Latest Odisha News

BREAKING NEWS

Yearly Archives

2024

‘ରୋଜ ଡେ’: ଆରମ୍ଭ ହେଲା ପ୍ରେମ ସପ୍ତାହ, ଗୋଲାପ କହିବ ମନର କଥା

ଭୁବନେଶ୍ବର: ପ୍ରେମ ମାନେନାହିଁ ବୟସ, ଜାତି ଓ ସୀମା ସରହଦ । ସେ ସବୁବେଳେ ଶାଶ୍ବତ ଓ ଚିରନ୍ତନ । ପ୍ରେମ ସଫଳ ବା ବିଫଳ ହୋଇପାରେ, ମାତ୍ର ଏହାର ଅନୁଭବ ନିଶ୍ଚିତ ଭାବେ ଅନନ୍ୟ । ପ୍ରାପ୍ତି ଓ ଅପ୍ରାପ୍ତିର ଦୋଛକିରେ ସବୁବେଳେ ମନ ଖୋଜୁଥାଏ ସାଥୀଟିଏ । କୁହାଯାଏ ପ୍ରକୃତିର ଛଅ ଋତୁ । କିନ୍ତୁ…

ବିଚ ରାସ୍ତାରେ ପିଟିଲା ପୋଲିସ, ଖାକିର ଏ କି ଦାଦାଗିରି?

ପିପିଲି: ପୁରୀ ଜିଲ୍ଲା ପିପିଲିରେ ସୋମବାର ରାତିରେ ଜଣେ ଯୁବକଙ୍କୁ ରାସ୍ତାରେ ଜଣେ ପୁଲିସ ଅଧିକାରୀ ନିର୍ମମ ଭାବେ ମାଡ଼ ମାରୁଥିବାର ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ପିପିଲି ବ୍ଲକ ହସନପୁର ଗ୍ରାମର ନୃସିଂହ ପ୍ରଧାନ ନାମକ ଜଣେ ଯୁବକଙ୍କ ଗାଡ଼ିରେ ପେଟ୍ରୋଲ ଭର୍ତ୍ତିକୁ…

ଭାଷା ଭାଗବତ : ଶବ୍ଦର ସ୍ବରୂପ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଇଛା ଶବ୍ଦ ତ ଆଦୌ ନାହିଁ ତାହେଲେ ଲେଖଂତି କିପାଇଁ ? ଭାଷାରେ ଯେତେ ଶବ୍ଦ ଅଛି ତହିଁରୁ କହୁଁ, ଲେଖୁଁ ବାଛି ପିଛା, ପୋଛା ଓ ବଛା, ବାଂଛା ସଦିଚ୍ଛା, ଶୁଭେଚ୍ଛା ଓ ସ୍ବେଚ୍ଛା ଏପରି ହେବାର ବିଧାନ ଭାଷାରେ ଅଟେ ବିଦ୍ୟମାନ ଶବ୍ଦ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ବିମଳାଙ୍କ ଉପାସନା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶକ୍ତି ସ୍ୱରୂପିଣୀ ମା ବିମଳାଙ୍କର ସ୍ୱତନ୍ତ୍ର ପୂଜା ଶ୍ରୀମନ୍ଦିର ମଧ୍ୟରେ ଚାଲିଛି । ମହାଷ୍ଟମୀ ତିଥିକୁ ବିଚାର କଲେ ଏହା ଶକ୍ତି ଉପାସନାର ଏକ ମୁଖ୍ୟ ଦିନ ଭାବରେ ବିଚାର…

ଓଡ଼ିଶାରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ଦ୍ୱିତୀୟ ଦିନ, ଆଜି ରାଉରକେଲାରୁ ପୁଣି ରାହୁଲଙ୍କ ଯାତ୍ରା

ରାଉରକେଲା: ମଙ୍ଗଳବାର ଠାରୁ ଓଡ଼ିଶାରେ ପହଞ୍ଚିଛି କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା । ଦ୍ବିତୀୟ ଦିନରେ ଆଜି ରାଉରକେଲାରୁ ପୁଣି ଆରମ୍ଭ ହେବ ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା । ସକାଳ ୯.୩୦ ରେ ରାଉରକେଲା ଉଦିତ ନଗର ଠାରୁ ଆରମ୍ଭ ହେବ ଯାତ୍ରା । ବିର୍ସାମୁଣ୍ଡା ଛକରୁ ପାନପୋଷ ଛକ ଯାଏଁ…

ଭାରତ ଯୋଡୋ ନ୍ୟାୟ ଯାତ୍ରା: କର୍ମୀଙ୍କୁ କୁକୁର ଅଇଁଠା ଦେବା ଅଭିଯୋଗ ଆଣିଲା ବିଜେପି, ଭିଡିଓ ଶେୟାର ପରେ ଅସଲ କଥା…

ନୂଆଦିଲ୍ଲୀ:ଚାଳିଛି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା। ଏହି ଯାତ୍ରା ଚାଲିଥିବା ବେଳେ ଏକ ଭିଡିଓ ଶାସକ ଶିବିରରୁ ବେଶ୍ ଭାଇରାଲ୍ ହେଉଛି। ଯେଉଁଥିରେ ରାହୁଲଙ୍କ ବ୍ୟବହାରକୁ ନେଇ ନିନ୍ଦା କରିଛି ବିଜେପି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ରାହୁଲ ଗାନ୍ଧି…

ବିବାହର ୧୨ ବର୍ଷ ପରେ ଅଲଗା ହେବେ ଈଶା ଦେଓଲ-ଭରତ ତଖତାନୀ

ମୁମ୍ବାଇ: ଧର୍ମେନ୍ଦ୍ର ଓ ହେମା ମାଳିନୀଙ୍କ ଝିଅ ଈଶା ଦେଓଲ ୧୨ ବର୍ଷର ବିବାହ ପରେ ତାଙ୍କ ପତି ଭରତ ତଖତାନୀଙ୍କୁ ଠାରୁ ଅଲଗା ହେବା ପାଇଁ ନିଷ୍ପତି ନେଇଛନ୍ତି । ଅଭିନେତ୍ରୀ ଭାବେ ଈଶା ତାଙ୍କ ଭାଇ ସନୀ ଦେଓଲ ଓ ବବି ଦେଓଲଙ୍କ ପରି ଏତେଟା ସଫଳ ହୋଇପାରି ନ ଥିଲେ । ୨୦୧୨ରେ ସେ ବ୍ୟବସାୟୀ…

୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ଫାଇନାଲରେ ଭାରତ

ବେନୋନି: ଭାରତ ୯ମ ଥର ପାଇଁ ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟର ଫାଇନାଲରେ ପ୍ରବେଶ କରିଛି । ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ଏକ ରୋମାଂଚକ ମୁକାବିଲାରେ ୨ ୱିକେଟରେ ପରାସ୍ତ କରିଛି । ସଚିନ ଢ଼ାସ ଓ ଉଦୟ ସହରାନ ଭାରତ ବିଜୟରେ ମୂଖ୍ୟ ଭୂମିକା…

ବିନା ବିବାହରେ ସରୋଗେସିଙ୍କୁ ସୁପ୍ରିମକୋର୍ଟଙ୍କ ନାଁ

ନୂଆଦିଲ୍ଲୀ: ବିନା ବିବାହରେ ସରୋଗୋସୀ ମାଧ୍ୟମରେ ଜଣେ ମହିଳା ମାଆ ହେବାକୁ ଚାହିଁଥିଲେ । ୪୪ ବର୍ଷୀୟ ଏହି ମହିଳା ନିଜ ଓକିଲଙ୍କ ମାଧ୍ୟମରେ ଏ ନେଇ ଆବେଦନ କରିଥିଲେ । ମଙ୍ଗଳବାର ସୁପ୍ରିମକୋର୍ଟ ଏହାର ଶୁଣାଣୀ କରି କହିଛନ୍ତି ବିନା ବିବାହରେ ସରୋଗେସୀ ମାଧ୍ୟମରେ ମାଆ ହେଇପାରିବ ନାହିଁ । ଆମେ…

୮ ବର୍ଷ ପରେ ଟି୨୦ ସିରିଜ ଖେଳିବାକୁ ଜିମ୍ବାୱେ ଗସ୍ତରେ ଯିବ ଭାରତ

ନୂଆଦିଲ୍ଲୀ: ୮ ବର୍ଷ ପରେ ଭାରତୀୟ କ୍ରିକେଟ ଟିମ ଟି୨୦ ସିରିଜ ଖେଳିବା ପାଇଁ ଜୁଲାଇରେ ଜିମ୍ବାୱେ ଗସ୍ତରେ ଯିବ । ଉଭୟ ଦଳ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ସିରିଜ ଖେଳାଯିବ । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ମଙ୍ଗଳବାର ଏ ସମ୍ପର୍କରେ ଘୋଷଣା କରିଛି । ଟି୨୦ ବିଶ୍ୱକପ ପରେ ଏହି ସିରିଜ ଖେଳାଯିବ…