ଆଇଟିଏଫ ଜୁନିୟର ଗ୍ରାଣ୍ଡସ୍ଲାମ ଡେଭେଲପମେଂଟ ପ୍ରୋଗ୍ରାମ ପାଇଁ ଚୟନ ହେଲେ ଓଡିଶାର ଆହାନ
ଭୁବନେଶ୍ୱର: ଓଡିଶାର ଉଦୀୟମାନ ବାଳିକା ଟେନିସ ଖେଳାଳି ଆହାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଉପନୀତ ହୋଇଛି । ଆନ୍ତର୍ଜାତୀୟ ଟେନିସ ଫେଡେରେଶନ ଜୁନିୟର ଗ୍ରାଣ୍ଡ ସ୍ଲାମ ପ୍ଲେୟାର ଡେଭେଲପମେଂଟ ପ୍ରୋଗ୍ରାମ ୟୁରୋପ ପାଇଁ ମନୋନୀତ ହୋଇଛନ୍ତି । ଏସୀୟ ଦେଶଗୁଡିକ ମଧ୍ୟରୁ ୧୪ ବର୍ଷୀୟା ଆହାନଙ୍କ…