Latest Odisha News

BREAKING NEWS

Yearly Archives

2023

ସର୍ଜରୀ ଦ୍ୱାରା ଲିଙ୍ଗ ପରିବର୍ତ୍ତନ କରିବା ସାମ୍ବିଧାନିକ ଅଧିକାର: ହାଇକୋର୍ଟ

ଆହ୍ଲାବାଦ: ଅସ୍ତ୍ରୋପଚାର ମାଧ୍ୟମରେ ଯେକୌଣସି ବ୍ୟକ୍ତିଙ୍କର ଲିଙ୍ଗ ପରିବର୍ତ୍ତନ କରିବାର ସାମ୍ବିଧାନିକ ଅଧିକାର ରହିଛି। ଦେଶର ସମସ୍ତ ପରୁଷ ଏବଂ ମହିଳା ଲିଙ୍ଗ ପରିବର୍ତ୍ତନ କରିବାର ଅଧିକାର ରଖିଛନ୍ତି। ଉତ୍ତର ପ୍ରଦେଶର ଡିଜିପିଙ୍କୁ ଜଣେ ମହିଳା ପୋଲିସ କନଷ୍ଟେବଳ ନିଜର ଲିଙ୍ଗ ପରିବର୍ତ୍ତନ…

ଚଳଚ୍ଚିତ୍ର ‘ମିସନ୍ ମଙ୍ଗଲ’ର ନିର୍ଦ୍ଦେଶକରଙ୍କ ବଡ ଘୋଷଣା, ନିର୍ମାଣ ହେବ ‘ଚନ୍ଦ୍ରଯାନ-୩’ ଉପରେ ଫିଲ୍ମ

ମୁମ୍ବାଇ: ଚନ୍ଦ୍ରରେ ତ୍ରୀରଙ୍ଗା ଉଡାଇଲା ଭାରତ । ଅନେକ ଦେଶ ଯାହା କରିପାରିନଥିଲେ, ଭାରତ କମ୍ ବଜେଟ ଏବଂ କମ୍ ସମୟ ମଧ୍ୟରେ ତାହା କରି ଦେଖାଇଛି । ଏହି ସଫଳତା ପାଇଁ ସିନେ ତାରକାମାନେ ମଧ୍ୟ ଖୁସି ମନାଇବା ସହ ଇସ୍ରୋକୁ ଅଭିନନ୍ଦନ ଜଣାଇଛନ୍ତି । ସେପଟେ ଇସ୍ରୋର ସଫଳତା ପାଇଁ ଚଳଚ୍ଚିତ୍ର…

ବ୍ରିକ୍ସ ସମ୍ମିଳନୀରେ ଜିନପିଙ୍ଗଙ୍କୁ କ’ଣ କହିଲେ ମୋଦି ? ଦିଲ୍ଲୀ ଆସିବେ କି ଚୀନ ରାଷ୍ଟ୍ରପତି ?

ଜୋହନ୍ସବର୍ଗ: ଲଦାଖରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଦକ୍ଷିଣ ଆଫ୍ରିକା ବ୍ରିକ୍ସ ସମ୍ମିଳନୀରେ ମୁହାଁମୁହିଁ ହୋଇଛନ୍ତି ମୋଦି ଏବଂ ଜିନପିଙ୍ଗ । ଏହି ସମ୍ମିଳନୀରେ ଉଭୟଙ୍କ ମଧ୍ୟରେ ଅନୌପଚାରିକ ଆଲୋଚନା ହୋଇଥିଲା । ଏହାର ଏକ ଭିଡିଓ ସାମ୍ନାକୁ ଆସିଛି । ଦୁଇ ନେତା ପ୍ରେସକୁ ନିଜର ବୟାନ…

ଆରପାରିରେ ପ୍ରଖ୍ୟାତ ଅଭିନେତ୍ରୀ ସୀମା ଦେଓ, ୮୧ ବର୍ଷ ବୟସରେ କଲେ ଶେଷ ନିଶ୍ଵାସ ତ୍ୟାଗ

ହାଇଦ୍ରାବାଦ: ହିନ୍ଦୀ ଏବଂ ମରାଠୀ ଚଳଚ୍ଚିତ୍ରର ପ୍ରଖ୍ୟାତ ଅଭିନେତ୍ରୀ ସୀମା ଦେଓଙ୍କ ପରଲୋକ । ଆଜି ସକାଳେ ଅଭିନୟ ଦେଓଙ୍କ ବାସ ଭବନରେ ସୀମା ଦେଓ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ସୀମା ଦେଓ ଦୀର୍ଘ ଦିନ ଧରି ଅଲଜାଇମର ରୋଗରେ ପୀଡିତ ଥିଲେ…

ପୁରୀରେ ଏନକାଉଣ୍ଟର: ପୁଲିସ ଗୁଳିରେ ଅପରାଧୀ ପିନୁ ବରାଳ ଆହତ

ପୁରୀ:  ପୁରୀରେ ଏନ୍‌କାଉଣ୍ଟର  ।  ପୁଲିସ ଗୁଳିରେ ଅପରାଧୀ ପିନୁ  ଓରଫ ପିନାକୀ ବରାଳ ଆହତ । ପିନୁର ବାମ ଗୋଡ଼ରେ  ଗୁଳି ବାଜିଥିବା ଜଣାଯାଇଛି । ତାକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ଦୁର୍ଦ୍ଦାନ୍ତ ପିନୁ ନାଁରେ ବିଭିନ୍ନ ଥାନାରେ ରହିଛି ୧୧ଟି ମାମଲା । ପିନୁଠାରୁ…

ରାସ୍ତା ତଳକୁ ଖସିଲା ବସ, ୭ ଭାରତୀୟ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

କାଠମାଣ୍ଡୁ: ନେପାଳରେ ଘଟିଛି ଭୟଙ୍କର ସଡକ ଦୁର୍ଘଟଣା । ଏକ ଭାରତୀୟ ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ରାସ୍ତାରୁ ୫୦ ମିଟର ତଳକୁ ବସଟି ଖସିପଡିଛି । ଦୁର୍ଘଟଣାରେ ୭ ଜଣ ଭାରତୀୟଙ୍କ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯ ଜଣ ଆହତ ହୋଇଥିବା ନେଇ ସୂଚନା…

ରାଜ୍ୟର ଏକାଧିକ ସ୍ଥାନରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୩ ଦିନ ଯାଏଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ବୁଧବାର ଅପରାହ୍ନରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ଦେଖା ଯାଇଛି। ଗତକାଲିର ବର୍ଷା ସବୁ ଜିଲ୍ଲାକୁ ବେହାଲ କରିଛି। ଭାରତ ପାଣିପାଗ ବିଭାଗ (ଆଇଏମଡି) ଆଗାମୀ ୧୨ ଘଣ୍ଟା ମଧ୍ୟରେ ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା,…

ସେପ୍ଟେମ୍ବରରେ ଲଞ୍ଚ ହେବ ମିଶନ ସୂର୍ଯ୍ୟ ‘ଆଦିତ୍ୟ ଏଲ-1’: ସୂଚନା ଦେଲେ ଇସ୍ରୋ ମୁଖ୍ୟ ଏସ ସୋମନାଥ

ନୂଆଦିଲ୍ଲୀ: ସେପ୍ଟେମ୍ବରରେ ଲଞ୍ଚ ହେବ ମିଶନ ସୂର୍ଯ୍ୟ ‘ଆଦିତ୍ୟ ଏଲ-1’। ଏନେଇ ସୂଚନା ଦେଲେ ଇସ୍ରୋ ମୁଖ୍ୟ ଏସ ସୋମନାଥ । ବହୁପ୍ରତୀକ୍ଷିତ ମୁନ୍ ମିଶନ ‘ଚନ୍ଦ୍ରଯାନ-୩’ର ସଫଳ ଲ୍ୟାଣ୍ଡିଂର ମାତ୍ର କେଇ ଘଣ୍ଟା ମଧ୍ୟରେ ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ-1 ଲଞ୍ଚ କରାଯିବା ନେଇ ସମ୍ଭାବିତ ସମୟ ଘୋଷଣା…

ଦିଲ୍ଲୀ ହାଇକୋର୍ଟଙ୍କ ବଡ ନିଷ୍ପତି: ଶାଶୁ-ଶ୍ଵଶୁରଙ୍କଠୁ ଅଲଗା ରହିବାକୁ ଜିଦ୍ କରିବା ନିଷ୍ଠୁରତା

ନୂଆଦିଲ୍ଲୀ: କୌଣସି ଉପଯୁକ୍ତ କାରଣ ନଥାଇ ସ୍ତ୍ରୀ ନିଜ ଶାଶୁ-ଶ୍ବଶୁରଙ୍କ ଠାରୁ ଅଲଗା ରହିବାକୁ ସ୍ବାମୀଙ୍କୁ ଜିଦ୍ କରିବା ନିଷ୍ଠୁରତା ଅଟେ । ପାଶ୍ଚାତ୍ୟ ଦେଶ ଭଳି ଭାରତରେ ସ୍ତ୍ରୀ ସହିତ ରହିବାକୁ ପୁଅ ନିଜ ବାପା ମାଆଙ୍କଠୁ ଅଲଗା ହେବା ସହଜ ନୁହେଁ । ଏକ ପାରିବାରିକ ବିବାଦ ମାମଲାର ଶୁଣାଣି…