ଭାଷା ଭାଗବତ : ଉତ୍କଳ ଭୁବନ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଯାହା ଯେତିକି ଅଛି, ବାଂଟ
ଧାଡ଼ି ବାଂଧି ଆସିବେ ଖଂଟ
ଦଂଡକେ ସବୁ ନେବେ ବୋହି
ଆଉ କିଛି ବଳିବନାହିଁ
ଭାଂଗି ଗଲାଣି ମେରୁଦଂଡ
ସମାଜ ହେଲା ଖଂଡ ଖଂଡ
ନଇଁଲେ ଲୋକଂକର ମୁଂଡ
ଫିଟେନି କାହାର ବି ତୁଂଡ
ଲୋକଂକୁ କରିଲେ ଭିକାରି
ଯଶ କି…