ଲଞ୍ଚ ହେଲା ‘ମୋ ବୁଥ ଆପ୍’
ଭୁବନେଶ୍ବର:ଲଞ୍ଚ ହେଲା ମୋ ବୁଥ ଆପ୍ । 'ମୋ ବୁଥ୍ ଆପ୍' ଉନ୍ମୋଚନ କଲେ ସିଇଓ ନିକୁଞ୍ଜ ବିହାରୀ ଧଳ । ସହରାଞ୍ଚଳ ଭୋଟରଙ୍କୁ ସଚେତନ ପାଇଁ 'ମୋ ବୁଥ୍ ଆପ୍' ଉନ୍ମୋଚନ କରାଯାଇଛି ।ଏହି ଆପ୍ ଓ ୱେବସାଇଟ ମାଧ୍ୟମରେ ବୁଥ୍ ସମ୍ପର୍କରେ ସବୁ ତଥ୍ୟ ଜାଣିହେବ ।
ତେବେ ପ୍ରାଥମିକ ପର୍ଯ୍ୟାୟରେ କେବଳ…