Latest Odisha News

BREAKING NEWS

Yearly Archives

2023

୨ ହଜାର ଟଙ୍କିଆ ନୋଟ୍ ବଦଳକୁ ନେଇ ୨୦ ଲକ୍ଷ ଠକେଇ ମାମଲା, ଆଉ ୨ ଗିରଫ

ସୋନପୁର: ୨ ହଜାର ଟଙ୍କିଆ ନୋଟ୍ ବଦଳକୁ ନେଇ ୨୦ ଲକ୍ଷ ଠକେଇ ମାମଲାରେ ସୋନପୁର ପୋଲିସ ଆଉ ୨ ଜଣଙ୍କୁ ଗିରଫ କରିଛି । ଏହି ମାମଲାରେ ପୋଲିସ ପୂର୍ବରୁ ୩ ଜଣଙ୍କୁ ଗିରଫ କରିଥିଲା । ଏବେ ଗିରଫଦାରୀ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ସୂଚନା ଅନୁସାରେ, ସୋନପୁର ସହରରେ ଗତ ଜୁଲାଇ ୩୦ ତାରିଖରେ ୨୦୦୦…

ଅଷ୍ଟ୍ରେଲିଆନ ଓପନ ବ୍ୟାଡମିଂଟନ: ଫାଇନାଲରେ ହାରିଲେ ପ୍ରଣୟ

ନୂଆଦିଲ୍ଲୀ: ଭାରତର ଉଦୀୟମାନ ବ୍ୟାଡମିଂଟନ ଖେଳାଳି ଏଚଏସ ପ୍ରଣୟ ଅଷ୍ଟ୍ରେଲିଆନ ଓପନ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପରାଜିତ ହୋଇଛନ୍ତି । ଚୀନର ୱେଙ୍ଗ ହୋଙ୍ଗ ୱାଙ୍ଗଙ୍କ ନିକଟରୁ ସେ ୯-୨୧, ୨୧-୨୩ ଓ ୨୨-୨୦ରେ ହାରି ରନର୍ସଅପରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛନ୍ତି । ତୀବ୍ର ସଂଘର୍ଷପୂର୍ଣ୍ଣ…

ଏଠାରେ ଗାଈ, ମଇଁଷି ଓ ବଳଦକୁ ମିଳିଥାଏ ଛୁଟି

ଲାତେହାର: କର୍ମମୟ ଜୀବନରେ ଛୁଟିର ଆବଶ୍ୟକତା ରହିଥାଏ । ସେଥିପାଇଁ ଶ୍ରେଷ୍ଠ ପ୍ରାଣୀ ମଣିଷ ସପ୍ତାହରେ ଅତି କମରେ ଗୋଟିଏ ଦିନ ଛୁଟି ଥାଏ । ସ୍କୁଲ, କଲେଜ ଠାରୁ ଆରମ୍ଭ କରି ସମସ୍ତ ଅନୁଷ୍ଠାନ ରବିବାର ଦିନ ବନ୍ଦ ରହିଥାଏ । ତେବେ ମଣିଷ କାର୍ଯ୍ୟରେ ନିୟୋଜିତ ଫାଇଦା ପଂହଚାଉଥିବା ଜୀବ ଜନ୍ତୁଙ୍କ…

ଅନନ୍ୟ ରୋବୋଟିକ୍ ଟ୍ୟୁବଲ୍ ପୁନର୍ଗଠନ ଅସ୍ତ୍ରୋପଚାର

ଭୁବନେଶ୍ବର: ନିକଟରେ ଆପୋଲୋ ହସ୍ପିଟାଲ ଭୁବନେଶ୍ୱରର ସ୍ତ୍ରୀ ଏବଂ ପ୍ରସୂତି ବିଭାଗ ରୋବୋଟିକ୍ ପଦ୍ଧତିରେ ଫାଲୋପିଆନ୍ ଟ୍ୟୁବ୍ ପୁନଃନିର୍ମାଣ ପାଇଁ ଏକ ବିରଳ ଓ ଅନନ୍ୟ ଅସ୍ତ୍ରୋପଚାର କରି ନିଜ ସଫଳତାରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛି । ଯାହା ଓଡ଼ିଶା ରାଜ୍ୟରେ ପ୍ରଥମ ଥର ପାଇଁ ଗାଇନୋକୋଲୋଜି…

ଟାଇ ଭୁବନେଶ୍ୱର ପକ୍ଷରୁ ନୂଆ ସଭାପତି ଏ.କେ. ମହାନ୍ତି ଓ ନୂତନ କର୍ମକର୍ତ୍ତାଙ୍କୁ ସ୍ୱାଗତ

ଭୁବନେଶ୍ୱର: ଉଦ୍ୟମିତାକୁ ସୁଦୃଢ଼ କରୁଥିବା ସଂସ୍ଥା ଟାଇ ଭୁବନେଶ୍ୱର ପକ୍ଷରୁ ନୂତନ ନେତୃତ୍ୱ କର୍ମକର୍ତା ଘୋଷଣା କରାଯାଇଛି । ଏ କେ ମହାନ୍ତିଙ୍କୁ ସଭପତି, ସତ୍ୟବ୍ରତ ରଥ ଉପ ସଭାପତି, ଅନ୍ନଦା ପ୍ରସାଦ ପାଢ଼ୀ ସମ୍ପାଦକ ଓ ଶ୍ରୀ ରାକେଶ କୁମାର ଗୁପ୍ତାଙ୍କୁ ଟାଇ ଭୁବନେଶ୍ୱରର କୋଷାଧ୍ୟକ୍ଷ ଭାବେ…

ନକଲି ଯୁକ୍ତ ୨ ସାର୍ଟିଫିକେଟ୍ ମାମଲାରେ ଅଧ୍ୟାପକ ଗିରଫ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ପୋଲିସ ଏକ ନକଲି ସାର୍ଟିଫିକେଟ୍ ରାକେଟର ପର୍ଦ୍ଦାଫାସ୍ କରିଛି । ମାମଲାରେ କାଇପଦର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ରାଜନୈତିକ ବିଜ୍ଞାନ ଅଧ୍ୟାପକଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଧ୍ୟାପକ ଜଣଙ୍କ ତପନ କୁମାର ପୃଷ୍ଟି, ଘର ଯାଜପୁର ବୋଲି ଜଣା ପଡ଼ିଛି ।…

କମୁନି ଟମାଟୋ ଦର: ଏବେ ମିଠା ଦୋକାନରେ ବିକ୍ରି ହେଉଛି ଟମାଟୋ

ଝାଡ଼ଖଣ୍ଡ: କିଛି ଦିନ ହେଲା ଟମାଟୋ ଦର ଆକାଶ ଛୁଆଁ । ଅନେକ ସ୍ଥାନରେ ଏହାର ଦାମ ୩୦୦ ଟଙ୍କାରୁ ଅଧିକ ରହିଛି । କମିବାର ନାଁ ବି ଧରୁନି । ଏଭଳିସ୍ଥିତିରେ ଝାଡ଼ଖଣ୍ଡର କୋରବା ଅଞ୍ଚଳରେ ଏକ ମିଠା ଦୋକାନରେ ବିଭିନ୍ନ ମିଠା ସହିତ ଟମାଟୋ ବିକ୍ରି ହେଉଛି,ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଅନେକ…

ମାଆ ହେଲେ ବଲିଉଡ଼ ଅଭିନେତ୍ରୀ ଇଲିଆନା: ପ୍ରଶଂସକଙ୍କ ଛୁଟୁଛି ଶୁଭେଚ୍ଛା

ମୁମ୍ବାଇ: ମାଆ ହେଲେ ବଲିଉଡ୍ ଅଭିନେତ୍ରୀ ଇଲିଆନା ଡି’କ୍ରୁଜ । ଗତ ୧ ତାରିଖରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ସେ ଏକ ସ୍ୱତନ୍ତ୍ର ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କୁ ମା’ ହେବାର ଖବର ସେୟାର କରିଛନ୍ତିି । ପୁଅର ପ୍ରଥମ ଫଟୋ ସେୟାର କରିବା ସହ ତାର ନାମ କୋଆ ଫିନିକ୍ସ ଡୋଲାନ…

ବାସହୀନଙ୍କୁ ସାହାଯ୍ୟ କରିବାକୁ ବର୍ଷେ ହେଲାଣି ଟେଣ୍ଟରେ

ଇଂଲଣ୍ଡ: ଆଜିକାଲି ପିଲା ମୋବାଇଲ,ଟିଭି ଓ କମ୍ପ୍ୟୁଟର ଗେମ୍ ରେ ବ୍ୟସ୍ତ ରହୁଥିବା ବେଳେ ଇଂଲଣ୍ଡର ମାତ୍ର ୧୩ ବର୍ଷର ଜଣେ ବାଳକଙ୍କ ଇଛା ଗରିବ ଲୋକଙ୍କୁ ସାହାଯ୍ୟ କରିବା । ଆଉ ତାହା ପୂରଣ କରିବାକୁ ସେ ବର୍ଷେ ହେଲାଣି ଝଡ଼ ବର୍ଷା,ଖରା ଓ ଶୀତରେ ବାହାରେ ଟେଣ୍ଡ ବାନ୍ଧି ରହୁଛନ୍ତି । ଦାନରେ…

ଗଡ଼କରୀଙ୍କ ୱାର୍ଣ୍ଣିଂ; ନେତା ହୁଅନ୍ତୁ କି ଠିକାଦାର, ଖରାପ କାମ କଲେ ଚାଲିବ ବୁଲଡୋଜର

ନାଗପୁର: ସଡକ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ସବୁବେଳେ କେନ୍ଦ୍ର ସରକାରଙ୍କ ବିକାଶ କାର୍ଯ୍ୟ କରି ଚର୍ଚ୍ଚାରେ ରହିଆସୁଛନ୍ତି। ସଡ଼କ ନିର୍ମାଣ ହେଉ କିମ୍ବା ରାଜପଥ ନିର୍ମାଣ, କିଛି ନବସୃଜନ ହେଉ କିମ୍ବା ଅଧିକାରୀଙ୍କୁ ଚେତାଇବା, ନିଜ କାମ ସଠିକ ଭାବେ ତୁଲାଇ ଆସିଛନ୍ତି ଗାଡ଼କରୀ। ବେଳେ ବେଳେ…