Latest Odisha News

BREAKING NEWS

Yearly Archives

2023

ରାଜସ୍ଥାନରେ ଭୟଙ୍କର ଦୁଘର୍ଟଣା: ଗୋଟିଏ ପରିବାର ୭ ମୃତ, ୨ ଆହତ

ରାଜସ୍ଥାନ: ଦିନକୁ ଦିନ ବଢୁଛି ସଡକ ଦୁର୍ଘଟଣା  । ଗାଡି ଚାଳକଙ୍କ ଅସାବଧାନତା ହେଉ କିମ୍ବା ଅନ୍ୟ କୌଣସି କାରଣରୁ ହେଉ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବଢିଚାଲିଛି  । ଏମିତି କିଛି ଘଟଣା ଘଟିଛି ରାଜସ୍ଥାନର କୁଚାମାନ ଜିଲ୍ଲାରେ । ଖୁନଖୁନା ପୋଲିସ ଥାନା ଅନ୍ତର୍ଗତ ବନ୍ଥଡି ଗାଁ ନିକଟରେ…

ଆସୁଛି ସ୍ଵାଧୀନତା ଦିବସ: ରାଜଧାନୀ ରାଜପଥରେ ମଧ୍ୟରାତ୍ରୀରେ ଚାଲିଛି ବ୍ଲକିଂଚେକିଂ

ଭୁବନେଶ୍ଵର: ସ୍ଵାଧୀନତା ଦିବସ ପାଇଁ କଡାକଡି ସୁରକ୍ଷା ବ୍ୟବସ୍ଥା । ଭୁବନେଶ୍ଵରର ପ୍ରତ୍ୟେକ ଛକରେ ଚାଲିଛି କଡାକଡି ଚେକିଂ । ଶନିବାର ରାତିରେ ଜୋରଦାର ଚେକିଂ ଚାଲୁଥିବା ଦେଖିବାକୁ ମିଳିଛି । ସ୍ଵାଧୀନତା ଦିବସ ଯାଏ ଏହିପରି ରାତିରେ ବ୍ଲକିଂ ଚେକିଂ ଚାଲିବ । ସୂଚନା ଅନୁସାରେ, କଟକ…

କାନାଡାରେ ପୁଣି ହିନ୍ଦୁ ମନ୍ଦିର ଭାଙ୍ଗିଲେ ଖଲିସ୍ଥାନୀ ଆତଙ୍କୀ

ନୂଆଦିଲ୍ଲୀ: କାନାଡାରେ ପୁଣି ହିନ୍ଦୁ ମନ୍ଦିର ଭାଙ୍ଗିଲେ ଖଲିସ୍ଥାନୀ ଆତଙ୍କୀ । ଖଲିସ୍ଥାନୀ ଚରମପନ୍ଥୀ ଲଗାତାର ଭାବେ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରିଛନ୍ତି । ଶନିବାର ବିଳମ୍ବିତ ରାତିରେ ଖଲିସ୍ଥାନୀ ସମର୍ଥକ ସରେ ସ୍ଥିତ ଏକ ମନ୍ଦିରରେ ଭଙ୍ଗାରୁଜା କରିଛନ୍ତି। ସେତିକି ନୁହେଁ, ମନ୍ଦିର…

ଜଙ୍ଗଲରୁ ଠାବ ହେଲା ମିଶିର ବିଶ୍ରାର ବଙ୍କର, ଓଡିଶା ସୀମାରେ ହାଇଆଲର୍ଟ ଜାରି

ଝାରଖଣ୍ଡ: ଝାରଖଣ୍ଡ ଚାଇବାସା ଜଙ୍ଗଲରୁ ଠାବ ହେଲା ମିଶିର ବିଶ୍ରାର ବଙ୍କର  । ଜଙ୍ଗଲରେ ଭିତରେ ଆତଙ୍କବାଦୀଙ୍କ ଷ୍ଟାଇଲରେ ବଙ୍କର ତିଆରି କରି ସୁରକ୍ଷାକର୍ମୀଙ୍କୁ ଚକମା ଦେଉଥିଲେ ମିଶିର ବିଶ୍ରା । ମିଶିର ବିଶ୍ରାର ବଙ୍କର ଠାବ କରିଛି ମିଳିତ ସେନା ବାହିନୀ  । ମିଶିର ସିପିଆଇ ମାଓବାଦୀ…

ଶିଶୁ କବିତା : ଆମେ ହସିଲେ ଦେଶ ହସିବ

କୁଞ୍ଜ ବିହାରୀ ସାହୁ  ସ୍ୱାଧୀନ ଦେଶର ଶିଶୁ ଆମେରେ ଆମରି ଓଠରେ ଭରିଛି ହସ, ଆମେରେ ନାଚୁଛୁ ଥେଇକି ଥେଇ ସଭିଙ୍କୁ କହୁଛୁ ଏକାଠି ବସ । ଉଡ଼େଇ ଦେଉଛୁ ତ୍ରିରଙ୍ଗା ବାନା ଅଗଷ୍ଟ ପନ୍ଦର ଆସିଛି ବୋଲି, ସଭିଏଁ ଆମେରେ ଭଉଣୀ ଭାଇ ବୁଲୁଛୁ ଖୁସିରେ ଗୀତଟି ବୋଲି । ଭାଷଣ ଦେଉଛୁ…

କବିତା : ଅଚିହ୍ନା ଲାଗୁଛି

ବିନୋଦିନୀ ଦାଶ ଦୁନିଆର ଗତି ବଦଳି ଯାଇଛି ଚିହ୍ନା ମୁହଁସବୁ ଅଚିହ୍ନା ଲାଗୁଛି ଚିହ୍ନନ୍ତି କେବଳ ନିଜର ସ୍ବାର୍ଥକୁ ଚଢ଼ି ତା' ଉପରେ ଉର୍ଦ୍ଧ୍ବେ ଉଠିବାକୁ । ଏପରି ମାନବ ସମ୍ପର୍କର ମଧୁ ଚାଖିବ କେମିତି ତା' ଅନ୍ତର ମଧ୍ୟୁ ସେ ପରା ମୁଁ ମୋ ଭିତରେ ଆବଦ୍ଧ ହୃଦୟ କୋଠରି କପଟରେ…

ମଣିପୁରରେ ସହିଦ ହେଲେ ଓଡ଼ିଆ ଯବାନ, ଆସାମ ରାଇଫଲ୍ସରେ କାର୍ଯ୍ୟରତ ଥିଲେ

ବରଗଡ: ମଣିପୁରରେ ଓଡ଼ିଆ ଯବାନ ସହିଦ । ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବାବେଳେ ଗାଡ଼ି ଦୁର୍ଘଟଣାରେ ବରଗଡର ଓଡ଼ିଆ ଯବାନ ନୀଳାଞ୍ଚଳ ପଟେଲ ସହିଦ ହୋଇଥିବା ସୂଚନା ମିଳିଛି । ନୀଳାଞ୍ଚଳ ୨୦୦୪ ମସିହାରୁ ଆସାମ ରାଇଫଲ୍ସରେ  କାର୍ଯ୍ୟରତ ଥିଲେ। ଏହି ଖବର ମିଳିବା ପରେ ଗାଁରେ ଶୋକାକୂଳ…

ଭାଷା ଭାଗବତ : ଜ୍ଞାନର ନବାୟନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ' ଏବେ ଏଠାରେ ' ମୂଳକଥା ଏହା ହିଁ ଭାବନା ଓ ଚିଂତା ଜୀବନ ଅନୁଭୂତି ସଂଚି ସୁଖ, ଶାଂତିରେ ଥାଉଁ ବଂଚି କାହିଁ ଅତୀତ, ଭବିଷ୍ଯତ ? ସ୍ମୃତି ଓ କଳ୍ପନା ଆଶ୍ରିତ ବାସ୍ତବତାରୁ ହୋଇ ଚ୍ୟୁତ କରଂତି ଗର୍ବିତ, ଲଜ୍ଜିତ ଏହି ସବୁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଗୋପାଳବଲ୍ଳଭ ଭୋଗ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମହାପ୍ରସାଦ ମହିମା ବର୍ଣ୍ଣନା ସହ ଏହାର ବିଭିନ୍ନ ତତ୍ତ୍ୱ ଉପରେ ଆଲୋଚନା ପ୍ରସଙ୍ଗରେ ଆମେ ରାଜ ଭୋଗ ବା କୋଠ ଭୋଗ ବିଷୟରେ କିଛି ତଥ୍ୟ ଜାଣିଲେ। ପୂର୍ବକାଳରେ ରାଜା…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଭାରତ ଚାମ୍ପିୟନ

ମାଡ୍ରାସ: ମେୟର ରାଧାକ୍ରିଷ୍ଣ ଷ୍ଟାଡିୟମରେ ଅନୁଷ୍ଠିତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଫାଇନାଲରେ ଭାରତ ୪-୩ ଗୋଲରେ ମାଲେସିଆକୁ ପରାସ୍ତ କରି ଚାମ୍ପିୟନ ହୋଇଛି । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଭାରତକୁ କିନ୍ତୁ ଫାଇନାଲରେ ମାଲେସିଆ ନାକେଦମ କରିଥିଲା । ଯୁଗରାଜ…