Latest Odisha News

BREAKING NEWS

Yearly Archives

2024

ଓଡିଶାରେ ବିଧାୟକ କିମ୍ବା ସାଂସଦ ଟିକେଟ ପାଇଁ ଅନଲାଇନ ଆବେଦନ ପନ୍ଥା ଆପଣାଇଲା କଂଗ୍ରେସ

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପାଇଁ ଟିକେଟ ବଣ୍ଟନ ପାଇଁ ଅନଲାଇନ୍ ଆବେଦନ ବ୍ୟବସ୍ଥା ଗ୍ରହଣ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି ବୋଲି ଦଳର ରାଜ୍ୟ ପ୍ରଭାରୀ ଅଜୟ କୁମାର ଘୋଷଣା କରିଛନ୍ତି। ବିଧାୟକ କିମ୍ବା ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ଚାହୁଁଥିବା ଦଳୀୟ ନେତାମାନଙ୍କୁ…

ଅନ୍ତରୀଣ ବଜେଟରେ ଓଡ଼ିଶାର ରେଳବାଇକୁ ମିଳିଲା ୧୦ ହଜାର ୫୩୬ କୋଟି ଟଙ୍କା, ପାଇପ୍ ଲାଇନରେ ରହିଛି ଅଧିକ ପ୍ରକଳ୍ପ

ଭୁବନେଶ୍ବର : କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷପାଇଁ ଅନ୍ତରୀଣ ବଜେଟରେ ଓଡ଼ିଶାରେ ରେଳବାଇର ବିକାଶ ପାଇଁ ୧୦,୫୩୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ କହିଛନ୍ତି ଯେ ରେଳବାଇ ପାଇଁ ଗତ ତିନି ବର୍ଷ…

ଖୋଲା ଆକାଶ ତଳେ ପ୍ରଭୁ ଶ୍ରୀଜଗନ୍ନାଥ, ଭଦ୍ରକରେ ଭକ୍ତଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ

ଭଦ୍ରକ: ଭଦ୍ରକର ନେହେରୁ ଷ୍ଟାଡିୟମରେ ସାଂସ୍କୃତିକ ଉତ୍ସବ ପରେ ମହାପ୍ରଭୁଙ୍କ ମୂର୍ତ୍ତି ଖୋଲା ଆକାଶ ତଳେ ପଡ଼ିଥିବା ଦେଖିବାକୁ ମିଳିଛି। ଜାନୁଆରି ୨୫ରୁ ୨୯ ତାରିଖ ପର୍ଯ୍ୟନ୍ତ ଓରମାସ୍ ଓ କୃଷି ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଲୋକପର୍ବ ଭଦ୍ରାଯାନୀ ଲୋକ ମହୋତ୍ସବ ପାଇଁ ଏହି ମୂର୍ତ୍ତି…

ଆସନ୍ତା ଫେବୃଆରୀ ୪ ଓ ୫ରେ କିଟ୍‍ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେବ କବି ସମ୍ମିଳନୀ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ କିଟ୍‍ର ମିଳିତ ଆନୁକୂଲ୍ୟରେ ଆସନ୍ତା ଫେବୃଆରୀ ୪ ଓ ୫ ତାରିଖ ଦୁଇଦିନ ଧରି କିଟ୍‍ ବିଶ୍ୱବିଦ୍ୟାଳୟ ପରିସରରେ କବି ସମ୍ମିଳନୀ ଅନୁଷ୍ଠିତ ହେବ। କବି ସମ୍ମିଳନୀର ପ୍ରଥମ ଦିନରେ ‘ସାମ୍ପ୍ରତିକ ସମୟରେ ଓଡ଼ିଆ କବିତାର ସ୍ଥିତି, ଗତି, …

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ରାଜ୍ୟସ୍ତରୀୟ ଆନ୍ତଃବିଶ୍ୱବିଦ୍ୟାଳୟ ସାଂସ୍କୃତିକ ଓ ସାହିତି୍ୟକ ଉତ୍ସବ ଉଦଯାପିତ 

ଭୁବନେଶ୍ୱର : ରମାଦେବୀ ମହିଳା ମହାବିଦ୍ୟାଳୟରେ ଆନ୍ତଃବିଶ୍ୱବିଦ୍ୟାଳୟ ସାଂସ୍କୃତିକ ଓ ସାହିତ୍ୟିକ ଉତ୍ସବ ଉଦଯାପିତ ହୋଇଯାଇଛି । ଚାରିଦିନ ଧରି ଚାଲିଥିବା ଏହି ଉତ୍ସବରେ ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବରେ ଉଚ୍ଚଶିକ୍ଷା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ…

୧୦ମ ଓଡ଼ିଶୀ ଗୁରୁକୂଳ ପ୍ରତିଷ୍ଠା ଏବଂ ବିଦ୍ୟାର୍ଥି ଦିବସ ପାଳିତ

ସାକ୍ଷୀଗୋପାଳ : ଗୁରୁକୂଳ ମୁକ୍ତାକାଶ ରଙ୍ଗମଞ୍ଚରେ ସତ୍ୟବାଦୀ ଅଞ୍ଚଳ ବଡ଼ହାଟ ଗ୍ରାମସ୍ଥିତ ରାମହରି ଦାସ ଓଡ଼ିଶୀ ଗୁରୁକୂଳ ର ୧୦ମ ପ୍ରତିଷ୍ଠା ଏବଂ ବିଦ୍ୟାର୍ଥି ଦିବସ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଅମିୟ କୁମାର ପଟ୍ଟନାୟକ, ଗୁରୁ ବିଜୟ କୁମାର ଜେନା, ଯନ୍ତ୍ରୀ ଅସୀମ…

୨୦୦୦ ଟଙ୍କିଆ ନୋଟକୁ ନେଇ ବଡ଼ ଅପଡେଟ ଦେଲା RBI

ନୂଆଦିଲ୍ଲୀ: ବିମୁଦ୍ରୀକରଣ ସମୟରେ ୨୦୦୦ ଟଙ୍କିଆ ନୋଟର ପ୍ରଚଳନ ଆରମ୍ଭ ହୋଇଥିଲା। ପରେ ସରକାର ମଧ୍ୟ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି କ୍ରମରେ RBI ଗତ ବର୍ଷ ମଇ ମାସରେ ଘୋଷଣା କରିଥିଲେ। ଏ ସମ୍ପର୍କରେ ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗୁରୁବାର ଦିନ କହିଛି ଯେ…

ବହୁଭାଷୀ ଚଳଚ୍ଚିତ୍ର ‘ଜୟ ମା’ ସମଲେଇର’ ଶୁଭ ମହୁରତ

ସମ୍ବଲପୁର : ମାଆ ସମଲେଶ୍ୱରୀଙ୍କ ଗାଥା ଓ ମହିମାକୁ ନେଇ ସନଲିଶା ସିଗ୍ନେଚର, ଶିରିଡି ସାଈବାବା ମୁଭିଜ ଓ ନ୍ୟୁ ଜେନେରେସନ ଫିଲ୍ମସ ମିଳିତ ଆନୁକୂଲ୍ୟରେ ବହୁଭାଷୀ ଚଳଚ୍ଚିତ୍ର 'ଜୟ ମା ସମଲେଇ' ର ଶୁଭ ମହୁରତ ମାଆ ସମଲେଶ୍ଵରୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନିର୍ଦ୍ଦେଶକ…

ଝାଡ଼ଖଣ୍ଡରେ କାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ପାରନ୍ତି ଚମ୍ପାଇ ସୋରେନ

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ସରକାର ଗଠନକୁ ନେଇ ଆସିଛି ନୂଆ ଅପଡେଟ। ସଦ୍ୟ ସୂଚନା ଅନୁଯାୟୀ ନୂତନ ସରକାର ଗଠନ ପାଇଁ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ଚମ୍ପାଇ ସୋରେନଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି। ତେବେ ଚମ୍ପାଇ ସୋରେନଙ୍କ ଶପଥ ଗ୍ରହଣ…

ଫେବୃଆରି ୩ରୁ ଆଦିବାସୀ ମେଳାରେ ପ୍ରଦର୍ଶିତ ହେବ ବହୁଭାଷୀ ନାଟକର ସାଂସ୍କୃତିକ ବିଚିତ୍ରା

ଭୁବନେଶ୍ବର : ଓଡ଼ିଶାର ଅନୁସୂଚିତ ଜନଜାତିଙ୍କ ଭାଷାର ସଂରକ୍ଷଣ, ପ୍ରଚାର ଓ ପ୍ରସାର ନିମନ୍ତେ ଆସନ୍ତା ଫେବୃଆରି ୩ରୁ ୫ ତାରିଖ ମଧ୍ୟରେ ୟୁନିଟ୍-୧ ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ସାନ୍ତାଳି, ଦେଶିଆ, ହୋ ଓ ମୁଣ୍ଡାରୀ ଭାଷାରେ ତିନି ଦିନ ଧରି ବହୁଭାଷୀ ନାଟକ ମହୋତ୍ସବ ଅନୁଷ୍ଠିତ ହେବ।…