Latest Odisha News

BREAKING NEWS

Yearly Archives

2024

କଡ଼ା ସୁରକ୍ଷା ବଳୟ ଭିତରେ ଷ୍ଟ୍ରଙ୍ଗ ରୁମକୁ ପହଞ୍ଚିଲା ଇଭିଏମ

ଖୋର୍ଦ୍ଧା: ପାଖେଇ ଆସୁଛି ନିର୍ବାଚନ। ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ନିର୍ବାଚନ ପୂର୍ବରୁ ଷ୍ଟ୍ରଙ୍ଗ ରୁମକୁ ଆସିଛି ଇଭିଏମ । କଡା ସୁରକ୍ଷା ବଳୟରେ ଖୋର୍ଦ୍ଧା ସ୍ଥିତ ପଣ୍ୟଗାରରୁ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଆସିଛି ଇଭିଏମ। ଜଟଣୀ, ଜୟଦେବ, ଭୁବନେଶ୍ୱର…

ଏହି ଉଦ୍ୟାନରେ ବାଘମାନଙ୍କୁ କାହିଁକି ରଖାଯାଏ ଉପବାସ

ନୂଆଦିଲ୍ଲୀ: ଆମେ ବାଘମାନଙ୍କୁ ପୃଥିବୀର ସବୁଠାରୁ ବିପଦପୂର୍ଣ୍ଣ ଏବଂ ନିଷ୍ଠୁର ପ୍ରାଣୀ ବୋଲି ବିବେଚନା କରୁ। କାରଣ ବାଘମାନେ ଅନ୍ୟ ପଶୁପକ୍ଷୀ ମାନଙ୍କୁ ଶିକାର କରିଥାନ୍ତି । ଏମାନେ ଶିକାର କରିବା ସମୟରେ କୌଣସି ପ୍ରକାର ଦୟା ଦେଖାନ୍ତି ନାହିଁ ।ବାଘ ସମ୍ପୁର୍ଣ୍ଣ ମାସାଂଶୀ ପ୍ରାଣି ଏବଂ…

ରାମ ମନ୍ଦିରରେ ସ୍ୱର୍ଣ୍ଣରେ ତିଆରି ରାମାୟଣ ପୁସ୍ତକ ଦେଖିପାରିବେ ଭକ୍ତ

ଅଯୋଧ୍ୟା: ରାମ ମନ୍ଦିରରେ ଭଗବାନଙ୍କୁ ଦର୍ଶନ କରିବା ସହ ଭକ୍ତମାନେ ଆଉ ଏକ ଅଦ୍ଭୁତ ପୁସ୍ତକ ଦେଖିବେ । ଗର୍ଭ ଗୃହରେ ସ୍ୱର୍ଣ୍ଣରେ ନିର୍ମିତ ରାମାୟଣ ପୁସ୍ତକ ରଖାଯାଇଛି । ମଧ୍ୟପ୍ରଦେଶର ପୂର୍ବ ଆଇଏଏସ ସୁବ୍ରମଣ୍ୟମ ଲକ୍ଷ୍ମୀନାରାୟଣନ ଓ ତାଙ୍କ ପତ୍ନୀ ସରସ୍ୱତୀ ରାମ ମନ୍ଦିର ଟ୍ରଷ୍ଟକୁ ଏହା ଦାନ…

ଗାଡ଼ିରେ କଳାକାଚ ଲାଗିଥିଲେ ଗଣିବେ ଜୋରିମାନା

ଭୁବନେଶ୍ୱର: ଆସନ୍ତା ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ତେବେ ନିର୍ବାଚନକୁ ଦୃଷ୍ଟରେ ରଖି ଗାଡ଼ିର କଳାକାଚ ଯାଞ୍ଚ ଅଭିଯାନ ଆରମ୍ଭ କରିଛି ଓଡ଼ିଶା ପୋଲିସ। ଗାଡ଼ିରେ କଳାକାଚ ଲାଗିଥିଲେ ଗଣିବେ…

କେରଳରେ ପ୍ରେମିକାଙ୍କୁ ହତ୍ୟା, କନ୍ଧମାଳରୁ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର: ପ୍ରେମିକାଙ୍କୁ ହତ୍ୟା କରିବା ଅଭିଯୋଗରେ କେରଳ ପୋଲିସ କନ୍ଧମାଳରୁ ଅଭିଯୁକ୍ତକୁ କଲା ଗିରଫ। ଅଭିଯୁକ୍ତ ଜଣଙ୍କ କନ୍ଧମାଳରେ ରଚିଥିଲା ପ୍ରେମ। ପ୍ରେମିକାଙ୍କୁ କେରଳ ନେଇ କଲା ହତ୍ୟା। ଏଭଳି ହତ୍ୟା ଘଟଣାର ଅଭିଯୁକ୍ତକୁ କୋଟଗଡ ପୋଲିସ ସହାୟତାରେ କେରଳ ପୋଲିସ ଗିରଫ କରିବାରେ ସକ୍ଷମ…

ସନ୍ଦେଶଖାଲି ମାମଲା: ସିବିଆଇ ହାତକୁ ଗଲା ତଦନ୍ତ ଭାର

କୋଲକାତା: ସନ୍ଦେଶଖାଲି ମାମଲାରେ ସିବିଆଇ ହାତକୁ ଗଲା ତଦନ୍ତ ଭାର । ଆଜି କଲିକତା ହାଇକୋର୍ଟ ସିବିଆଇକୁ ଏହି ମାମଲାର ତଦନ୍ତ ଦାୟିତ୍ୱ ଦେଇଛନ୍ତି । ବର୍ତ୍ତମାନ କୋର୍ଟଙ୍କ ତତ୍ତ୍ୱାବଧାନରେ ସିବିଆଇ ତଦନ୍ତ କରିବ ଏବଂ ସମସ୍ତ ରିପୋର୍ଟ ସଠିକ ସମୟରେ କୋର୍ଟରେ ଦାଖଲ କରିବ । ଏହି ମାମଲାର…

ରାମ ମନ୍ଦିରରେ ପୂଜା ପାଇବ ସୁନାର ରାମାୟଣ, ପୁସ୍ତକର ଦାମ୍ ଶୁଣି ହୋଇଯିବେ ଆଶ୍ଚର୍ଯ୍ୟ

ଅଯୋଧ୍ୟା: ମଧ୍ୟପ୍ରଦେଶ କ୍ୟାଡରର ପୂର୍ବତନ ଆଇଏଏସ୍ ସୁବ୍ରମଣ୍ୟମ୍ ଲକ୍ଷ୍ମୀନାରାୟଣନ୍ ଏବଂ ତାଙ୍କ ପତ୍ନୀ ସରସ୍ୱତୀ ପ୍ରଭୁ ରାମଲାଲାଙ୍କ ପାଇଁ ୪କିଲୋ ସୁନାରେ ନିର୍ମିତ ଏକ ରାମାୟଣ ପୁସ୍ତକ ରାମ ମନ୍ଦିର ଟ୍ରଷ୍ଟକୁ ପ୍ରଦାନ କରିଛନ୍ତି । ଏହି ସୁବର୍ଣ୍ଣ ରାମାୟଣକୁ ଅଯୋଧ୍ୟାରେ ରାମ ମନ୍ଦିରର…

ଗନ୍ଧମାର୍ଦ୍ଦନ ପାହାଡରେ ପୋଲିସ-ମାଓ ଗୁଳି ବିନିମୟ ଘଟଣା: ଛତ୍ରଭଙ୍ଗ ଦେଲେ ୧୫ରୁ ଉର୍ଦ୍ଧ୍ୱ ମାଓବାଦୀ

ବରଗଡ: ମାତ୍ର ଦୁଇ ମାସ ମଧ୍ୟରେ ବରଗଡ଼ ଜିଲ୍ଲାର ପାଇକମାଳ ଥାନା ଅଞ୍ଚଳରେ ମାଓବାଦୀ ମାନେ ଦୁଇ ଦୁଇ ଥର ନିଜ ଉପସ୍ଥିତି ଜାହିର କରିଛନ୍ତି । ମଙ୍ଗଳବାର ଡିଭିଏଫ୍-ଏସଓଜି ଓ ସିଆରପିଏଫ୍ ଟିମ୍ ର ମିଳିତ କମ୍ବିଂ ଅପରେସନ କରଯାଇଥିବା ବେଳେ ପ୍ରଥମେ ମାଓବାଦୀ ମାନେ ଗୁଳି ଚଳାଇଥିଲେ । ଏହାର ପାଲଟା…

ବ୍ରହ୍ମଗିରିରେ ଉମା ଉପାସନା ଲଢେଇ

ଭୁବନେଶ୍ୱର: କାହାକୁ ବାଛିବ ବ୍ରହ୍ମଗିରି ? ଦାଦାଙ୍କ ପରେ ପୁଣି ପଦ୍ମ ଫୁଟାଇବେ କି ଉପାସନା ? ପୁଣି ବିଜେପିକୁ ଦେବେ କି ବିଜୟ ଭେଟି ? ନା ବିଜେପିଠାରୁ ବ୍ରହ୍ମଗିରି ଛଡାଇ ନେବେ ଉମା ? କେତେ ସଫଳ ହେବ ବିଜେଡିର ବ୍ରହ୍ମଗିରି ରଣନୀତି ? ଉମା ସାମନ୍ତରାୟଙ୍କୁ ସିପାହି କରି ସଫଳତା ପାଇବ କି ଦଳ…

‘ତଭି ତୋ ସଭି ମୋଦୀ କୋ ଚୁନତେ ହୈ’: ୧୨ଟି ଭାଷାରେ ରିଲିଜ ହେଲା ବିଜେପିର ନିର୍ବାଚନୀ ଗୀତ

ନୁଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ମତଦାତାଙ୍କ ପାଖରେ ନିଜର ବାର୍ତ୍ତା ପହଞ୍ଚାଇବା ପାଇଁ ରାଜନୈତୀକ ଦଳ ମାନେ ଭିନ୍ନ ଭିନ୍ନ ପନ୍ଥା ଆପଣେଇଛନ୍ତି । ଏହାରି ଭିତରେ ଦେଶର ସର୍ବବୃହତ ରାଜନୈତିକ ଦଳ ବିଜେପି ‘ତଭି ତୋ ସବ ମୋଦୀ କୋ ଚୁନତେ ହୈ’ ଥିମରେ ୧୨ ଟି ଭାଷାରେ ଏକ ନୂଆ ଗୀତ ରିଲିଜ କରିଛି…