କଳାଟଙ୍କା ଜବତ ଘଟଣାରେ ନେଇ ବର୍ଷିଲା ବିଜେପି: କହିଲା, ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ
ଭୁବନେଶ୍ୱର: ଆଇଟି ରେଡ ବେଳେ ରାଜ୍ୟରୁ ଜଣେ ମଦ ବ୍ୟବସାୟୀଙ୍କ ପାଖରୁ ୩୫୦ କୋଟିରୁ ଅଧିକ ଟଙ୍କା ଜବତ ହେବା ଘଟଣାରେ ବିଜେଡି ସରକାରଙ୍କ ଉପରେ ଜୋରଦାର ବର୍ଷିଛି ବିଜେପି । ରାଜ୍ୟରୁ ଏତେ ପରିମାଣର କଳାଟଙ୍କା ଜବତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୈତିକତା ଦୃଷ୍ଟିରୁ ଇସ୍ତଫା…