ସ୍କୋୟାରଠାରେ…

ବିଭିନ୍ନ ଦେଶର ବିରୋଧ ସତ୍ୱେ ଜାପାନ ସମୁଦ୍ରକୁ ଛାଡିଲା ଫୁକୁଶିମା ନ୍ୟୁକ୍ଲିୟର ପ୍ଲାଂଟର ରେଡିଓ ଆକ୍ଟିଭ ପାଣି

ଟୋକିଓ: ବିଭିନ୍ନ ଦେଶର ବିରୋଧ ସତ୍ୱେ ଜାପାନ ଫୁକୁଶିମା ନ୍ୟୁକ୍ଲିୟର ପ୍ଲାଂଟର ରେଡିଓ ଆକ୍ଟିଭ ପାଣି ପ୍ରଶାନ୍ତ ମହାସାଗରକୁ ଛାଡିଛି । ଜାପାନ ସମୟ ଅନୁସାରେ ଦ୍ୱିପ୍ରହର ୧ଟା ବେଳେ ଏହାର ପ୍ରୋସେସ ଆରମ୍ଭ ହୋଇଥିଲା । ପ୍ରଥମ ଦିନ ୨ ଲକ୍ଷ ଲିଟର ପାଣତି ଛଡାଯିବ ବୋଲି ଜାପାନ ଟାଇମ୍ସରେ ଖବର…

ବନ୍ତଳା ଅଗ୍ନିଶମ ସେବା କେନ୍ଦ୍ର ପାଇଁ ୧୫ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା ବନ୍ତଳା ଠାରେ ନୂତନ ଭାବେ ସ୍ଥାପିତ ଅଗ୍ନିଶମ ସେବା କେନ୍ଦ୍ର ପାଇଁ ବିଭିନ୍ନ ବର୍ଗର ୧୫ଟି ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ପ୍ରକାଶଯୋଗ୍ୟ, ବନ୍ତଳା ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ଏକ ନୂତନ ଅଗ୍ନିଶମ ସେବା କେନ୍ଦ୍ର ସ୍ଥାପନ ପାଇଁ ଗତ…

OUATର ୬୨ତମ ପ୍ରତିଷ୍ଠା ଦିବସ; ‘କୃଷିରେ ନୂତନ ଜ୍ଞାନକୌଶଳ ବ୍ୟବହାରକୁ ଲୋକପ୍ରିୟ କରାଇବା ଆବଶ୍ୟକ’

ଭୁବନେଶ୍ୱର: କୃଷିରେ ନୂତନ ଜ୍ଞାନକୌଶଳ ବ୍ୟବହାରକୁ ଲୋକପ୍ରିୟ କରାଇବା ଆବଶ୍ୟକ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ୬୨ତମ ପ୍ରତିଷ୍ଠା ଦିବସ ଅବସରରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏପରି କହିଛନ୍ତି। ବିଗତ ଦୁଇ…

୨୦୫୦ ସୁଦ୍ଧା ୧୦୦ କୋଟି ଲୋକ ଅଷ୍ଟିୟୋଆର୍ଥରାଇଟିସରେ ଆକ୍ରାନ୍ତ ହେବେ : ରିପୋର୍ଟ

ନୂଆଦିଲ୍ଲୀ:ଡାଇବେଟିଜ ଓ ହୃଦରୋଗୀଙ୍କ ସଂଖ୍ୟା ବିଶ୍ୱରେ ବୃଦ୍ଧି ପାଇବାରେ ଲାଗିଛି । ତେବେ ଦି ଲେଂସେଟ ରୁମୋଟୋଲୋଜି ଜର୍ଣ୍ଣାଲରେ ପ୍ରକାଶିତ ଅଧ୍ୟୟନରେ ବୈଜ୍ଞାନିକମାନେ ଅଷ୍ଟିୟୋଆର୍ଥରାଇଟିସ ନେଇ ଚିନ୍ତାଜନକ ତଥ୍ୟ ପ୍ରଦାନ କରିଛନ୍ତି । ସେମାନଙ୍କ ମତରେ ୨୦୫୦ ସୁଦ୍ଧା ସାରା ବିଶ୍ୱରେ ୧୦୦…