Latest Odisha News

BREAKING NEWS

Yearly Archives

2023

ବଜାରରେ ବିକ୍ରି ହେଉଥିବା ପକ୍ଷୀକୁ କିଣି ମୁକ୍ତ କରନ୍ତି କନଷ୍ଟେବଳ

ଉତ୍ତରପ୍ରଦେଶ: ମୁକ୍ତିର ଆନନ୍ଦ କ’ଣ ଏକଥା ଅନୁଭବି ହିଁ ଜାଣେ । ବିଭିନ୍ନ ସମୟରେ ଏମିତି ଘଟଣାର ନଜିର ଅଛି, ଯେଉଁଥିରେ ମୁକ୍ତି ପାଇଥିବା ଚରିତ୍ର ଓ ମୁକ୍ତି ଦେଇଥିବା ଚରିତ୍ରକୁ ନେଇ ଚର୍ଚ୍ଚା ଲାଗି ରହେ । ଏ କଥାକୁ ମର୍ମେ ମର୍ମେ ଅନୁଭବ କରିଥିବା ଜଣେ ଚରିତ୍ର ହେଉଛନ୍ତି ପୋଲିସ କନଷ୍ଟେବଳ ।…

ଧର୍ମେନ୍ଦ୍ର ଓ ଶବାନାଙ୍କ ଚୁମ୍ବନ ଦୃଶ୍ୟକୁ ନେଇ ପ୍ରତିକ୍ରିୟା ରଖିଲେ ହେମାମାଳିନୀ

ମୁମ୍ବାଇ: ନିର୍ଦ୍ଦେଶକ କରଣ ଜୋହରଙ୍କ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ ନିକଟରେ ମୁକ୍ତିଲାଭ କରିଛି । ଏହି ଫିଲ୍ମକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଏହି ଫିଲ୍ମରେ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଓ ଅଭିନେତ୍ରୀ ଶବାନା ଆଜମୀ ଏକ ଚୁମ୍ବନ ଦୃଶ୍ୟକୁ ନେଇ ଚର୍ଚ୍ଚାରେ ରହିଛନ୍ତି ।…

ସୂର୍ଯ୍ୟୋଦୟ ସମୟରେ ଗୋଲାପୀ ହୋଇଗଲା ଆକାଶ, ଭିଡ଼ିଓ ଭାଇରାଲ

ଭିଏତନାମ: ସାଧାରଣତଃ ସୂର୍ଯ୍ୟୋଦୟ ସମୟରେ ଆକାଶର ମନୋରମ ଦୃଶ୍ୟ ଲୋକଙ୍କୁ ବେଶ୍ ପସନ୍ଦ ହୋଇଥାଏ । ଏହି ସମୟରେ ଆକାଶ ନାଲି କିମ୍ବା କମଳା ରଙ୍ଗର ଦେଖାଯାଇଥାଏ । କିନ୍ତୁ ଏବେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସୂର୍ଯ୍ୟୋଦୟ ସମୟରେ ଆକାଶ ସମ୍ପୂର୍ଣ୍ଣ ଗୋଲାପୀ…

ମଣିପୁରରେ ବୀରେନ୍ ସରକାରଙ୍କୁ ଝଟକା, ବିଜେପି ଠାରୁ ସମର୍ଥନ ପ୍ରତ୍ୟାହାର କଲା କୁକି ପିପୁଲ୍ସ ଆଲିଆନ୍ସ

ଇମ୍ଫାଲ୍: ୩ ମାସରୁ ଅଧିକ ସମୟ ଧରି ମଣିପୁର ଜଳୁଛି । ଏତିକି ବେଳେ ହିଂସା ପାଇଁ ଏକ ଦଳ ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂହଙ୍କ ହାତ ଛାଡ଼ି ଦେଇଛି । ଏନଡିଏର ସହଯୋଗୀ ଦଳ କୁକି ପିପୁଲ୍ସ ଆଲିଆନ୍ସ ସରକାର ଠାରୁ ସମର୍ଥନ ପ୍ରତ୍ୟାହାର କରି ନେଇଛି । ରବିବାର ସନ୍ଧ୍ୟାରେ ଦଳ ସମର୍ଥନ ଫେରାଇ…

୨୦୨୩ ଆଇସିସି ଦିନିକିଆ ବିଶ୍ୱକପ: ଭାରତକୁ ଟିମ ପଠାଇବା ପାଇଁ ଅନୁମତି ଦେଲା ପାକିସ୍ତାନ ସରକାର

ନୂଆଦିଲ୍ଲୀ: ୨୦୨୩ ଆଇସିସି ଦିନିକିଆ ବିଶ୍ୱକପ କ୍ରିକେଟ ଭାରତରେ ଆୟୋଜିତ ହେବ । ରବିବାର ପାକିସ୍ତାନ ସରକାର ଭାରତକୁ ଟିମ ପଠାଇବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ରାଜନୈତିକ ସମ୍ପର୍କ ଭଲ ନ ଥିଲେ ମଧ୍ୟ ଏହାକୁ କ୍ରିକେଟ ସହିତ ଯୋଡିବା ଠିକ ହେବନି ବୋଲି…

ସୋମବାର ସଂସଦକୁ ଫେରିବେ କି ରାହୁଲ ଗାନ୍ଧୀ ?

ନୂଆଦିଲ୍ଲୀ: ସରି ସରି ଆସୁଛି ସଂସଦର ମୌସୁମୀ ଅଧିବେଶନ । ଜୁଲାଇ ୨୦ରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ଅଗଷ୍ଟ ୧୧ରେ ସରିବ । ଚଳିତ ଅଧିବେଶନର ଶେଷ ସପ୍ତାହ ଆସନ୍ତାକାଲି ଠାରୁ ଆରମ୍ଭ ହେବ । ଏଥିସହ ୱାୟନାଡ଼ ସାଂସଦ ଭାବେ ପଦ ହରାଇଥିବା ରାହୁଲ ଗାନ୍ଧୀ ଆସନ୍ତାକାଲି ସଂସଦକୁ ଫେରିବା…

ମହିଳା ବିଶ୍ୱକପ ଫୁଟବଲ: ୪ଥର ଚାମ୍ପିୟନ ଆମେରିକା ବିଦା

ସିଡନୀ: ଚଳିତ ଫିଫା ମହିଳା ବିଶ୍ୱକପ ଫୁଟବଲରେ ବଡ ବିପର‌୍ୟ୍ୟୟ ଦେଖିବାକୁ ମିଳିଛି । ୪ଥର ଚାମ୍ପିୟନ ଯୁକ୍ତରାଷ୍ଟ୍ର ଆମେରିକା ଏଥର କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇପାରିନି । ୨୦୦୩ର ରନର୍ସଅପ ସ୍ୱିଡେନ ଚାମ୍ପିୟନ ଆମେରିକାକୁ ସଡନ ଡେଥରେ ୫-୪ ଗୋଲରେ ପରାସ୍ତ କରିଛି । ନିର୍ଦ୍ଧାରିତ ସମୟ…

ସେଲୁନ୍‌ରେ ବସି ସେଭିଙ୍ଗ୍ ହେଲେ ଯୁବତୀ,ଲୋକେ ଆଶ୍ଚର୍ଯ୍ୟ

ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ଲୋକମାନେ ସବୁକିଛି କରିବାକୁ ପ୍ରସ୍ତୁତ । ଆଉ ଏପରି କାର୍ଯ୍ୟ କରି ବସନ୍ତି ଯେ ଭାଇରାଲ୍ ତ ହୁଅନ୍ତି କିନ୍ତୁ ସମାଲୋଚନାର ଶୀକାର ବି ହୁଅନ୍ତି । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଲୋକେ ପସନ୍ଦ କରିବା ତ ଦୂରର କଥା…

‘ଗଦର ୨’ ର ଚାଲିଛି ଆଡ଼ଭାନ୍ସ ବୁକିଂ, ଦ୍ୱିତୀୟ ଦିନରେ ଭାଙ୍ଗିଲା ରେକର୍ଡ଼

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଦର ୨’ କୁ ଅଭିନେତା ସନି ଦେଓଲ ଏବଂ ଅମିଷା ପଟେଲ ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମ ଆସନ୍ତା ୧୧ ତାରିଖରେ ବିଭିନ୍ନ ପ୍ରେକ୍ଷାଳୟରେ ରିଲିଜ ହେବ । କିନ୍ତୁ ଏହାପୂର୍ବରୁ ଏହାର ଆଡଭାନ୍ସ ବୁକିଂ ଆରମ୍ଭ ହୋଇସାରିଛି । ଏହାର ପ୍ରଥମ ଦିନରେ ପ୍ରାୟ ୩୦…

ଆସନ୍ତୁ ଜାଣିବା ଭୋୟାଜର ସ୍ପେଶକ୍ରାଫ୍ଟ ସମ୍ପର୍କରେ…ଯାହାକି ପରଗ୍ରହୀଙ୍କ ପାଖରେ ପଂହଚାଇବ ଆମ ବାର୍ତା

ୱାଶିଂଟନ: ୪୬ ବର୍ଷ ତଳେ ନାସା ପକ୍ଷରୁ ଭୋୟାଜର ସ୍ପେଶକ୍ରାଫ୍ଟ ସୌରଜଗତ ବାହାରକୁ ପଠା ଯାଇଥିଲା । ୧୯୭୭ରେ ଲଂଚ ହେବା ପରେ ଏବେ ପ୍ରଥମ ଥର ପାଇଁ ଏହା ସହିତ ନାସାର ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା । ଯାହାକି ଏକ ଚିନ୍ତାର ବିଷୟ ଥିଲା । ଅବଶ୍ୟ ୧୨ ଦିନ ପରେ ଭୋୟାଜର ହର୍ଟବିଟ ପଠାଇଥିଲା ।…