Latest Odisha News

BREAKING NEWS

Yearly Archives

2024

ବିଲରେ କାମ କରୁଥିବା ସମୟରେ ବଜ୍ରାଘାତରେ ଜଣେ ମୃତ, ୩ ଗୁରୁତର

କୋରାପୁଟ: କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ସଲପଗୁଡ଼ା ଗାଁରେ ଅଘଟଣ । ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏଥିରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି । ବଜ୍ରାଘାତରେ ମୃତ୍ୟୁ ବରଣ କରିଥିବା ଜଣକଙ୍କ ପରିଚୟ ଶିବ ମାଣ୍ଡି ବୋଲି…

ସେବାର ମୂର୍ତ୍ତୀ : ସରସ୍ଵତୀ

ଭୁବନେଶ୍ବର : ଖଣିଜ ସମ୍ପଦରେ ପରିପୂର୍ଣ୍ଣ କେନ୍ଦୁଝର ଜିଲ୍ଲାକୁ ରାଜ୍ୟର ସବୁଠାରୁ ଧନୀ ଜିଲ୍ଲାରେ ଗୋଟିଏ ବୋଲି କୁହାଯାଇପାରେ। ଏହି ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଜିଲ୍ଲା ସାରା ଓଡ଼ିଶାର ଅର୍ଥନୀତିକୁ ସମ୍ଭାଳିଛି କହିଲେ ଭୁଲ ହେବ ନାହିଁ। କିନ୍ତୁ ଦୂର୍ଭାଗ୍ୟର କଥା ହେଉଛି ଯୁଗ ଯୁଗ ଧରି ଏହି…

୧୦୦ ଦିନରେ ସୁଭଦ୍ରା ଯୋଜନା: କଣ ରହିବ ରୂପରେଖ

ଭୁବନେଶ୍ଵର: ଓଡିଶାରେ ସରକାର ଗଢିଛି ବିଜେପି । ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ପ୍ରଥମ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ କରିଛନ୍ତି ବଡ଼ ଘୋଷଣା । ଆଗାମି ୧୦୦ଦିନ ଭିତରେ ରାଜ୍ୟରେ ସୁଭଦ୍ରା ଯୋଜନା ଲାଗୁ ହେବାନେଇ…

ଜୁନ୍‌ ୧୮ରେ ମିଳିବ ପିଏମ କିଶାନ, ଆସିଲା ତାଲିକା ‘ପିଏମ କିଶାନ ଉତ୍ସବ’ରେ କେଉଁ ଜିଲ୍ଲାରେ ଉପସ୍ଥିତ…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ୧୮ ଜୁନରେ କୃଷକଙ୍କ ଖାତାକୁ ଆସିବାକୁ ଯାଉଛି | ଉତ୍ତରପ୍ରଦେଶର ବାରାଣସୀରୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବଣ୍ଟନ ଏହି କିସ୍ତି ପ୍ରଦାନ କରାଯିବ। ତେବେ ଏହି ୧୭ତମ କିସ୍ତି ବଣ୍ଟନ ଦିନଟିକୁ ‘ପିଏମ୍‌ କିଶାନ ଉତ୍ସବ’…

ଓଡିଶାରେ ଖୁବ୍ ଶୀଘ୍ର ଆସିବ `ସୁଭଦ୍ରା’ ମାର୍ଗଦର୍ଶିକା

ଭୁବନେଶ୍ଵର: ଓଡିଶାରେ ସରକାର ଗଢିଛି ବିଜେପି । ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ ନେଇଛନ୍ତି ବଡ଼ ନିଷ୍ପତ୍ତି । ଆଗାମୀ ୧୦୦ଦିନ ଭିତରେ ରାଜ୍ୟରେ ସୁଭଦ୍ରା ଯୋଜନା ଲାଗୁ ହେବା…

ବିଧାନସଭା ଜଗିବେ ୮ ପ୍ଲାଟୁନ୍‌ ଫୋର୍ସ, ସୁରକ୍ଷା ଯାଞ୍ଚ କଲେ ଡିଜିପି ଅରୁଣ ଷଡ଼ଙ୍ଗୀ

ଭୁବନେଶ୍ୱର: ବିଧାନସଭା ୩ ଦିନିଆ ଅଧିବେଶନ ପାଇଁ ଜାରି ହେବ ତିନିଥାକିଆ ସୁରକ୍ଷା ବ୍ୟବସ୍ଥା। ବିଧାନସଭା ସୁରକ୍ଷା ଯାଞ୍ଚ କଲେ ଡିଜିପି ଅରୁଣ ଷଡ଼ଙ୍ଗୀ। ଯାଞ୍ଚ ପରେ ଡିଜିପିଙ୍କ ପ୍ରତିକ୍ରିୟା ଆସିଛି। ଡିଜିପିଙ୍କ କହିବା ଅନୁଯାୟୀ ୩ ଦିନିଆ ଅଧିବେଶନ ପାଇଁ ୭୫ ପୋଲିସ ଅଧିକାରୀଙ୍କ ସହ ୮…

ଟ୍ରେନ୍‌ ଟ୍ରାଜେଡି: ୨ ଲକ୍ଷ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

ଦାର୍ଜିଲିଂ: ପଶ୍ଚିମବଙ୍ଗ ଦାର୍ଜିଲିଂ ଜିଲ୍ଲାରେ ପୁଣି ଏକ ବଡ ଟ୍ରେନ ଟ୍ରାଜେଡି | କଞ୍ଚନଜୁଙ୍ଗା ଏକ୍ସପ୍ରେସକୁ ପଛରୁ ଧକ୍କା ଦେଲା ମାଲବାହୀ ଟ୍ରେନ୍ । ଏଥିରେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ରୁଅଧିକ ଆହତ ହୋଇଛନ୍ତି । ତେବେ ଆଗକୁ ମୃତାହତଙ୍କ ସଂଖ୍ୟା ବଢ଼ିବାର…

ହାର୍ଦ୍ଦିକଙ୍କ ଫର୍ମକୁ ଫେରିବାରେ ରୋହିତଙ୍କ ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା

ମାୟାମି: ଟି୨୦ ବିଶ୍ୱକପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଜବରଦସ୍ତ ପ୍ରଦର୍ଶନ ଟିମ ଇଣ୍ଡିଆକୁ ମଜଭୁତ କରିଛି । ଆଇପିଏଲ ବିବାଦ ପରେ ଅଧିନାୟକ ରୋହିତ ଶର୍ମା ଓ ହାର୍ଦ୍ଦିକ ଦେଶ ପାଇଁ କିନ୍ତୁ ମନପ୍ରାଣ ଦେଇ ଖେଳିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହାର୍ଦ୍ଦିକ ଫର୍ମକୁ ଫେରିବାରେ ରୋହିତଙ୍କ…

ଟି୨୦ ବିଶ୍ୱକପ: ସୁପର ଏଇଟର ଟିମ ଚୂଡାନ୍ତ

ଫ୍ଲୋରିଡା: ଚଳିତ ଟି୨୦ ବିଶ୍ୱକପ କ୍ରିକେଟର ସୁପର ଏଇଟ ପର୍ଯ୍ୟାୟ ପାଇଁ ଟିମ ଚୂଡାନ୍ତ ହୋଇଯାଇଛି । ନ୍ୟୁଜିଲାଣ୍ଡ-ପାପୁଆ ନିଉ ଗିନି ଓ ୱେଷ୍ଟଇଣ୍ଡିଜ-ଆଫଗାନିସ୍ତାନ ମ୍ୟାଚ ଖେଳାଯିବାକୁ ବାକି ଥିଲେ ମଧ୍ୟ ଏହାର ଫଳାଫଳ କିଛି ପ୍ରଭାବ ପକାଇବ ନାହିଁ । ଜୁନ ୧୯ରୁ ସୁପର ଏଇଟ ପର୍ଯ୍ୟାୟ ଆରମ୍ଭ…

ପୁଣି ଟ୍ରେନ ଟ୍ରାଜେଡି; ରେଳ ବିଭାଗ ପକ୍ଷରୁ ଜାରି ହେଲା ହେଲ୍ପଲାଇନ୍‌ ନମ୍ବର

ସିଲିଗୁରି: ପୁଣି ଆଉ ଏକ ବଡ ଟ୍ରେନ ଟ୍ରାଜେଡି | ପଶ୍ଚିମବଙ୍ଗ ଦାର୍ଜିଲିଂରେ ଘଟିଛି ଟ୍ରେନ୍‌ ଦୁର୍ଘଟଣା  | ସୋମବାର କଞ୍ଚନଜୁଙ୍ଗା ଏକ୍ସପ୍ରେସ ପଶ୍ଚିମବଙ୍ଗର ସିଲିଗୁରି ଜିଲ୍ଲାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଫଳରେ ଟ୍ରେନର ୨ରୁ ଅଧିକ ବଗି କ୍ଷତିଗ୍ରସ୍ତ ହୋଇଛି | ଏହାସହିତ ପ୍ରାୟ…