Latest Odisha News

BREAKING NEWS

Yearly Archives

2023

ଅନ୍ତିମ ପର୍ଯ୍ୟାୟରେ ଭାରତର ଚନ୍ଦ୍ର ଅଭିଯାନ: ଅଗଷ୍ଟ ୨୩ରେ ଅବତରଣ

ମୁମ୍ବାଇ: ଚନ୍ଦ୍ରର ଦକ୍ଷିଣ ମେରୁରେ ରୁଷର ଚନ୍ଦ୍ରଯାନ ଲୁନା -୨୫ ସଫ୍ଟ ଲାଣ୍ଡିଂ କରିବାର ଦିନକ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଆଉ ଦୁଇ ଦିନ ପରେ ଇତିହାସ ରଚିବାକୁ ଯାଉଛି ଭାରତ । ଅଗଷ୍ଟ ୨୩ ସଂଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରରେ ଅବତରଣ କରିବ ଚନ୍ଦ୍ରଯାନ-୩ । ଏବେ ଲ୍ୟାଣ୍ଡର…

ଗୁଣସାଗର ଦାଶଙ୍କ କବିତା ସଙ୍କଳନ ‘ଭୂମିରୁ ଭୂମାକୁ’ ଉନ୍ମୋଚିତ

ଭୁବନେଶ୍ବର : ବସୁମତୀ ସାହିତ୍ୟ ସଂସଦ, ସମ୍ବଲପୁର ଆନୁକୂଲ୍ୟରେ ସ୍ଥାନୀୟ ଭାରତୀୟ ବିଦ୍ୟା ଭବନର ସଭାଗୃହରେ କବି ଗୁଣସାଗର ଦାଶଙ୍କ କବିତା ସଙ୍କଳନ 'ଭୂମିରୁ ଭୂମା'କୁ ଉନ୍ମୋଚିତ ହୋଇଯାଇଛି। ଗିରିଜା ଶଙ୍କର ଶର୍ମାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କବି ଅମରେଶ…

କବିତା : ହେ ଭୋଳା ଶଙ୍କର

ସାଧନା ପଣ୍ଡା  ତୁମ ଆରାଧନା କରନ୍ତି ଭକତେ ପୃଜା ପାଉଅଛ ଏ ମରତେ ‘ମୁଁ ‘କାର’ ବରଜି ‘ଓଁ’ କାରକୁ ହେଜି ପୂଜିବୁ ତୁମ୍ଭକୁ ଆମେ ଭକ୍ତି ଚିତ୍ତେ । ପ୍ରତି ରାତ୍ରି ଜାଳି ନୟନ ଦୀପାଳି ହୃଦ କପିଳାସ ଭକ୍ତି ରସେ ବାହି ପ୍ରୀତି ଝର ଆନନ୍ଦ ଅଶ୍ରୁର ସ୍ୱୟଂ ସ୍ୱୟମ୍ଭୁଙ୍କୁ ଜପେ ହର୍ଷେ ।…

ଭାଷା ଭାଗବତ : ଣ : ନ ଭେଦ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଲେଖୁଁ ପୁଣ୍ୟ ଓ କହୁଁ ପୁନ୍ୟ ଦିଶେ ବଣ୍ୟ ଓ ଶୁଭେ ବନ୍ୟ ଆମର ଭାଷାର ଲକ୍ଷଣ ବୁଝଂତି ସର୍ବସାଧାରଣ ଆଖି ଦେଖେ ଓ ଶୁଣେ କାନ ଲିପି ଓ ଧ୍ବନି ଭିନ୍ନ ଭିନ୍ନ ହେଲେ ବି ଆମ ଭାଷା ଜ୍ଞାନ ପାଆଂତି ସାଧାରଣ ଜନ ଆଣ : ଆନ ଓ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପଣା ପ୍ରସ୍ତୁତି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପଣା ଭୋଗ ବିଷୟେ ଆଲୋଚନା ଜାରି ରହିଛି। ଏହି ପ୍ରସଙ୍ଗରେ ଦୈନଦିନ ଲାଗି ହେଉଥିବା ପଣା ଭୋଗ ଓ ବର୍ଷ ମଧ୍ୟରେ ପଡୁଥିବା କିଛି ନିର୍ଦ୍ଧିଷ୍ଟ ପର୍ବ ପର୍ବାଣୀମାନଙ୍କରେ…

ଦିଶାଙ୍କ ଫଟୋର ଟାଟୁ କଲେ ଆଲେକ୍ସଜାଣ୍ଡର

ବମ୍ବେ: ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିଶା ପାଟନୀ ଫିଲ୍ମ ଅପେକ୍ଷା ତାଙ୍କ ବ୍ୟକ୍ତିଗତ ଲାଇଫକୁୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସେ ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କୁ ଡେଟ କରୁଥିବା ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଜୋର ଧରିଥିଲା । କାରଣ ଉଭୟଙ୍କୁ ଅନେକ ଇଭେଣ୍ଟ ଓ ହୋଟେଲରେ ଏକାଠି…

ମୃତ୍ୟୁ ବି ଏମିତି ଆସେ: ଶୋଇଥିବା ୭ ମାସର ଶିଶୁକନ୍ୟା ଓଠକୁ କାମୁଡ଼ିଦେଲା ବିଷାକ୍ତ ସାପ

ଯାଜପୁର: ଜାତସ୍ୟ ଧ୍ରୁବ ମୃତ୍ୟୁ । ଅର୍ଥାତ୍ ଜନ୍ମ ଅଛି ତ ମୃତ୍ୟୁ ସୁନିଶ୍ଚିତ । କିନ୍ତୁ ବେଳେ ବେଳେ ମୃତ୍ୟୁ ଏମିତି ଆସେ ଯାହା ସମସ୍ତଙ୍କୁ ହତ୍‌ବାକ୍ କରିଦିଏ । ଚାହିଁଲେ ବି ଏହାକୁ ରୋକିବା ଅସମ୍ଭବ । ଏମିତି ଏକ ଘଟଣା ଘଟିଛି ଯାଜପୁର ଜିଲା ଟମକା ଥାନା ଅଞ୍ଚଳର ଜଣେ ୭ ମାସର ଶିଶୁ କନ୍ୟା…

କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ଓଡ଼ିଶାରୁ କେହି ନାହାନ୍ତି, ପ୍ରଭାରୀ ତାଲିକାରେ ଭକ୍ତ ଦାସ

ଭୁବନେଶ୍ୱର: ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ସଙ୍ଗଠନକୁ ମଜଭୁତ କରିବା ପାଇଁ କଂଗ୍ରେସ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଦ୍ୱାରା ଏକ ନୂଆ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ଗଠନ କରାଯାଇଛି। 39 ଜଣ ସିଡବ୍ଲୁସି ସଦସ୍ୟଙ୍କ ତାଲିକାରେ ଓଡ଼ିଶାରୁ…

ଯାଜପୁର: ବୋମାମାଡ଼ରେ ୬ ଆହତ, ଜଣେ ଗୁରୁତର

ଯାଜପୁର: ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ରତ୍ନାଗରେ ବୋମା ମାଡ଼। ୬ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ରବିବାରକୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗୋଟିଏ ଗୋଷ୍ଠୀର ସଦସ୍ୟମାନେ ବୋମାମାଡ଼ କରି…

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପଞ୍ଚାୟତ ପ୍ରତିନିଧିଙ୍କୁ ଅଣଦେଖା ଅଭିଯୋଗ

ଭୁବନେଶ୍ୱର: ରାଜ୍ୟ ସରକାର ପ୍ରଣୟନ କରିଥିବା “ଆମ ଓଡ଼ିଶା ନବୀନ ଓଡ଼ିଶା” ଯୋଜନାରେ ପଞ୍ଚାୟତ ଅନୁଷ୍ଠାନ ଏବଂ ପଞ୍ଚାୟତ ପ୍ରତିନିଧିମାନଙ୍କୁ ସଂଶ୍ଳିଷ୍ଟ କରା ଯାଉନାହିଁ । ଏହି ଯୋଜନା ମୁତାବକ ପ୍ରତି ପଂଚାୟତରେ ୫୦ଲକ୍ଷ ଟଙ୍କା ଖର୍ଚ୍ଚ ହେବାର ବ୍ୟବସ୍ଥା ଥିଲାବେଳେ ଗ୍ରାମ ସଭା, ପଂଚାୟତ ରାଜ…