ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି ଅଭିନେତା ଅମିତାଭ ବଚ୍ଚନ, ସ୍ଵାସ୍ଥ୍ୟକୁ ନେଇ ଉଠିଥିବା ଗୁଜବକୁ ଖଣ୍ଡନ କଲେ ବିଗ୍ ବି
ମୁମ୍ବାଇ: ଗତକାଲି ବଲିଉଡର ଜଣାଶୁଣା ଅଭିନେତା ଅମିତାଭ ବଚ୍ଚନଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଥିଲା । ୮୧ ବର୍ଷୀୟ ଅଭିନେତା ଗତକାଲି କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ କିଛି ଗଣମାଧ୍ୟମରେ ଖବର ଆସିଥିଲା ଯେ ତାଙ୍କ ଗୋଡ଼ରେ ଜମାଟ ବାନ୍ଧିବାରୁ ଆଞ୍ଜିଓପ୍ଲାଷ୍ଟି…