ସୋସିଆଲ ମିଡିଆରେ ଘୁରି ବୁଲୁଛି ଲୋକସଭା ନିର୍ବାଚନ ତାରିଖ
ନୂଆଦିଲ୍ଲୀ: ପାଖେଇ ଆସିଲାଣି ଲୋକସଭା ନିର୍ବାଚନ ୨୦୨୪। ତେଣୁ ସମସ୍ତ ରାଜନୈତିକ ଦଳ ପ୍ରାର୍ଥୀ ଚୟନରେ ବ୍ୟସ୍ତ ଅଛନ୍ତି । ତେବେ ଲୋକସଭା ନିର୍ବାଚନ ତାରିଖ ସମ୍ପର୍କରେ ସୋସିଆଲ ମିଡିଆରେ ଏବେ ତାରିଖ ଭାଇରାଲ ହେବାରେ ଲାଗିଛି । ଭାଇରାଲ ମେସେଜରେ ଉଲ୍ଲେଖ କରାଯାଇଛି ଯେ ଏପ୍ରିଲ ୧୯…