ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କଲେ ନବୀନଙ୍କ ସମ୍ପର୍କୀୟ ଭାଇ
କଟକ: ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପର୍କୀୟ ଭାଇ ଦିଲ୍ଲୀପ ପଟ୍ଟନାୟକ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ବାର୍ଦ୍ଧକ୍ୟ ଭତ୍ତା ପାଇଁ ସେ ଆବେଦନ କରିଥିବା ଜଣାଯାଇଛି । ୭୬ ବର୍ଷିୟ ଦିଲୀପ ଓଡିଶାର ମଧୁବାବୁ ପେନସନ…