Latest Odisha News

BREAKING NEWS

Yearly Archives

2024

ବିଜେପି ପାଇଁ ଖୁସି ଖବର, ଏନଡିଏକୁ ସମର୍ଥନ ଘୋଷଣା କଲେ ଚିରଞ୍ଜୀବୀ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ବିଜେପିକୁ ବଡ ଖୁସି ଖବର । ବିଧାନସଭା ନିର୍ବାଚନ ଏବଂ ଲୋକସଭା ନିର୍ବାଚନ ପାଇଁ ମେଗାଷ୍ଟାର ଚିରଞ୍ଜୀବୀ ଟିଡିପି-ଜନସେନା-ବିଜେପି ସହଯୋଗୀ ଦଳକୁ ସମର୍ଥନ କରିଛନ୍ତି । ୨୦୧୪ରେ ଆନ୍ଧ୍ରପ୍ରଦେଶ ବିଭାଜନ ପରେ କଂଗ୍ରେସର ପୂର୍ବତନ ଏମ୍‌ପି ତଥା କେନ୍ଦ୍ର ମନ୍ତ୍ରୀ…

‘ଟେକ୍ ସିଟି’କୁ ‘ଟ୍ୟାଙ୍କେର ସିଟି’ରେ ପରିଣତ କରିଛି କଂଗ୍ରେସ: ମୋଦୀ

ବେଙ୍ଗାଲୁରୁ: ଗତ କିଛି ସପ୍ତାହ ଧରି ବେଙ୍ଗାଲୁରୁରେ ଜଳ ସଙ୍କଟ ଦେଖାଦେଇଛି। ନିର୍ବାଚନ ସମୟରେ ଏହି ଜଳ ସଙ୍କଟକୁ ମୁଦ୍ଦା କରି ଶାସକ ଦଳକୁ ଟାର୍ଟେଗ କରିଛି ବଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଆକ୍ରମଣ କରିଛନ୍ତି। କର୍ଣ୍ଣାଟକରେ ଶାସକ କଂଗ୍ରେସ ଉପରେ…

ଖରାରେ ସିଜୁଛି ସାରା ଓଡିଶା, ସାଢ଼େ ୨ଟା ସୁଦ୍ଧା ୪୩.୬ ଡିଗ୍ରୀ ଛୁଇଁଲା ତାତି

ଭୁବନେଶ୍ଵର: ଖରାରେ ସିଜୁଛି ସାରା ଓଡିଶା । ସକାଳୁ ଅସହ୍ୟ ଗରମ ଓ ଗୁଳୁଗୁଳି । ୪୩.୬ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡା ଓ କେନ୍ଦୁଝର ପାଲଟିଛି ସବୁଠାରୁ ଉତ୍ତପ୍ତ ସହର । ଭୁବନେଶ୍ୱରରେ ୪୧.୬, ବାଲେଶ୍ୱରରେ ୪୦.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ରାଉରକେଲାରେ ୪୧.୮,…

‘ମୃତ୍ୟୁ’ ପରେ ମଧ୍ୟ ମଙ୍ଗଳ ଗ୍ରହରେ ନାସା ପାଇଁ ‘ଇନଜେନ୍ୟୁଟି’ ହେଲିକପ୍ଟର ହେବ ଉପଯୋଗୀ

ନୂଆଦିଲ୍ଲୀ: ଆମେରିକା ସ୍ପେସ୍ ଏଜେନ୍ସି ନାସାର ମଙ୍ଗଳ ହେଲିକପ୍ଟର 'ଇନଜେନ୍ୟୁଟି' ଆଉ କେବେ ଉଡ଼ିପାରିବ ନାହିଁ। ଚଳିତ ବର୍ଷ ଜାନୁଆରୀ ୧୮ରେ, 'ଇନଜେନ୍ୟୁଟି' ମଙ୍ଗଳ ଗ୍ରହକୁ ୭୨ତମ ଉଡ଼ାଣ ଭରିଥିଲା। ଏହା ଏକ କ୍ଷୁଦ୍ର ଭୂଲମ୍ବ ଉଡ଼ାଣ ଥିଲା । ଉଡ଼ାଣ ସମୟରେ, 'ଇନଜେନ୍ୟୁଟି' ସେଠାରେ ଉପସ୍ଥିତ…

‘କଳକୀ 2898AD’ ଫିଲ୍ମରେ ସାମ୍ନାକୁ ଆସିଲା ଅମିତାଭ ବଚ୍ଚନଙ୍କ ଫାଷ୍ଟ ଲୁକ୍

ମୁମ୍ବାଇ: ନାଗ ଅଶ୍ୱିନ୍ ନିର୍ଦ୍ଦେଶିତ 'କଳକୀ 2898AD' ଫିଲ୍ମକୁ ନେଇ ଅନେକ ଚର୍ଚ୍ଚା ସୃଷ୍ଟି ହୋଇଛି । ଯେଉଁଥିରେ ପ୍ରଭାସ ପରଦାରେ ଭଗବାନଙ୍କ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରକୁ ଆଜି ପର୍ଯ୍ୟନ୍ତ ଭାରତୀୟ ସିନେମାର ସବୁଠାରୁ ମହଙ୍ଗା ଚଳଚ୍ଚିତ୍ର ଭାବରେ ବର୍ଣ୍ଣନା କରାଯାଉଛି। ଏହି…

ଅବଶିଷ୍ଟ ଆସନ ଘୋଷଣା ପୂର୍ବରୁ ତିନି ଦଳ ମଧ୍ୟରେ ଛକାପଞ୍ଝା, ଜାଣନ୍ତୁ କେଉଁ ଦଳକୁ କ’ଣ ଚିନ୍ତା?

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଥିବା ବେଳେ କେତେକ ଆସନରେ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ହୋଇନି। କାରଣ ଏଭଳି କିଛି ଆସନ ରହିଛି ଯେଉଁଠି ତିନି ପ୍ରମୁଖ ଦଳ ନିଜ ନିଜ ପ୍ରାର୍ଥୀଙ୍କୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।…

୨୫ରେ ଓଡ଼ିଶା ଆସିବେ ଅମିତ ଶାହ

ଭୁବନେଶ୍ଵର: ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସିବେ ଅମିତ ଶାହା । ନିର୍ବାଚନୀ ରଣନୀତି ନେଇ କର୍ମକର୍ତ୍ତାଙ୍କ ସହ କରିବେ ଆଲୋଚନା । ଏନେଇ ସୂଚନା ଦେଇଛନ୍ତି ବିଜେପି ଉପସଭାପତି ଗୋଲକ ମହାପାତ୍ର । ଓଡିଶାରେ ପହଞ୍ଚି ପ୍ରଥମେ ସୋନପୁରରେ ଏକ ଜନସଭାକୁ ସମ୍ବୋଧନ କରିବେ ଶାହା । ସୋନପୁରରୁ ଫେରି…

୩ ଦିନ ସକାଳୁଆ ସ୍କୁଲ, ଏପ୍ରିଲ ୨୫ରୁ ଖରା ଛୁଟି

ଭୁବନେଶ୍ଵର: ଆସନ୍ତା ଏପ୍ରିଲ ୨୫ରୁ ରାଜ୍ୟର ସବୁ ସ୍କୁଲ ଛୁଟି । ରାଜ୍ୟରେ ବଢ଼ିଚାଲିଥିବା ଖରାକୁ ଦୃଷ୍ଟିରେ ଏହି ପଦକ୍ଷେପ ନିଆଯାଇଛି । ଏପ୍ରିଲ ୨୫ରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲରେ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ସେପଟେ ସମ୍ଭାବ୍ଯ ଗ୍ରୀଷ୍ମ ପ୍ରବାହ ଓ ପାଣିପାଗ…

ବଢିଲା ୟୁଟ୍ୟୁବର ମୋନାଲିସା ଭଦ୍ରାଙ୍କ ଅଡୁଆ, ବନ୍ୟଜନ୍ତୁଙ୍କ ଭିଡିଓ ମାମଲାକୁ ଘାଣ୍ଟିବ ଇଡି

ଯାଜପୁର: ବଢିଲା ୟୁଟ୍ୟୁବର ମୋନାଲିସା ଭଦ୍ରାଙ୍କ ଅଡୁଆ । ସୋସିଆଲ ମିଡିଆରେ ବନ୍ୟଜନ୍ତୁଙ୍କ ଭିଡିଓ ଛାଡିବା ମାମଲାର ଖୋଳତାଡ କରିବ ଇଡି । ପୁର୍ବରୁ ବନ୍ୟଜନ୍ତୁଙ୍କ ସହ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ଓ ଘରେ ବନ୍ୟଜନ୍ତୁଙ୍କୁ ପୋଷିବା ଘଟଣାରେ ଉଭୟ ମୋନାଲିସା ଓ ତାଙ୍କ ସ୍ୱାମୀ…

ନିର୍ବାଚନ ଡ୍ୟୁଟିରେ ସିଆରଏଫ ଯବାନଙ୍କୁ ନେଇ ଯାଉଥିବା ବସ୍ ଓଲଟି ପଡ଼ିଲା

ରାୟପୁର: ଛତିଶଗଡ଼ର ବସ୍ତର ଜିଲ୍ଲାରେ ଏକ ବସ୍ ଓଲଟି ପଡ଼ିବାରୁ ୧୦ ଜଣ ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି। ପୁଲିସ କହିଛି ଯେ ରବିବାର ବସଟି ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀଙ୍କୁ ନେଇ ଯାଉଥିବା ବେଳେ ଏହି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗିଦାମ ଥାନା ଅନ୍ତର୍ଗତ…