Latest Odisha News

BREAKING NEWS

Yearly Archives

2024

ପୁଣି ୭୦ ସିନେମା ହଲ୍ ବନ୍ଦ କରିବ ପିଭିଆର୍

ନୂଆଦିଲ୍ଲୀ: ଇଣ୍ଡିଆନ ମଲ୍ଟିପ୍ଲେକ୍ସ ଚେନ୍ ପିଭିଆର ଆଇନକ୍ସ ଲିମିଟେଡ ଯାହା ପିଭିଆର୍ ନାମରେ ମଧ୍ୟ ଜଣାଶୁଣା। ପୀଭିଆର ତାର ଗତ ୨୦୨୩-୨୪ ଆର୍ଥିକ ବର୍ଷର ଏକ ରିପୋର୍ଟ ଜାରି କରିଛି। ରିପୋର୍ଟ ଅନୁସାରେ ୭୦ଟି ସ୍କ୍ରିନ ବନ୍ଦ କରିଛି ପୀଭିଆର୍। ତେବେ କମ୍ପାନୀର ଆୟ ବୃଦ୍ଧି ପାଇଁ ଏପରି ନିଷ୍ପତି…

ଆଜି ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, ନାକଟିଦେଉଳରେ ଜନସଭାକୁ କରିବେ ସମ୍ବୋଧନ

ସମ୍ବଲପୁର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମ୍ବଲପୁରରେ କରିବେ ପ୍ରଚାର। ନାକଟିଦେଉଳରେ ଜନସଭାକୁ କରିବେ ସମ୍ବୋଧନ। ଦିନ ୧୧ଟା ୧୫ ମିନିଟ ସମୟରେ ଅଇଁଠାପାଲି ପିଏଚଡି ପଡିଆକୁ ଯିବେ ସେଠାରେ ଜନସଭାକୁ ସମ୍ବୋଧନ କରିବେ ନବୀନ ପଟ୍ଟନାୟକ। ସେହିପରି ମଧ୍ୟାହ୍ନ ୧୨ଟାରେ ନାକଟିଦେଉଳ କଲେଜ…

ଚିଙ୍ଗୁଡ଼ି ପ୍ଲାଣ୍ଟରେ ଗ୍ୟାସ୍ ଲିକ୍: ୧୦ରୁ ଅଧିକ ଅସୁସ୍ଥ, ଶ୍ରମ ଅଧିକାରୀଙ୍କ ତଦନ୍ତ ଆରମ୍ଭ

ବାଲେଶ୍ୱର: ନୀଳଗିରି ଅଘଟଣ। ରେମୁଣା ବ୍ଲକ ଗଡିଆମାଳସ୍ଥିତ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍ ହୋଇ ୧୦ରୁ ଅଧିକ ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ଗଡ଼ିଆମାଳ ଠାରେ ଥିବା ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗତକାଲି ସନ୍ଧ୍ୟା ବେଳେ କର୍ମଚାରୀମାନେ କାର୍ଯ୍ୟ କରୁଥିବାବେଳେ, ହଠାତ୍ ମୁଣ୍ଡ…

ଖରାଦିନେ ଖାଆନ୍ତୁ ଛତୁଆ, ମିଳିବ ଅନେକ ସ୍ଵାସ୍ଥ୍ୟଗତ ଫାଇଦା

ଭୁବନେଶ୍ଵର: ଆମ ରାଜ୍ୟର ଗାଁ ଗହଳି ଠାରୁ ନେଇ ସହର ପର୍ଯ୍ୟନ୍ତ ସବୁଠି ରହିଛି ଛତୁଆର ଚାହିଦା l ଏହି ଖାଦ୍ୟଟି ପ୍ରାୟ ଘରେ ଘରେ ପରିଚିତ ଓ ସମସ୍ତଙ୍କର ପ୍ରିୟ l ବିଶେଷ କରି ଗ୍ରୀଷ୍ମ ଋତୁରେ ଅତ୍ୟନ୍ତ ହିତକାରୀ l ଏହାକୁ ଗ୍ରୀଷ୍ମ ଋତୁରେ ବିଶେଷକରି ସକାଳର ଜଳଖିଆରେ ବ୍ୟବହାର କରାଯାଇଥାଏ l…

ସୁପ୍ରିମକୋର୍ଟ ବାର ଆସୋସିଏଶନର ଅଧ୍ୟକ୍ଷ ହେଲେ କପିଲ ସିବଲ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବାର ଆସୋସିଏସନର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି ବରିଷ୍ଠ ଓକିଲ କପିଲ ସିବଲ । ଗତକାଲି ଅନୁଷ୍ଠିତ ନିର୍ବାଚନରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଥିଲେ ବରିଷ୍ଠ ଓକିଲ ପ୍ରଦୀପ ରାୟଙ୍କୁ ପରାସ୍ତ କରି ୩୭୭ ଭୋଟରେ ଜିତିଛନ୍ତି କପିଲ ସିବଲ । ସିବଲଙ୍କୁ ମୋଟ…

ନିର୍ବାଚନ ବେଳେ ଚିଟଫଣ୍ଡ ପ୍ରସଙ୍ଗ, ଆଭିମୁଖ୍ୟରେ ଆନ୍ତରିକତା ରହିଛି ନା ଭୋଟ୍ ବ୍ୟାଙ୍କ ରାଜନୀତି?

ଭୁବନେଶ୍ୱର: ଓଡ଼ିଶାରେ ଚାଲିଥିବା ୨୦୨୪ ନିର୍ବାଚନରେ କୋଟି କୋଟି ଟଙ୍କାର ଚିଟ୍ ଫଣ୍ଡ ଦୁର୍ନୀତି କେନ୍ଦ୍ରବିନ୍ଦୁ ପ୍ରସଙ୍ଗ ଉଠାଇଛି ବିରୋଧୀ ବିଜେପି। କ୍ଷମତାକୁ ଆସିଲେ ୧୮ ମାସ ମଧ୍ୟରେ ନିବେଶକଙ୍କୁ କ୍ଷତିପୂରଣ ପ୍ରଦାନ କରିବ ବୋଲି ପ୍ରତିଶ୍ରୁତି ଦେଇଛି। ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା…

୯୯.୭୦ ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଥିଲେ ଛାତ୍ରୀ, ଏବେ ବ୍ରେନ ହେମରେଜ୍ରୁ ମୃତ୍ୟୁ

ଅହମଦାବାଦ: ବୋର୍ଡ ପରୀକ୍ଷାରେ ଟପର୍ ହୋଇଥିବା ଜଣେ ୧୬ ବର୍ଷୀୟା ନାବାଳିକାଙ୍କର ବୁଧବାର ବ୍ରେନ୍ ହେମରେଜ୍ ଯୋଗୁଁ ମୃତ୍ୟୁ ଘଟିଛି। ଗୁଜରାଟ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡ (ଜିଏସ୍ଇବି)ର ଫଳାଫଳ ମେ' ୧୧ ତାରିଖରେ ପ୍ରକାଶ ପାଇଥିଲା। ଏହି ପରୀକ୍ଷାରେ ହୀର ଘେଟିଆ ୯୯.୭୦…

ରାହୁଲ ଗାନ୍ଧୀଙ୍କୁ ମୋଦୀଙ୍କ ଜବାବ: ଅସାଧୁ ଉପାୟରେ ଫାଇଦା ଦେଇଥିଲେ ଫାଶୀ ଖୁଣ୍ଟରେ ଝୁଲିବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସେ ଦେଶର ବିକାଶ ଯେଉଁମାନେ କରୁଛନ୍ତି ସେ ତାଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛନ୍ତି । ଯଦି ସେ କାହାକୁ ଅସାଧୁ ଢଙ୍ଗରେ ଫାଇଦା ଦେଇଛନ୍ତି ତେବେ ସେ ଦଣ୍ଡ ଭୋଗିବାକୁ ପ୍ରସ୍ତୁତ। କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ, ମୋଦୀ…

ପୁରୀରେ ରୋଡ୍ ସୋ ପୂର୍ବରୁ ଶ୍ରୀମନ୍ଦିର ଯାଇ ପୂଜାର୍ଚ୍ଚନା କରିବେ ପ୍ରଧାନମନ୍ତ୍ରୀ: ସମ୍ବିତ ପାତ୍ର

ନୂଆଦିଲ୍ଲୀ: ଆସନ୍ତା ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ଓଡିଶା ଗସ୍ତରେ ଆସି ପୁରୀରେ ରୋଡ୍ ସୋ କରିବେ ବୋଲି କହିଛନ୍ତି ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର। ପୁରୀ ବାସୀଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କର ବିଶେଷ ଭଲପାଇବା ଥିବାରୁ ସେ ରୋଡ୍ ସୋ କରିବାର କାର୍ଯ୍ୟକ୍ରମ…

ଗଞ୍ଜାମରେ ନିର୍ବାଚନ ହିଂସାକୁ ଦେଖି ୨୦ରେ ମତଦାନ ବେଳେ ସିଏପିଏଫର ୨୦ କମ୍ପାନୀ ମୁତୟନ କରାଯିବ

ଭୁବନେଶ୍ୱର: ଖଲ୍ଲିକୋଟରେ ନିର୍ବାଚନ ଜନିତ ହିଂସାକାଣ୍ଡକୁ ଦେଖି ଗଞ୍ଜାମ ଜିଲ୍ଲାରେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (ସିଏପିଏଫ)ର ୨୦ କମ୍ପାନୀ ମୁତୟନ କରାଯିବ। ମେ ୨୦ ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଯାଇ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।…