Latest Odisha News

BREAKING NEWS

Yearly Archives

2023

ବ୍ରିକ୍ସରେ ସାମିଲ ହେଲା ଆଉ ୬ଟି ଦେଶ, ନିଷ୍ପତ୍ତିକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଜୋହାନ୍ସବର୍ଗ: ୧୫ ତମ ବ୍ରିକ୍ସ ସମ୍ମିଳନୀରେ ବଡ଼ ଘୋଷଣା। ବ୍ରିକ୍ସ ଦେଶ ସମୂହ ଆହୁରୀ ୬ଟି ଦେଶକୁ ଏଥିରେ ସାମିଲ ହେବାକୁ ଆମନ୍ତ୍ରିତ କରିଛି। ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ବ୍ରିକ୍ସ ଦେଶ ସମୂହର ତିନି ଦିବସୀୟ ସମ୍ମିଳନୀ ଆୟୋଜିତ ହୋଇଛି। ଏହି ସମ୍ମିଳନୀରେ ଦକ୍ଷିଣ ଆଫ୍ରିକା…

ଚନ୍ଦ୍ରରେ ପ୍ରଜ୍ଞାନ ଛାଡିଗଲା ଜାତୀୟ ପ୍ରତୀକ ଆଉ ଇସ୍ରୋର ଚିହ୍ନ

ନୂଆଦିଲ୍ଲୀ:ଚନ୍ଦ୍ରରେ ଇତିହାସ ରଚିଲା ଭାରତ । ପ୍ରଥମ ଥର ପାଇଁ ଚନ୍ଦ୍ରର ଦକ୍ଷିଣ ମେରୁରେ ପାଦ ରଖିଲା ଚନ୍ଦ୍ରଯାତ୍ର -୩ । ଚନ୍ଦ୍ରଯାନର ସେ ପ୍ରଥମ ପାଦ ଚିହ୍ନ ସବୁଦିନ ପାଇଁ କହିବ ଭାରତୀୟ ବୈଜ୍ଞାନିକଙ୍କ ଚମତ୍କାର ଜ୍ଞାନ କୌଶଳର କାହାଣୀ । ବୁଧବାର ସଫଳତାର ସହ ସପ୍ଟ ଲାଣ୍ଡିଂ କରିଛି…

ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇବାକୁ ଆସନ୍ତା ୨୬ରେ ଇସ୍ରୋ ପରିଦର୍ଶନ କରିବେ ମୋଦି

ନୂଆଦିଲ୍ଲୀ: ଇସ୍ରୋ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ଅଗଷ୍ଟ ୨୬ରେ ବେଙ୍ଗାଲୁରୁ ସ୍ଥିତ ଭାରତୀୟ ମହାକାଶ ଗବେଷଣ ସଂସ୍ଥା(ISRO) ପରିଦର୍ଶନ କରିବେ ମୋଦି । ସେଠାକୁ ଯାଇ ଚନ୍ଦ୍ରଯାନ-୩ର ଐତିହାସିକ ସଫଳତା ପାଇଁ ଏହାର ବୈଜ୍ଞାନିକ ଓ ପୁରା ଟିମକୁ ଅଭିନନ୍ଦନ ଜଣାଇବେ…

ସେପ୍ଟେମ୍ବର ସୁଦ୍ଧା ଶସ୍ତା ହେବ ପନିପରିବା: ଆରବିଆଇ ଗଭର୍ଣ୍ଣର

ନୂଆଦିଲ୍ଲୀ: ମୁଦ୍ରାସ୍ଫୀତି ବୃଦ୍ଧି ଯୋଗୁଁ ଭାରତର ସାଧାରଣ ଜନତା ଚିନ୍ତିତ ଅଛନ୍ତି। ଗତ ଦୁଇ ମାସ ମଧ୍ୟରେ ଦେଶରେ ଟମାଟୋ, ପିଆଜ ସମେତ ଅନେକ ପନିପରିବା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠେ ଯେ କେବେ ପନିପରିବା ମୁଦ୍ରାସ୍ଫୀତିରୁ ମୁକ୍ତି ମିଳିବ। ଏହି ପ୍ରଶ୍ନର…

ଯବାନ ପିନ୍ଧିବେ ଯାଜପୁର ରାକ୍ଷୀ: ସୀମାରେ ସୁରକ୍ଷା ଯୋଗାଉଥିବା ଯବାନଙ୍କ ପାଇଁ ସେନା ଅଫିସକୁ ରାକ୍ଷୀ ପଠାଇଲେ କଲେଜ…

ଯାଜପୁର: ଆସୁଛି ସ୍ନେହ ଓ ବନ୍ଧନର ପର୍ବ ରକ୍ଷାବନ୍ଧନ । ଭଉଣୀ ନିଜର ସୁରକ୍ଷା ପାଇଁ ଭାଇ ହାତରେ ବାନ୍ଧେ ରାକ୍ଷୀ । କିନ୍ତୁ ଯେଉଁମାନେ ଦେଶ ମାତୃକାର ଦିନରାତି ରକ୍ଷା କରୁଛନ୍ତି ସେମାନଙ୍କ ହାତରେ ରାକ୍ଷୀ ବାନ୍ଧିବା ପାଇଁ ଆଗେଇ ଆସିଛନ୍ତି କଲେଜ ଛାତ୍ରୀ । ସେହି ବୀର ଯବାନ ମାନଙ୍କୁ ବଡ ଭାଇର…

ହାଡଭଙ୍ଗା ଖଟଣି ପରେ ମିଳିଲାନି ଅର୍ଥ କି ଆହାର; ୩୦୦ କିମି ଚାଲି ଚାଲି ଘରକୁ ଫେରୁଛନ୍ତି ଦାଦନ

ଜୟପୁର: ପେଟର ଭୋକ ଆଉ ପରିବାରର ବୋଝକୁ ମୁଣ୍ଡାଇ ଆଶାର ଅମୃତ୍ତ ସାଉଁଟି ଆଣିବା ପାଇଁ ଧାଇଁଯାଇଥିଲେ ରାଜ୍ୟ ବାହାରକୁ । ପରିସ୍ଥିତିର ଦାସତ୍ୱକୁ ସ୍ୱୀକାର କରି ଦାମୋଦର ଖିଲ ଯାଇଥିଲେ ଦାଦନ ଖଟିବା ପାଇଁ । ଦାଦନ ଖଟିବାକୁ ଯାଇ ସେଠାରେ ସେ ଅନେକ ନିର୍ଯାତନା ସହି କାମ କରୁଥିଲେ ।…

ଦେଶର ପ୍ରଥମ ମହାକାଶଚାରୀ କିଏ, ରାକେଶ ରୋଶନ୍ ନା ରାକେଶ ଶର୍ମା ? ଦ୍ୱନ୍ଦରେ ମମତା ଦିଦି

କୋଲକତା: ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ କରିବା ପରେ ଚାରିଆଡ଼େ ଉତ୍ସୋବର ମାହୋଲ। ଭାରତର ତୃତୀୟ ମୁନ୍‌ ମିଶନ୍‌ ଚନ୍ଦ୍ରର ସାଉଥ୍‌ ପୋଲ୍‌ରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ସଫଳ ହେବା ସହ ୧୪୦ କୋଟି ଭାରତୀୟଙ୍କ ହୃଦୟରେ ଖୁସିର ଲହରୀ ଖେଳିଯାଇଛି। ବିଭିନ୍ନ ମହଲରୁ ଭାରତ ଓ…

ବିଷ ପିଇଦେଲେ ମହିଳା ପୋଲିସ ଏସଆଇ; ଡାକ୍ତରଖାନାରେ ଭର୍ତ୍ତି

ବଲାଙ୍ଗିର:ବିଷ ପିଇଦେଲେ ପୋଲିସ ଏସଆଇ । ଅବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ପ୍ରଥମେ ସଇଁତଳା ହସପିଟାଲ ଏବଂ ପରେ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ପୋଲିସ ଏସଆଇ ହେଉଛନ୍ତି କାଜଲ ବାଗ । ସଇଁତଳା ଗୋପବନ୍ଧୁନଗର ଭଡା ଘରେ ରହୁଥିଲେ ଏସଆଇ କାଜଲ ବାଗ । …

ଜି-୨୦ ମନ୍ତ୍ରୀସ୍ତରୀୟ ବୈଠକକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: ‘ଭାରତ ଅପରିସୀମ ସୁଯୋଗ, ବିକଳ୍ପ ଓ ମୁକ୍ତ ବାଣିଜ୍ୟର…

ଜୟପୁର: ‘ବିଗତ ୯ ବର୍ଷ ମଧ୍ୟରେ ଆମର ନିରନ୍ତର ପ୍ରୟାସ ଫଳରେ ଭାରତ ପଞ୍ଚମ ବୃହତ୍ତମ ବିଶ୍ୱ ଅର୍ଥନୀତିରେ ପରିଣତ ହୋଇଛି । ଭାରତ ଲାଲଫିତାରୁ ଦୂରେଇ ରେଡ୍ କାର୍ପେଟକୁ ଯାଇଛି । ଆମକୁ ସ୍ଥିର ଏବଂ ସମାବେଶୀ ବୈଶ୍ୱିକ ମୂଲ୍ୟ ଶୃଙ୍ଖଳା ନିର୍ମାଣ କରିବାକୁ ହେବ ଯାହା ଭବିଷ୍ୟତର ଝଟକାକୁ ସହ୍ୟ…

ବିରାଟ କୋହଲି ପାସ କଲେ ୟୋ ୟୋ ଟେଷ୍ଟ

ନୂଆଦିଲ୍ଲୀ: ଏସିଆ କପ ୨୦୨୩ ଆରମ୍ଭ ହେବାକୁ ଆଉ ସପ୍ତାହଠାରୁ କମ ସମୟ ରହିଛି । ୩୦ ଅଗଷ୍ଟ ଏହି ମେଗା ଇଭେଂଟ ଆରମ୍ଭ ହେବ । ଏସିଆ କପ ପାଇଁ ଟିମ ଇଣ୍ଡିଆ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏଥିପାଇଁ ଏକ ୬ ଦିନିକିଆ କ୍ୟାମ୍ପ ଆୟୋଜିତ ହୋଇଛି । ଏହି କ୍ୟାମ୍ପରେ ଖେଳାଳିଙ୍କ ଫିଟନେସ ଉପରେ…