ଭାଷା ଭାଗବତ : ବିକଳ୍ପ ସଂଧାନ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଦଳ ସହିତ କରି ସଂଧି
ଯେ ହୁଏ ଲୋକ ପ୍ରତିନିଧି
ସେ ହୁଏନାହିଁ ଗଣସ୍ବର
ଚଳେ ଏପରି ଗଣତଂତ୍ର
ଲୋକଂକ ପୀଡ଼ା ଆଉ ଦୁଃଖ
ବୁଝିପାରେନି ଯେଉଁ ଲୋକ
ହୁଏ ସେ ଖୁବ୍ ବଡ଼ ନେତା
ସବୁଠି ପାଳେ ନିରବତା
…