ବଗିକୁ ଛାଡ଼ି ଚାଲିଗଲା ଇଞ୍ଜିନ୍, ବଡ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ଗୁଣୁପୁର: ପୁଣି ଥରେ ବଗି ଛାଡି ଚାଲିଗଲା ଇଞ୍ଜିନ୍ । ଗୁଣୁପୁର ଷ୍ଟେସନ ଛାଡିବାର ପ୍ରାୟ ଏକ କିଲୋମିଟର ପରେ କପିଳପୁର ନିକଟରେ ହଠାତ୍ ବିଶାଖାପାଟଣା ଏକ୍ସପ୍ରେସ୍ (୧୮୫୨୧)ର ଇଞ୍ଜିନ୍ ରୁ ବଗି ଅଲଗା ହୋଇଯାଇଥିଲା । ତେବେ ଏହି ଅଘଟଣରେ କେହି ମୃତାହତ ହୋଇନାହାନ୍ତି । ଯାନ୍ତ୍ରିକ ତ୍ରୁଟି ଲାଗି…