Latest Odisha News

BREAKING NEWS

Yearly Archives

2024

ଚଣ୍ଡିଗଡ ମେୟର ନିର୍ବାଚନ: ଦିଲ୍ଲୀ ବିଜେପି କାର୍ଯ୍ୟାଳୟ ଆଗରେ ଆପ୍ ର ଗର୍ଜନ ବେଳେ ଅଟକ ଦଳୀୟ ନେତା

ନୂଆଦିଲ୍ଲୀ:ଦିଲ୍ଲୀ ପହଁଚିଲା ଚଣ୍ଡିଗଡ ମେୟର ନିର୍ବାଚନ ମାମଲା। ବିଜେପି କାର୍ଯ୍ୟାଳୟ ଆଗରେ ଆପ୍ ର ଗର୍ଜନ। ଘେରାଉ ବେଳେ ଅଟକ ରହିଲେ ଦଳୀୟ ନେତା। ଶୁକ୍ରବାର ଚଣ୍ଡିଗଡ଼ ନିର୍ବାଚନରେ ହୋଇଥିବା ଠକେଇ ଅଭିଯୋଗରେ ଦିଲ୍ଲୀର ବିଜେପି ମୁଖ୍ୟାଳୟ ବାହାରେ ବିରୋଧ କରିବାକୁ ଘୋଷଣା କରିଥିଲା ଆମ୍ ଆଦମୀ…

ରଦ୍ଦ ହୋଇପାରେ ପେଟିଏମର ଲାଇସେନ୍ସ, RBI ଦେଲା ଏହି ବଡ଼ କାରଣ

ନୂଆଦିଲ୍ଲୀ: ଅନଲାଇନ୍ ପେମେଣ୍ଟ ଆପ୍ ପେଟିଏମ୍ ର ସମସ୍ୟା ଦିନ କୁ ଦିନ ବଢିବାରେ ଲାଗିଛି। ୨ ଦିନ ପୂର୍ବରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପେଟିଏମ୍ ପେମେଣ୍ଟ ବ୍ୟାଙ୍କକୁ କ୍ରେଡିଟ୍ କାରବାର ଏବଂ କୌଣସି ପ୍ରକାର ଜମା ନେବାକୁ ବାରଣ କରିଛି। ଏଥି ସହିତ, ଜମାକାରୀଙ୍କ ଅର୍ଥକୁ…

ପୁଣି ଏକ ଦନ୍ତାହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ 

ଖୋର୍ଦ୍ଧା: ରାଜ୍ୟରେ ହାତୀମୃତ୍ୟୁ ଉଦବେଗଜନକ ଭାବେ ବଢୁଛି । ଆଜି ପୁଣି ଏକ ଦନ୍ତାହାତୀର ମୃତ୍ୟୁ ହୋଇଛି। ବାଲୁଗାଁ ରେଞ୍ଜ ବରବରା ସେକ୍ସନ ଖରିଆପଲ୍ଲୀ ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ଖବର ପାଇ ଖୋର୍ଦ୍ଧା ଡିଏଫଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପୁରୁଷ ଦନ୍ତା…

ହତ୍ୟାକାରୀ ପ୍ରେମୀଯୁଗଳଙ୍କୁ ମୃତ୍ୟୁଦଣ୍ଡ, ଦୁଇ ଶିଶୁଙ୍କୁ ଛାତରୁ ଫିଙ୍ଗି ମାରିଥିଲେ

ବେଜିଂ: ଚୀନରେ ହତ୍ୟାକାରୀ ପ୍ରେମୀ ଯୁଗଳଙ୍କୁ ମୃତ୍ୟୁଦଣ୍ଡ। ଦୁଇ ଶିଶୁଙ୍କୁ ୧୫ ମହଲା କରିଡରରୁ ଫିଙ୍ଗି ହତ୍ୟା କରିଥିଲେ। ପ୍ରେମିକା ପାଇଁ ଦୁଇ ନୀରିହ ପିଲାଙ୍କୁ ଛାତରୁ ପକାଇ ମାରି ଦେଇଥିଲା ଜନ୍ମ କଲା ବାପା। ଚୀନ ଚୋଙ୍ଗକିଙ୍ଗର ଏହି ଘଟଣା ପରେ ଉଭୟଙ୍କୁ ବିଷାକ୍ତ ଇଞ୍ଜେକ୍ସନ ଦେଇ…

ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ କଲେ ବିଶ୍ଵ ରେକର୍ଡ 

ଭୁବନେଶ୍ୱର: ଓଡ଼ିଶାର ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ସୃଷ୍ଟି କଲେ ବିଶ୍ୱ ରେକର୍ଡ । ପ୍ରଥମ ବିଶ୍ୱ ଓଡି଼ଆ ଭାଷା ସମ୍ମିଳନୀ ଉଦ୍ଦେଶ୍ୟରେ ବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀମାନେ ସାହିତ୍ୟ ସୃଜନୀ କ୍ଲବ ମାଧ୍ୟମରେ ‘ମୋ କଥା ମୋ କହାଣୀ’ ପୁସ୍ତକ ରଚନା…

କାଲିଠୁ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ: ଅକ୍ଷର ଭୂମିର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତାକାଲିଠାରୁ ତିନି ଦିନ ଧରି ଭୁବନେଶ୍ଵର ଜନତା ମଇଦାନରେ ଅନୁଷ୍ଠିତ ହେବ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ। ଏହାକୁ ସ୍ମରଣୀୟ କରିବା ନିମନ୍ତେ କଳାମଣ୍ଡଳ ପରିସରରେ ନିର୍ମିତ ହୋଇଛି ଅକ୍ଷରଭୂମି। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ ଅକ୍ଷର ଭୂମିର ଲୋକାର୍ପଣ…

ଚାକିରି ନାଁରେ ଠକେଇ: ବହିଷ୍କୃତ ସେନା କର୍ମଚାରୀ ଗିରଫ 

ବ୍ରହ୍ମପୁର: ଚାକିରି ଦେବାକୁ କହି ଠକେଇ ଅଭିଯୋଗରେ ବହିଷ୍କୃତ ସେନା କର୍ମଚାରୀ ହୋଇଛନ୍ତି। ଗିରଫ ଅଭିଯୁକ୍ତ ଧରାକୋଟ ଥାନା ନନ୍ଦିଘର ଗ୍ରାମର ସନ୍ତୋଷ ସେଠୀ। ଜ​‌ଣେ ମହିଳାଙ୍କୁ ଗୋଲାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜରେ ଚାକିରି ଦେବାକୁ ଏକ ଲକ୍ଷରୁ ଅଧିକ ଟଙ୍କା ନେଇଥିବା ଅଭିଯୋଗ ହୋଇଛି ।…

ଗୋବିନ୍ଦ, ବିପ୍ଲବଙ୍କ ଦୃଢ଼ ବ୍ୟାଟିଂ: ଓଡିଶା ୨୩୦/୪

କଟକ: ଗୋବିନ୍ଦ ପୋଦ୍ଦାର ଓ ବିପ୍ଲବ ସାମନ୍ତରାୟଙ୍କ ଦୃଢ଼ ବ୍ୟାଟିଂ ଯୋଗୁ ପଣ୍ଡିଚେରୀ ବିପକ୍ଷରେ ଓଡିଶା ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୪ ୱିକେଟ ବିନିମୟରେ ୨୩୦ ରନ ସଂଗ୍ରହ କରିଛି । ୩୨ ବର୍ଷୀୟ ପୋଦ୍ଦାର ୯ ଚୌକା ସହାୟତାରେ ୧୨୯ ବଲରେ ୮୦ ରନ କରି ଅପରାଜିତ ଅଛନ୍ତି । ବିପ୍ଲବ ଅପେକ୍ଷାକୃତ…

୨୯ ଟଙ୍କାରେ ଚାଉଳ ବିକିବେ ସରକାର, ଜାଣନ୍ତୁ କିପରି ଓ କେଉଁଠି ପାଇବେ ଏହି ‘ଭାରତ ରାଇସ’

ନୂଆଦିଲ୍ଲୀ: ଦରବୃଦ୍ଧି ନିୟନ୍ତ୍ରଣ ପାଇଁ ମୋଦୀ ସରକାର ଶୁକ୍ରବାର ଦିନ ଠାରୁ ଭାରତ ରାଇସ ଆରମ୍ଭ କରିଛନ୍ତି। ସରକାର କହିଛନ୍ତି ଯେ ଏହା ସାମଗ୍ରିକ ଖାଦ୍ୟ ଦରବୃଦ୍ଧି ପରିଚାଳନା କରିବାରେ ସାହାଯ୍ୟ କରିବ ଏବଂ ମୂଲ୍ୟ ବୃଦ୍ଧିକୁ ରୋକିବାରେ ସାହାଯ୍ୟ କରିବ। ଖାଦ୍ୟ ଏବଂ ଜନସାଧାରଣ ବଣ୍ଟନ ବିଭାଗ…

ଆମେରିକାରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ 

ୱାଶିଂଟନ: ଆମେରିକାରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ ଛାତ୍ର ଶ୍ରେୟାସ ରେଡ୍ଡୀ ବେନିଗେରି । ତେବେ ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସେ ଓହିଓର ଲିଣ୍ଡର ସ୍କୁଲ ଅଫ ବିଜନେସରେ ପାଠ ପଢ଼ୁଥିଲେ । ଶ୍ରେୟାସଙ୍କ ମୃତ୍ୟୁକୁ ନେଇ ପ୍ରତିକ୍ରିୟା…