Latest Odisha News

BREAKING NEWS

Yearly Archives

2024

ବିଭକ୍ତି

 ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଯାହାଦ୍ୱାରା ସଂଖ୍ୟା ଓ କାରକର ପରିଚୟ ହୁଏ ତାହା ବିଭକ୍ତି । ବିଭକ୍ତି ପାଇଁ ଗୋଟିଏ ପଦ ବା କାରକ ଅନ୍ୟପଦଠାରୁ ଅଲଗା ବୋଲି ଜାଣିହୁଏ । ଗୋଟିଏ ପଦରୁ ଅନ୍ୟପଦକୁ ବିଭକ୍ତ କରୁଥିବାରୁ ଏହା ବିଭକ୍ତି ଭାବେ ପରିଚିତ ।ର୍କାକାରକରେ ପ୍ରଥମା,…

ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ

କଟକ: ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ । ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ ରଘୁବର ଦାସ । ହାଇକୋର୍ଟରେ ନୂଆ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ନେଇ ଗତ ୨ ତାରିଖରେ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ…

କବିତା : ବାପା

ଆଦ୍ୟାଶା ନନ୍ଦ ମୋ ଦେହେ ଜୀବନ ସଞ୍ଚରିଛ ତୁମେ ତୁମେ ପରା ମୋ ସ୍ପନ୍ଦନ ତୁମେ ମୋର ଗର୍ବ ତୁମେ ଗୌରବ ଈଶ୍ୱରଙ୍କ ବରଦାନ । ଅକୁହା ମନର କୋହକୁ ବୁଝିଛ ବୁଝିଛ ଅବ୍ୟକ୍ତ ଦୁଃଖ ମୋ ଆୟୁଷ ବାପା ତୁମକୁ ଲାଗୁ ହେ ଜୀବନ ହେଉ ସାର୍ଥକ । ସଂସାର ବାଟରେ ହେଲେ ବାଟବଣା ମନ ଖୋଜୁଥାଏ…

ଯେଉଁ ବ୍ୟକ୍ତି ଭଲ କାମ କରନ୍ତି ସେ ସମ୍ମାନ ପାଆନ୍ତି ନାହିଁ: ଗଡକରୀ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ମଙ୍ଗଳବାର କହିଛନ୍ତି ଯେ ଯେଉଁମାନେ ରାଜନୀତିରେ ଭଲ କାମ କରିଛନ୍ତି ସେମାନଙ୍କୁ ସମ୍ମାନ ମିଳିନାହିଁ ଏବଂ ଯେଉଁମାନେ ଖରାପ କାମ କରିଛନ୍ତି ସେମାନଙ୍କୁ କେବେ ଦଣ୍ଡିତ କରାଯାଇନାହିଁ। ରାଜନେତାଙ୍କ ମଧ୍ୟରେ ସୁଯୋଗବାଦ ଓ ବିଚାରଧାରାର ଅବକ୍ଷୟକୁ…

ଶରୀରରେ ଦେଖାଯାଉଥିବା ଏହି ଲକ୍ଷଣଗୁଡ଼ିକ ଭିଟାମିନ୍ ଡି ଅଭାବର କାରଣ, ଜାଣନ୍ତୁ କେଉଁ ଲୋକମାନେ ହୁଅନ୍ତି ବେଶି…

ନୂଆଦିଲ୍ଲୀ: ଆମ ଶରୀର ପାଇଁ ଭିଟାମିନ୍ ଡି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭିଟାମିନ୍ ଡି ଶରୀର ପାଇଁ କ୍ୟାଲସିୟମ୍ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ଏବଂ ହାଡକୁ ଶକ୍ତିଶାଳୀ କରିଥାଏ । ଶରୀରରେ ଭିଟାମିନ୍ ଡି ର ଅଭାବ ହେତୁ ହାଡ ଦୁର୍ବଳ ହୋଇଯାଏ ଏବଂ ବ୍ୟକ୍ତି ର ଶରୀରରେ ହାଡ ସମ୍ବନ୍ଧୀୟ…

ମଧୁବାବୁ ପେନସନ ଯୋଜନାରେ ଯୋଡି ହେବେ ଆଉ ୪ ଲକ୍ଷ ହିତାଧିକାରୀ

ଭୁବନେଶ୍ୱର: ବିଭିନ୍ନ ବର୍ଗର ଲୋକଙ୍କୁ ମାସିକ ପେନସନ ପ୍ରଦାନ କରୁଥିବା ସାମାଜିକ ସୁରକ୍ଷା ଯୋଜନା ମଧୁବାବୁ ପେନସନ ଯୋଜନା (ଏମବିପିୱାଇ)ରେ ଆଉ ୪ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବକୁ ଅନୁମୋଦନ…

ଫେବ୍ରୁଆରି ୧୦ରୁ ୭ଟି ଜିଲ୍ଲାରେ ଫାଇଲେରିଆ ବିରୋଧୀ ଅଭିଯାନ ଆରମ୍ଭ ହେବ

ଭୁବନେଶ୍ୱର: ଫେବ୍ରୁଆରି ୧୦ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୭ଟି ଜିଲ୍ଲାରେ ଲିମ୍ଫାଟିକ୍ ଫାଇଲେରିଆସିସ୍ (ଏଲ୍ ଏଫ୍) ବା ଫାଇଲେରିଆ ନିରାକରଣ ପାଇଁ ଓଡ଼ିଶା ସରକାର ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଆୟୋଜନ କରିବେ। ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା, କଟକ, କନ୍ଧମାଳ, ଖୋର୍ଦ୍ଧା ଓ ନୟାଗଡ଼…

ମେସିନ୍ ଯୋଗେ ବାଲି ଉଠାଣ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ, ପରିବହନ ଉପରେ କଟକଣା

କଟକ: ମେସିନ ବ୍ୟବହାର କରି ନଦୀ କୂଳରେ ବାଲି ଉତ୍ତୋଳନ ଉପରେ କଟକଣା ଲଗାଇବା ସହ ବାଲି ପରିବହନ ଉପରେ ଅନେକ କଟକଣା ଜାରି କରିଛନ୍ତି ଓଡ଼ିଶା ହାଇକୋର୍ଟ। ମେସିନ୍ ଦ୍ୱାରା ବାଲି ଉତ୍ତୋଳନ କରାଯାଇପାରିବ ନାହିଁ ଏବଂ ବୁଧବାରଠାରୁ ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଉ ବୋଲି…

ଏନସିପି ଚିହ୍ନ ଜିତିଲେ ଅଜିତ ପାୱାର, ରାଜ୍ୟସଭା ନିର୍ବାଚନ ପୂର୍ବରୁ ଦଳୀୟ ନାଁ ହରାଇଲେ ଶରଦ ପାୱାର

ନୂଆଦିଲ୍ଲୀ: ଏନସିପି ପ୍ରତିଷ୍ଠାତା ଶରଦ ପାୱାରଙ୍କୁ ଏକ ବଡ଼ ଝଟକା ଦେଇ ନିର୍ବାଚନ ଆୟୋଗ ମଙ୍ଗଳବାର ରାୟ ଦେଇଛନ୍ତି ଯେ ତାଙ୍କ ବିଦ୍ରୋହୀ ପୁତୁରା ଅଜିତ ପାୱାର ଏନସିପିର 'ଘଡ଼ି' ଚିହ୍ନ ବଜାୟ ରଖିବେ। ୨୦୨୩ରେ ଅଜିତ ପାୱାର ମହାରାଷ୍ଟ୍ରରେ ବିଜେପି-ଶିବସେନା (ଏକନାଥ ସିନ୍ଧେ ଗୋଷ୍ଠୀ) ମେଣ୍ଟ…