Latest Odisha News

BREAKING NEWS

Yearly Archives

2024

ବିଜାପୁରେ ନକ୍ସଲି ଆକ୍ରମଣ, ଛତିଶଗଡ଼ର ଯବାନ ସହିଦ

ରାୟପୁର: ଛତିଶଗଡ଼ର ବିଜାପୁର ଜିଲ୍ଲାରେ ରବିବାର ସନ୍ଧ୍ୟାରେ ଏକ ବଡ଼ ଧରଣର ଆକ୍ରମଣ ଖବର ସାମ୍ନାକୁ ଆସିଛି। ଏହି ଆକ୍ରମଣରେ ଛତିଶଗଡ଼ର ସିଆରପିଏଫ ଯବାନ ସହିଦ ହୋଇଥିବା ନେଇ ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ରବିବାର ଅପରାହ୍ନରେ ବିଜାପୁର ଜିଲ୍ଲାର ମିରତୁର ପୋଲିସ ଷ୍ଟେସନ…

ସାହାରା ଟଙ୍କା ଫେରି ପାଇବେ ଏହି ଉପଭୋକ୍ତା, ଚେକ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ: ସାହାରା ଇଣ୍ଡିଆ କମ୍ପାନୀରେ ବିନିଯୋଗ କରିଥିବା ଟଙ୍କାକୁ ନେଇ ଅନେକ ଲୋକ ଏବେ ବି ଚିନ୍ତାଗ୍ରସ୍ତ ରହିଛନ୍ତି। ଏପରି ପରିସ୍ଥିତିରେ ଆପଣ ମଧ୍ୟ ଟଙ୍କା ଫେରି ପାଇବା ପାଇଁ ଅପେକ୍ଷା କରିଥିବେ। ସାହାରା ଇଣ୍ଡିଆ ବର୍ତ୍ତମାନ ସୁଦ୍ଧା ୨.୫ ଲକ୍ଷ ଲୋକଙ୍କୁ ୨୪୧ କୋଟି ଟଙ୍କା ଫେରସ୍ତ…

ଇରାନରୁ ମିଳିଲା ସର୍ବ ପୁରାତନ ଲିପଷ୍ଟିକ

ତେହେରାନ: ଇରାନର କରମାନ ଅଂଚଳରୁ ବିଶ୍ୱର ସର୍ବପୁରାତନ ଲିପଷ୍ଟିକ ମିଳିଛି । ଆଜିକୁ ୩୬୦୦ ବର୍ଷ ତଳେ ଏହାର ବ୍ୟବହାର ହେଉଥିବା ଅନୁମାନ କରାଯାଇଛି । ଏହାକୁ ଏବେ ଇରାନର ସଂଗ୍ରହାଳୟରେ ରଖାଯାଇଛି । ଜିରାଫଟରେ ଅନେକ କବର ମଧ୍ୟରେ ହଲୀଲ ନଦୀର ପାଣି ପଶି ଯାଇଥିଲା । ଫଳରେ ଏହା ମଧ୍ୟରେ…

ଆସନ୍ତା କାଲି ୪୧ ହଜାର କୋଟି ଟଙ୍କାର ରେଳ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା କାଲି ଅର୍ଥାତ ଫେବୃଆରୀ ୨୬ ତାରିଖ ଅପରାହ୍ଣ ସାଢେ ୧୨ଟାରେ ଭିଡ଼ିଓ କନଫରେନସିଂ ଜରିଆରେ ୪୧ ହଜାର କୋଟି ଟଙ୍କରୁ ଅଧିକ ମୂଲ୍ୟର ରେଳ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଉଦଘାଟନ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ରେଳ ଷ୍ଟେସନରେ…

ଏବେ ବି ବଜାରରେ ରହିଛି ୮୮୯୭ କୋଟି ଟଙ୍କାର ୨ ହଜାର ଟଙ୍କିଆ ନୋଟ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ବଜାରରୁ ୨ ହଜାର ଟଙ୍କା ନୋଟ୍ ହଟାଇ ଦେଇଛି। ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏହି ନୋଟର ପ୍ରଚଳନ ଆରମ୍ଭ କରାଯାଇଥିଲା। ଏହାପରେ ଆରବିଆଇ ଏହାକୁ ୧୯ ମଇ ୨୦୨୩ରେ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ଲୋକମାନେ ଏହାକୁ ଜମା…

ସର୍ଫରାଜଙ୍କ ହେଲେମେଟ ପିନ୍ଧିବାକୁ କହି ଚର୍ଚ୍ଚାରେ ରୋହିତ

ରାଂଚୀ: ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ ଅବସରରେ ସର୍ଫରାଜ ଖାଁଙ୍କ ଉପରେ ଅଧିନାୟକ ରୋହିତ ଶର୍ମା ବିରକ୍ତ ହେବା ଏବେ ଚର୍ଚ୍ଚାର କାରଣ ସାଜିଛି । ରୋହିତଙ୍କ ଏହି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି । ଏପରିକି ଦିଲ୍ଲୀ ପୋଲିସ ତାଙ୍କ ବୟାନକୁ ସଚେତନତା ପାଇଁ ବ୍ୟବହାର କରିଛି । ଇଂଲଣ୍ଡ…

ବାପା କାରଗିଲ ଯୁଦ୍ଧ ଲଢ଼ିଥିଲେ, ପୁଅ ଏବେ ଇଂଲଣ୍ଡକୁ ନାକେଦମ କରୁଛନ୍ତି

ରାଂଚୀ: ଇଂଲଣ୍ଡ ବିପକ୍ଷ ଚତୁର୍ଥ କ୍ରିକେଟ ଟେଷ୍ଟରେ ୭ମ ସ୍ଥାନରେ ବ୍ୟାଟିଂ କରିଥିବା ଭାରତର ଧ୍ରୁବ ଜୁରେଲ ୯୦ ରନର ଇନିଂସ ଖେଳି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ୨୩ ବର୍ଷୀୟ ଏହି କ୍ରିକେଟର ତାଙ୍କ ଇନିଂସରେ ୬ ଚୌକା ଓ ୪ ଛକା ମାରିଥିଲେ । ଉତର ପ୍ରଦେଶରେ ଜନ୍ମିତ ଧ୍ରୁବଙ୍କ ବାପା ସେ…

ପାରା ବ୍ୟାଡମିଂଟନ ୱାର୍ଲ୍ଡ ଚାମ୍ପିୟନଶିପ: ରେକର୍ଡ ୫ମ ଥର ଟାଇଟଲ ହାସଲ କଲେ ଓଡିଶାର ପ୍ରମୋଦ

ଭୁବନେଶ୍ୱର: ଓଡିଶାର ପ୍ରମୋଦ ଭଗତ ବିଡବ୍ଲ୍ୟୁଏଫ ପାରା ବ୍ୟାଡମିଂଟନ ବିଶ୍ୱ ଚାମ୍ପିୟନଶିପରେ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ୩୫ ବର୍ଷୀୟ ପ୍ରମୋଦ ଓଭରାଲ ୫ମ ଏବଂ କ୍ରମାଗତ ତୃତୀୟ ଥର ପାଇଁ ଏସଏଲ ୩ ବିଭାଗରେ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ପ୍ରମୋଦ ଇଂଲଣ୍ଡର ଡାନିଏଲ ବେଥେଲଙ୍କୁ…

ଭାରତୀୟ ମାଟିରେ ସର୍ବାଧିକ ୱିକେଟ ନେବାରେ ରେକର୍ଡ କଲେ ଅଶ୍ୱୀନ

ରାଂଚୀ: ଭାରତର ମହାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ଇଂଲଣ୍ଡ ବିପକ୍ଷ ଚତୁର୍ଥ କ୍ରିକେଟ ଟେଷ୍ଟରେ ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ଟେଷ୍ଟରେ ୫୦୦ ୱିକେଟ ଲ୍ୟାଣ୍ଡମାର୍କ ଛୁଇଁଥିବା ଅଶ୍ୱୀନ ଭାରତ ମାଟିରେ ସର୍ବାଧିକ ୱିକେଟ ହାସଲ କରିଥିବା ବୋଲର ସାଜିଛନ୍ତି । ସେ ଅନୀଲ କୁମ୍ବଲେ ଓ…

ସିରିଜ ବିଜୟ ପାଇଁ ଭାରତକୁ ଆବଶ୍ୟକ ୧୫୨ ରନ

ରାଂଚୀ: ଇଂଲଣ୍ଡ ବିପକ୍ଷ ଚତୁର୍ଥ କ୍ରିକେଟ ଟେଷ୍ଟରେ ଭାରତ ଦୃଢ଼ ସ୍ଥିତିରେ ରହିଛି । ରବିବାର ତୃତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ଭାରତ କୌଣସି ୱିକେଟ ନ ହରାଇ ୪୦ ରନ ସଂଗ୍ରହ କରି ନେଇଛି । ରୋହିତ ଶର୍ମା ୨୪ ଓ ଯଶସ୍ୱୀ ଜୈସୱାଲ ୧୬ ରନ କରି ଅପରାଜିତ ରହିଛନ୍ତି । ପୂର୍ବରୁ ଇଂଲଣ୍ଡର ପ୍ରଥମ…