Latest Odisha News

BREAKING NEWS

Yearly Archives

2023

ସାରା ଦେଶକୁ ଘାରିଛି ଚନ୍ଦ୍ରୟାନ ଫିଭର: ସଫଳତା ପାଇଁ ସବୁଠି ଚାଲିଛି ଯଜ୍ଞ ଓ ନମାଜ ପାଠ

ଦିଲ୍ଲୀ: ଆଜି ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ନରମ ଅବତରଣ କରିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏହି ଐତିହାସିକ ମୁହୂର୍ତ୍ତକୁ ଦେଖିବାପାଇଁ ସମଗ୍ର ଦେଶ ଅପେକ୍ଷା କରି ରହିଛି। ଆଜି ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୩ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ…

ଭାରସାମ୍ୟ ହରାଇ ଓଲଟିଲା ଟାଟା ମେଜିକ ଗାଡି: ୨୭ ଶ୍ରମିକ ଆହତ, ୭ ଗୁରୁତର

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଜୁଡାମ୍ବ ଘାଟି ନିକଟରେ ମମର୍ନ୍ତୁଦ ଦୁର୍ଘଟଣା ଘଟିଛି । ଶ୍ରମିକ ମାନଙ୍କୁ ନେଇ ଯାଉଥିବା ବେଳେ ଏକ ଟାଟା ମେଜିକ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗାଡ଼ିରେ ଥିବା ୭ ଜଣ ଶ୍ରମିକ ଗୁରୁତର ହୋଇଥିବା ବେଳେ ୨୭ ଜଣ ଆହତ ହୋଇଥିବା ସୂଚନା…

ଆଜି ଅବତରଣ କରିବ ଚନ୍ଦ୍ରଯାନ-୩: ବାଲୁକା କଳାରେ ଇସ୍ରୋକୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ:  ଚନ୍ଦ୍ରର ଦକ୍ଷିଣମେରୁରେ ଅବତରଣ କରି ଇତିହାସ ରଚିବାକୁ ଯାଉଛି ଚନ୍ଦ୍ରଯାନ-୩। ଆଉ କିଛି ଘଣ୍ଟାର ଅପେକ୍ଷା ରହିଛି  । ଯାହାକୁ ସାରା ବିଶ୍ବ ଚାହିଁରହିଛି  । ଏହି ଅବସରରେ ଚନ୍ଦ୍ରଯାନ-୩ର ସଫଳତା ନେଇ ବାଲୁକା କଳା ମାଧ୍ୟମରେ ଇସ୍ରୋକୁ ଶୁଭେଛା ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ…

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ସନ୍ଧ୍ୟା ୬ଟାରୁ ରାତି ୧୦ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ : ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କର ବନକଲାଗି ନୀତି। କଳା, ଧଳା, ନାଲି, ହରିତାଳ ଆଦି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ। ଏଥିପାଇଁ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ବିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ…

ଭାରତ ସରକାରଙ୍କ କଟକଣା ପରେ ବିଶ୍ବବ୍ୟାପୀ ଘାରିଛି ଚାଉଳ ଚିନ୍ତା

ଦିଲ୍ଲୀ : ଭାରତ ସରକାର ଚାଉଳ ରପ୍ତାନୀ ଉପରେ କଟକଣା ଲଗାଇବା ପରେ ବିଶ୍ବବ୍ୟାପୀ ଚାଉଳ ମହଙ୍ଗା ହେବାରେ ଲାଗିଛି  । ଆଫ୍ରିକା ମହାଦେଶରୁ ଆରମ୍ଭ କରି ଏସିଆର ଅଧିକାଂଶ  ଦେଶରେ ଚିନ୍ତା ବଢିଯାଇଛି ।  ଗତ କିଛି ବର୍ଷ ହେବ କେନିଆରେ  ମରୁଡି ପରିସ୍ଥିତି ସୃଷ୍ଟି ହେବା ସହ ସାର ମୂଲ୍ୟ ବୃଦ୍ଧି…

କେନ୍ଦ୍ରର ଅନୁମୋଦନକୁ ଅପେକ୍ଷା: ଅଟକିଛି ଜୟପୁରରୁ-ବୋରିଗୁମ୍ମା ଏଲଇଡି ଆଲୋକୀକରଣ ପ୍ରସ୍ତାବ

ଜୟପୁର: ଅବିଭକ୍ତ କୋରାପୁଟ ଜିଲ୍ଲାର ଲାଇଫଲାଇନ୍ ରାସ୍ତା ଜୟପୁର-ବୋରିଗୁମ୍ମା ଜାତୀୟ ରାଜପଥରେ ୩୦୦ରୁ ଊର୍ଦ୍ଧ୍ବ ସୋଲାର ଏଲଇଡି ଲାଇଟ୍ ଲଗାଇବାକୁ ଜୟପୁର ଏନଏଚ ଡିଭିଜନ ଯୋଜନା କରିଛି। ଏ ନେଇ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରଳାୟକୁ ପ୍ରସ୍ତାବ ଯାଇଛି ପ୍ରସ୍ତାବ। କିନ୍ତୁ  ଏଯାଏଁ…

ଗଜପତି କାଶୀନଗର ବ୍ଲକରେ ଆତଙ୍କ ଖେଳାଉଛି ଡେଙ୍ଗୁ: ୮ ଦିନରେ ୨୭ ପଜିଟିଭ୍

ପାରଳାଖେମୁଣ୍ଡି: ଥମୁନି ଡେଙ୍ଗୁ ଆତଙ୍କ  । ଗଜପତି ଜିଲ୍ଲା କାଶୀନଗର ବ୍ଲକ୍‌ରେ ଡେଙ୍ଗୁ ଜ୍ବର ଆତଙ୍କ ଦେଖିବାକୁ ମିଳିଛି ।  ଗତ ୧୪ ତାରିଖରୁ ଆଜି ସୁଦ୍ଧା ୮ ଦିନ ଭିତରେ ୨୭ ଜଣ ଡେଙ୍ଗୁ ଜ୍ବର ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକି ସ୍ବାସ୍ଥ୍ୟ ବିଭାଗର ଚିନ୍ତାକୁ ଦ୍ବିଗୁଣିତ କରିଛି  ।  …

କବିତା : ବିନ୍ଦୁଏ ଭାବନା

ବନ୍ଦିତା ଦାଶ ଜୀବନରେ ତୁ ଆଉ କେତେ ଖେଳିବୁ ମୋ’ ସାଙ୍ଗେ ପଛକଥା ଆଜି ମନେପଡେ ଯେତେ ସ୍ବପ୍ନରେ ଭାସିବାକୁ ଭଲଲାଗେ ସେତେ ଉଦାସିଆ ସଞ୍ଜ ଉନ୍ନିଦ୍ର ଅନ୍ଧାରରୁ ମାଗିଆଣେ ନୂଆ ସକାଳକୁ… । ସେ ସକାଳ ନୀଳ ପଦ୍ମରେ ସଜ୍ଜିତା ମହମହ ବାସ୍ନାୟିତ ଦେଉଥିବ ଆଶାର ବାରତା ବିଭୋର…

ବିଶେଷଣ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ବିଶେଷ୍ୟ ପଦକୁ ଯିଏ ବିଶେଷିତ ବା ଗୁଣାନ୍ୱିତ କରେ, ତାହାକୁ ବିଶେଷଣ କୁହାଯାଏ । ବିଶେଷ୍ୟର ଗୁଣ, ଅବସ୍ଥା, ସଂଖ୍ୟା, ପରିମାଣ ଆଦି ବିଶେଷ୍ୟ ପଦର ନିର୍ଦ୍ଦେଶକ ପଦ ଅର୍ଥରେ ବିଶେଷଣ ପଦର ବ୍ୟବହାର ହୋଇଥାଏ । ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’ ରେ…

ଭାଷା ଭାଗବତ : ଲେଖାର ଗୁଣ ନିର୍ଧାରଣ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅତିଲେଖକ କେତେ ଜଣ କରିଲେ ଲେଖା ଉତ୍ପାଦନ ଲିଖନ କାର୍ଯ ହୁଏ ଶିଳ୍ପ ପ୍ରଭାବ ପଡ଼ିଥାଏ ଅଳ୍ପ ଯାହା ପଢ଼ିଲେ ଭାବାଂତର ମନରେ ହୁଏନି କାହାର ସେପରି ଲିଖନ ଉଦ୍ୟୋଗୀ ହୋଇ ନ ପାରେ ଉପଯୋଗୀ ଜ୍ଞାନକୁ କଲେ ସୂତ୍ରାୟିତ ଭାବକୁ…