Latest Odisha News

BREAKING NEWS

Yearly Archives

2024

ଯୁବ ବିଜେଡି କର୍ମୀଙ୍କ ଦବଙ୍ଗଗିରି; ମନ୍ତ୍ରୀଙ୍କୁ ଗୁହାରି କରିବାରୁ ଲୋକଙ୍କୁ ପିଟିଲେ

ରାୟଗଡ଼ା: ଯୁବ ବିଜେଡି କର୍ମୀଙ୍କ ଦବଙ୍ଗଗିରି। ମନ୍ତ୍ରୀଙ୍କୁ ଗୁହାରି କରିବାରୁ ଲୋକଙ୍କୁ ପିଟିଲେ ବିଜେଡ଼ି କର୍ମୀ। ରାୟଗଡ଼ା ବିଷମକଟକ ନିର୍ବାଚନ ମଣ୍ଡଳୀ ମୁନିଗୁଡ଼ା ବ୍ଲକ ରଘୁବାରିରେ ଘଟିଛି ଏଭଳି ଘଟଣା । ମନ୍ତ୍ରୀ ରଘୁବାରିକୁ ପ୍ରଚାର ପାଇଁ ଯାଇଥିଲା ବେଳେ ଘେରିଲେ ଲୋକେ । ଭୋଟ ମାଗିବା…

ସରବଜିତଙ୍କୁ ହତ୍ୟାକାରୀଙ୍କୁ ପାକିସ୍ତାନରେ ହତ୍ୟା

ଲାହୋର: ପାକିସ୍ତାନ ଜେଲରେ ବନ୍ଦୀଥିବା ଭାରତର ସରବଜିତ ସିଂଙ୍କ ହତ୍ୟାକାରୀ ଅମୀର ସର୍ଫରାଜଙ୍କୁ ରବିବାର ଅଜ୍ଞାତ ବନ୍ଧୁକଧାରୀ ଗୁଳି କରି ହତ୍ୟା କରିଛନ୍ତି । ଆଇଏସଆଇର ଇଶାରରେ ପାକିସ୍ତାନରେ ସରବଜିତଙ୍କୁ ପଲିଥିନରେ ଶ୍ୱାସରୁଦ୍ଧ କରାଯାଇ ହତ୍ୟା କରାଯାଇଥିଲା । ସର୍ଫରାଜ ପାକିସ୍ତାନରେ…

ଟି୨୦ ବିଶ୍ୱକପ ଦଳରେ ସ୍ଥାନ ପାଇବେ ତ ହାର୍ଦ୍ଦିକ

ମୁମ୍ବାଇ: ଚଳିତ ଆଇପିଏଲର ପ୍ରଦର୍ଶନକୁ ଭିତି କରି ଟିମ ଇଣ୍ଡିଆ ଟି୨୦ ବିଶ୍ୱକପ ପାଇଁ ଦଳ ଚୟନ କରିବ । ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଦଳର ନେତୃତ୍ୱ ନେଉଛନ୍ତି । ତେବେ ତାଙ୍କ ପ୍ରଦର୍ଶନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେ ଫିଟ ନ ଥିବା ଏବଂ ଭଲ ପ୍ରଦର୍ଶନ କରି ନ ଥିବାରୁ ବିଶ୍ୱକପ ଦଳରେ…

ଏହି ଦିନଠାରୁ ବନ୍ଦ ହୋଇଯିବ କଲ୍‌ ଫରୱାର୍ଡିଂ ସେବା, ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଏପ୍ରିଲ ୧୫ ତାରିଖଠାରୁ ଦେଶରେ ବନ୍ଦ ହୋଇଯିବ ୟୁଏସଏସଡି(USSD) କୋଡ୍ ମାଧ୍ୟମରେ କଲ୍ ଫରୱାର୍ଡ ସୁବିଧା। ଅନଲାଇନ୍ ତଥା ନକଲି କଲ୍ ମାଧ୍ୟମରେ ଜାଲିଆତି ବନ୍ଦ କରିବାକୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଦେଶରେ ଅନ୍‌ଲାଇନ୍‌ ଠକେଇ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। କିନ୍ତୁ…

ସଲମାନଙ୍କୁ ଏହା ପ୍ରଥମ ଓ ଶେଷଥର ପାଇଁ ୱାର୍ଣ୍ଣିଂ, ଏହାପରେ ଘର ବାହାରେ ଫୁଟିବନି ଗୁଳି: ଗ୍ୟାଙ୍ଗଷ୍ଟାରର ଫେସବୁକ୍…

ମୁମ୍ବାଇ: ବଲିଉଡ଼ ଭାଇଜାନ ସଲମାନ ଖାନଙ୍କ ଘର ବାହାରେ ଗୁଳି ବିନିମୟ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନିକଟରେ ସକ୍ରିୟ ହୋଇଥିବା ଫେସବୁକ ଆକାଉଣ୍ଟରେ ଗ୍ୟାଙ୍ଗଷ୍ଟର ଅନମୋଲ ବିଷ୍ଣୋଇ ନିଜକୁ ସଲମାନଙ୍କ ଘର ବାହାରେ ଗୁଳି ଚଳାଇବା ପାଇଁ ଦାୟୀ କରିଛନ୍ତି। ରବିବାର ସକାଳେ ଦୁଇଜଣ ଦୁର୍ବୃତ୍ତ…

ଟ୍ରକ୍‌ ପଛରେ ପଶିଗଲା କାର୍‌, ଜୀବନ୍ତ ଜଳିଗଲେ ୭ ଜଣ

ଜୟପୁର: ରାଜସ୍ଥାନର ସିକର ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା। ବିକାନେର ଜାତୀୟ ରାଜପଥରେ ଏକ କାର୍‌ ଟ୍ରକ୍‌ ପଛରେ ପଶିଗଲା କାର୍। ଘଟଣାରେ ଉଭୟ କାର୍ ଓ ଟ୍ରକରେ ଲାଗିଲା ନିଆଁ। ଫଳରେ ୭ ଜଣ ଜୀବନ୍ତ ଜଳି ଯାଇଛନ୍ତି। ରାଜପଥରେ ଏହି ଦୁର୍ଘଟଣା ପରେ ପୋଲିସ ପ୍ରଶାସନରେ ଆତଙ୍କ ଖେଳିଯାଇଥିଲା।…

ମଦ ଉଜାଡି ଦେଲା ସୁନା ସଂସାର: ୮ ବର୍ଷର ପୁଅକୁ ପିଟି ପିଟି ମାରିଦେଲା ମା’

ମାଲକାନଗିରି: ଅନ୍ତ ଫାଡି ପୁଅକୁ ଜନ୍ମ ଦେଇଥିଲା ମା’ । କିନ୍ତୁ ମଦ ଆଗରେ ଫିକା ପଡିଗଲା ମାତୃତ୍ଵ । ମଦ ନିଶାରେ ୮ ବର୍ଷର ପୁଅକୁ ପିଟି ପିଟି ମାରିଦେଲା ମା’ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାଲିମେଳା ଥାନା ତୁମ୍ବାଗୁଡ଼ା ଗାଁରେ । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ମୃତ ଶିଶୁର…

ଆମ୍ବେଦକର ଜୟନ୍ତୀ: ଆପ୍ ପାଳନ କଲା ‘ସମ୍ବିଧାନ ବଞ୍ଚାଅ ଓ ତାନାଶାହୀ ହଟାଅ’ ଦିବସ

ଭୁବନେଶ୍ୱର: ଆଜି ହେଉଛି ସମ୍ବିଧାନ ପ୍ରଣେତା ଡ.ବାବାସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ଆମ୍ ଆଦ୍‌ମୀ ପାର୍ଟି ସାରାଦେଶରେ ପାଳନ କରୁଛି 'ସମ୍ବିଧାନ ବଞ୍ଚାଅ ଓ ତାନାଶାହୀ ହଟାଅ' ଦିବସ। ଏହି ପରିପ୍ରେକ୍ଷିରେ ଆମ୍ ଆଦ୍‌ମୀ ପାର୍ଟି, ଓଡ଼ିଶା ଭୁବନେଶ୍ଵର ସ୍ଥିତ ଲୋୟେର ପି.ଏମ.ଜି…

ତତଲା କଡେଇରେ ଭାଜି ହେଉଛି ଓଡିଶା, ଦିନ ୨.୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ଭୁବନେଶ୍ଵର

ଭୁବନେଶ୍ଵର: ତତଲା କଡେଇରେ ଭାଜି ହେଉଛି ଓଡିଶା । ଦିନ ୨.୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଛି ରାଜଧାନୀ ଭୁବନେଶ୍ଵର । ରାଜ୍ୟରେ ଏବେ ପାରଦ ଉପର ମୁହାଁ ହୋଇଛି । ୪ ଦିନର ଆଶ୍ଵସ୍ତି ପରେ ଗତ ଦୁଇ ଦିନ ହେବ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଛି । ଆଜି ଦିନ ସାଢେ ୨ଟା ସୁଦ୍ଧା ୨ ସହରର…

ଡିଭାଇଡରରେ ପିଟି ହେଲା କାର୍, ଚାଲିଗଲା ବାପ-ଝିଅଙ୍କ ଜୀବନ

ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଯଶୋଟିକିରୀ ଛକ ନିକଟ ଏନଏଚ୍ ୧୬ରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଡିଭାଇଡରରେ କାର୍ ଟି ପିଟି ହେବାରୁ ଅକାରଣରେ ଚାଲିଗଲା ବାପ ଓ ଝିଅର ଜୀବନ । ମୃତକ ହେଲେ ସୁଭାଶିଷ ଗାଙ୍ଗୁଲି (୫୫) ଓ ତାଙ୍କ ୪ ବର୍ଷର ଝିଅ କୋଏଲ ଗାଙ୍ଗୁଲି ।…