Latest Odisha News

BREAKING NEWS

Yearly Archives

2024

ବିକିନି ପିନ୍ଧି ବସ୍ ରେ ଚଢିଲେ ମହିଳା, ଲୋକମାନେ ଦେଲେ ଏମିତି ପ୍ରତିକ୍ରିୟା

ନୂଆଦିଲ୍ଲୀ: ଆଗରୁ ମେଟ୍ରୋ ଆଉ ଏବେ ବସ୍ ର ଭିଡିଓ ଭାଇରାଲ ହେବାରେ ଲାଗିଛି । କୌଣସି ନା କୌଣସି ଖବର ସହ ସବୁବେଳେ ଫ୍ରଣ୍ଟ ଲାଇନ୍ ରେ ରହୁଛି ଦିଲ୍ଲୀ ଟ୍ରାନ୍ସପୋର୍ଟ ସର୍ଭିସ । ଦିଲ୍ଲୀର ଡିଟିସି ବସ୍‌ରେ ଜଣେ ମହିଳା ବିକିନି ପିନ୍ଧି ଯାତ୍ରା କରୁଥିବା ଦେଖିବାକୁ ମିଳିଛି । ମହିଳାଙ୍କୁ…

ଏପ୍ରିଲ ୩୦ ରେ ନୌସେନା ମୁଖ୍ୟ ଭାବେ ଦାୟିତ୍ଵ ନେବେ ଉପ-ଆଡମିରାଲ ଦିନେଶ କୁମାର ତ୍ରିପାଠୀ

ନୂଆଦିଲ୍ଲୀ: ଉପ-ଆଡମିରାଲ ଦିନେଶ କୁମାର ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି ।କାରଣ ବର୍ତ୍ତମାନ ନାଭାଲ୍ ମୁଖ୍ୟ ଆଡମିରାଲ୍ ଆର ହରି କୁମାର ସେବାରୁ ଅବସର ନେଇଛନ୍ତି । ଦିନେଶ ତ୍ରିପାଠୀ ଏପ୍ରିଲ ୩୦ରେ ତାଙ୍କର ନୂତନ ପଦ ଗ୍ରହଣ କରିବେ।…

ଇସ୍ରାଏଲ ଆରମ୍ଭ କଲା କି ଇରାନ ଉପରେ ଆକ୍ରମଣ !

ତେହେରାନ: ଇରାନ ଓ ଇସ୍ରାଏଲ ଏବେ ମୁହାଁମୁହିଁ ହୋଇଛନ୍ତି । ଇସ୍ରାଏଲ ଉପରେ ଆକ୍ରମଣ କରି ଇରାନ ଏହି ଯୁଦ୍ଧର ବିଗୁଲ ଫୁଙ୍କି ସାରିଛି । ତେବେ ଆମେରିକାର ଏକ ପ୍ରତିଷ୍ଠିତ ମିଡିଆ ରିପୋର୍ଟ ଅନୁସାରେ ଇରାନର ଏକ ବିମାନବନ୍ଦର ଉପରେ ଇସ୍ରାଏଲ ମିସାଇଲ ଆକ୍ରମଣ କରିଛି । ତେବେ ଏହି ଖବରର ସତ୍ୟତା ଏ…

ଆଖି ବୁଜିଲା ଧଳା ବାଘୁଣୀ ସ୍ନେହା, ଗତକାଲିଠୁ ଥିଲା ଅସୁସ୍ଥ

ବାରଙ୍ଗ: ଆଖି ବୁଜିଲା ଧଳା ବାଘୁଣୀ ସ୍ନେହା । ଚିକିତ୍ସାଧୀନ ଅବସ୍ଥାରେ ବାଘୁଣୀ ସ୍ନେହାର ମୃତ୍ୟୁ ହୋଇଛି ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଅଧିକାରୀ । ଗତକାଲି ବାଘୁଣୀ ସ୍ନେହା ଅସୁସ୍ଥ ହେବାରୁ ତାକୁ ସାଲାଇନ୍ ଲଗାଇ ଚିକିତ୍ସା କରାଯାଉଥିଲା । ଆଜି ଚିକିତ୍ସାଧିନ…

୬୭ ବର୍ଷ ରେ ପାଦ ରଖିଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଚେୟାରମ୍ୟାନ୍

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଚେୟାରମ୍ୟାନ୍ ତଥା ଏମଡି ମୁକେଶ ଅମ୍ବାନୀଙ୍କ ଆଜି ଜନ୍ମଦିନ । ମୁକେଶ ଅମ୍ବାନୀ ୬୭ ବର୍ଷ ରେ ପର୍ଦାପଣ କରିଛନ୍ତି । ୧୯୫୭ ଏପ୍ରିଲ ୧୯ ରେ ଜନ୍ମଗ୍ରହଣ କରିଥିଲେ ମୁକେଶ ଅମ୍ବାନୀ  । ତାଙ୍କ ପିତା ଧୀରୁଭାଇ ଅମ୍ବାନୀଙ୍କ ମୃତ୍ୟୁ ପରେ ମୁକେଶ ପିତା ଙ୍କର…

ନବୀନ କଣ୍ଟାବାଞ୍ଜିର ପ୍ରାର୍ଥୀ, ତୁଟିବ କି ଲୋକଙ୍କ ଦୀର୍ଘ ବର୍ଷର ସମସ୍ୟା?

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ପ୍ରାର୍ଥୀ ବୋଲି ଘୋଷଣା ପରେ ଜନସାଧାରଣ ଓ ବିଜେଡି ସଦସ୍ୟଙ୍କ ମଧ୍ୟରେ ଅନେକ ଆଶା ଦେଖାଦେଇଛି। କଣ୍ଟାବାଞ୍ଜିରେ ଅନେକ ସମସ୍ୟା ରହିଛି, ଯାହାର ସ୍ଥାୟୀ ସମାଧାନର ଆବଶ୍ୟକତା ରହିଛି।…

ମୋଟର ସାଇକେଲ ଚଢ଼ି ମତଦାନ କେନ୍ଦ୍ରକୁ ଆସିଲେ ମୁଖ୍ୟମନ୍ତ୍ରୀ

ପୁଡୁଚେରୀ: ପୁଡୁଚେରୀ ମୁଖ୍ୟମନ୍ତ୍ରୀ ତଥା ଅଖିଳ ଭାରତୀୟ ଏନଆର କଂଗ୍ରେସ ପ୍ରତିଷ୍ଠାତା ଏନ୍ ରଙ୍ଗାସାମି ନିଜ ସାଧାସିଧା ଜୀବନଶୈଳୀ ପାଇଁ ବେଶ ଜଣାଶୁଣା। ଶୁକ୍ରବାର ସେ ତାଙ୍କ ମୋଟର ସାଇକେଲ ୟାମାହା ଆରଏକ୍ସ ୧୦୦ ଚଢି ମତଦାନ କେନ୍ଦ୍ରକୁ ଆସିଥିଲେ। ସକାଳ ପ୍ରାୟ ୮ଟା ୪୫ ରେ ସେ ଭୋଟ୍…

ଖୋର୍ଦ୍ଧା ସମେତ ଏହି ସବୁ ଜିଲ୍ଲାରେ ଅନୁଭୂତ ହେବ ହିଟ୍ଓ୍ବେଭ୍, ଅରେଞ୍ଜ ଆଲର୍ଟ ଜାରି

ଭୁବନେଶ୍ୱର: ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ଶୁକ୍ରବାର ମଧ୍ୟ ଏଭଳି ସ୍ଥିତି ଲାଗି ରହିବ ବୋଲି ଆକଳନ କରାଯାଇଛି। ଅନୁଗୁଳ, ବାଲେଶ୍ୱର, ଖୋର୍ଦ୍ଧା, ମୟୂରଭଞ୍ଜ, ସମ୍ବଲପୁର, ବୌଦ୍ଧ ଓ ନୟାଗଡ଼ର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।…

ଭୋଟ ପୂର୍ବରୁ ନିର୍ବାଚନୀ ହିଂସା, ବିଜେପି କର୍ମୀଙ୍କ ଘର ସାମ୍ନାରୁ ମିଳିଲା ବୋମା

କୋଲକାତା: ଭୋଟ ପୂର୍ବରୁ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ବଙ୍ଗଳାର କୁଚବିହାର ଜିଲ୍ଲାର ଦିନହାଟା ଅଞ୍ଚଳରେ ଜଣେ ବିଜେପି କର୍ମୀଙ୍କ ଘର ସାମ୍ନାରୁ ବୋମା ଜବତ କରାଯାଇଛି । ସେପଟେ ଚାନ୍ଦମାରି ଅଞ୍ଚଳରେ ଜଣେ ବିଜେପି ବୁଥ ସଭାପତି ଲାବ ସରକାରଙ୍କୁ ଆକ୍ରମଣ ହୋଇଥିବା…

ପ୍ରତିଶୋଧ ନେଲା ଇସ୍ରାଏଲ, ଇରାନ ଉପରେ କଲା ମିଶାଇଲ ମାଡ

ନୂଆଦିଲ୍ଲୀ: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି । ଇରାନର ଇସଫାହାନ ବିମାନ ବନ୍ଦର ନିକଟରେ ବିସ୍ଫୋରଣର ଘଟିଥିବା ନେଇ ସୂଚନା ରହିଛି । ଆମେରିକାର ଦୁଇ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଇସ୍ରାଏଲ ଇରାନ ଉପରେ…