ରାଜ୍ୟରେ ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ସ୍ଥାୟୀ ନିଯୁକ୍ତି ଦାବି କଲା ରାଜ୍ୟ କଂଗ୍ରେସ
ଭୁବନେଶ୍ୱର: ୨୦୨୨ ମସିହା ଅକ୍ଟୋବର ମାସ ୧୫ ତାରିଖ ଦିନ ରାଜ୍ୟ କ୍ୟାବିନେଟ୍ ନିଷ୍ପତି ଅନୁସାରେ ରାଜ୍ୟ ସରକାର ଆଉ କୌଣସି ସରକାରୀ ପଦ ପଦବୀ ପାଇଁ ଠିକା ନିଯୁକ୍ତି କରିବେ ନାହିଁ କିମ୍ବା ଆଉଟ୍ସୋରସିଙ୍ଗ କରିବେ ନାହିଁ ବୋଲି ଖୁବ୍ ଜୋରସରରେ ପ୍ରଚାର କଲେ। ଏପରିକି ମିଷ୍ଟାନ୍ନ ବାଣ୍ଟିବା ସହ…