Latest Odisha News

BREAKING NEWS

Yearly Archives

2024

ଚର୍ଚ୍ଚାରେ ଫିର୍ ଆଏଗା ମୋଦୀ ଗୀତ; ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ

ଭୁବନେଶ୍ୱର: ପାଖେଇ ଆସିଲାଣି ନିର୍ବାଚନୀ ଋତୁ । ଏଥିପାଇଁ ସାରା ଦେଶରେ ନିର୍ବାଚନୀ ଉଷ୍ମତା ଦେଖିବାକୁ ମିଳିଲାଣି । ଏମିତିକି ବିଭିନ୍ନ ରାଜନୖତିକ ଦଳ ଭୋଟରଙ୍କ ନିକଟରେ ପହଞ୍ଚିଲେଣି । ଆଉ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ କସରତ ଆରମ୍ଭ କରିସାରିଲେଣି । ଏହି କ୍ରମରେ ଭାରତୀୟ…

ପରଲୋକରେ ଜାତୀୟ ପୁରଷ୍କାର ବିଜେତା ନିର୍ଦ୍ଦେଶକ କୁମାର ସାହାନୀ

ମୁମ୍ବାଇ: ପରଲୋକରେ ଜାତୀୟ ପୁରଷ୍କାର ବିଜେତା ନିର୍ଦ୍ଦେଶକ କୁମାର ସାହାନୀ । ଚଳଚ୍ଚିତ୍ର ନିର୍ମାତା କୁମାର ସାହାନୀଙ୍କ ୮୩ ବର୍ଷ ବୟସରେ ଦେହାନ୍ତ ହୋଇଛି । ସାହନୀଙ୍କ ଘନିଷ୍ଠ ବନ୍ଧୁ ତଥା ଅଭିନେତ୍ରୀ ମୀତା ବଶିଷ୍ଠ କହିଛନ୍ତି ଯେ, ଗତକାଲି ରାତିରେ କୋଲକାତାର ଏକ ଡାକ୍ତରଖାନାରେ…

ବିଜେପିରେ ମିଶିଲେ ବିଏସପି ସାଂସଦ ରିତେଶ୍ ପାଣ୍ଡେ

ନୂଆଦିଲ୍ଲୀ: ବିଜେପିରେ ମିଶିଲେ ବିଏସପି ସାଂସଦ ରିତେଶ୍ ପାଣ୍ଡେ । ୟୁପିର ଆମ୍ବେଦକର ନଗର ଆସନରୁ ଇସ୍ତଫା ଦେଇଛନ୍ତି ବିଏସପି ଲୋକସଭା ସାଂସଦ ରିତେଶ ପାଣ୍ଡେ । ନିକଟରେ ସେ ସଂସଦ କ୍ୟାଣ୍ଟିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମଧ୍ୟାହ୍ନ ଭୋଜନ କରୁଥିବା ଦେଖିବାକୁ ମିଳିଥିଲା । …

କେମିତି ଇଂରାଜୀ ପ୍ରଶ୍ନପତ୍ର ଲିକ୍ ହେଲା, ମନ୍ତ୍ରୀଙ୍କଠୁ ଜବାବ ମାଗିଲା ଏବିଭିପି

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ପରିଚାଳନାରେ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) କର୍ମୀ ରବିବାର ଭୁବନେଶ୍ୱରରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ସରକାରୀ…

ଭାରତର ଏହି ରାଜ୍ୟରେ ରହିଛି ସବୁଠାରୁ ଅଧିକ ମନ୍ଦିର…

ଚେନ୍ନାଇ: ଆମ ଦେଶ ଏକ ଧର୍ମନିରପେକ୍ଷ ରାଷ୍ଟ୍ର । ଏଠାରେ ସବୁ ଧର୍ମର ଲୋକ ବସବାସ କରନ୍ତି । ଯେଉଁଥିରେ ହିନ୍ଦୁ, ମୁସଲମାନ, ଶିଖ, ଖ୍ରୀଷ୍ଟିଆନ, ଜୈନ, ପାର୍ସୀ ଏବଂ ଅନ୍ୟ ଧର୍ମ ମଧ୍ୟ ଅନ୍ତର୍ଭୁକ୍ତ । ଏସବୁ ମଧ୍ୟରେ ହିନ୍ଦୁ ଧର୍ମାବଲମ୍ବୀଙ୍କ ସଂଖ୍ୟା ସର୍ବାଧିକ । ହିନ୍ଦୁ ଧର୍ମର ପ୍ରାୟ ୯୭…

ବିନା ଡ୍ରାଇଭରରେ ଶହେ କିମି ବେଗରେ ଦୌଡ଼ିଲା ମାଲଗାଡ଼ି

ନୂଆଦିଲ୍ଲୀ: ପଞ୍ଜାବର ପଠାନକୋଟ ନିକଟରେ ଆଜି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏକ ମାଲଗାଡି ଟ୍ରେନ୍ ହଠାତ୍ ଶହେ କିଲୋମିଟର ଦ୍ରୁତ ଗତିରେ ଦୌଡ଼ିବାରେ ଲାଗିଥିଲା । ତେବେ ଏହି ମାଲଗାଡ଼ିରେ ଟ୍ରେନ୍ ଡ୍ରାଇଭର ନଥିଲେ । ବିନା ଡ୍ରାଇଭରରେ ମାଲଗାଡି ରେଳ ଧାରଣାରେ ଚାଲୁଥିଲା ।…

ସାଂସଦ ଓ ବିଧାୟକଙ୍କ ଅପରାଧିକ ମାମଲାର ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଓଡ଼ିଶା ହାଇକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରି ରାଜ୍ୟ ସରକାରଙ୍କୁ ନୂଆ ସମୟ ସୀମା ଜାରି କରିଛନ୍ତି। ପୂର୍ବରୁ ନିର୍ଦ୍ଦେଶ ସତ୍ତ୍ୱେ ଓଡ଼ିଶାର ବିଭିନ୍ନ ଅଦାଲତରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରାଧୀନ ଥିବା ଅପରାଧିକ ମାମଲାର ତ୍ୱରିତ ସମାଧାନ ପାଇଁ କ'ଣ ପଦକ୍ଷେପ ନିଆଯାଇଛି ସେ…

ଛତିଶଗଡ ପୁଣି ମୁହାଁମୁହିଁ ହେଲେ ସୁରକ୍ଷାକର୍ମୀ-ମାଓବାଦୀ, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ମାଓବାଦୀ

ମାଲକାନଗିରି: ଛତିଶଗଡ ପୁଣି ମୁହାଁମୁହିଁ ହେଲେ ସୁରକ୍ଷାକର୍ମୀ-ମାଓବାଦୀ । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ମାଓବାଦୀ । ସେପଟେ ମାଓବାଦୀଙ୍କ ଗୁଳିରେ ଆହତ ହୋଇଛନ୍ତି ଜଣେ ଯବାନ । ଯବାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି । ସୂଚନା ଅନୁସାରେ,…

‘ମନ୍ କୀ ବାତ’ରେ ଓଡ଼ିଆ ଦମ୍ପତି ଜୟନ୍ତୀ ମହାପାତ୍ର ଓ ବୀରେନ ସାହୁଙ୍କୁ ଖୁବ ପ୍ରଶଂସା କଲେ…

ଭୁବନେଶ୍ୱର: 'ମନ୍ କୀ ବାତ୍' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ରେଡିଓ ଅଭିଭାଷଣରେ ଓଡ଼ିଶାର ଏକ ଦମ୍ପତିଙ୍କ ଉଲ୍ଲେଖନୀୟ ପ୍ରୟାସକୁ ପ୍ରଶଂସା କରିଛନ୍ତି। ଏକଦା ବେଙ୍ଗାଲୁରୁରେ ମ୍ୟାନେଜମେଣ୍ଟ ପ୍ରଫେସନାଲ ଥିବା ଜୟନ୍ତୀ ମହାପାତ୍ର ଓ ତାଙ୍କ ସ୍ୱାମୀ ବିରେନ ସାହୁ ଏକ…