Latest Odisha News

BREAKING NEWS

Yearly Archives

2024

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଗ୍ରନ୍ଥାବତାର

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଲୀଳା ପ୍ରସଙ୍ଗ ଭିତରେ ବିଶେଷତଃ ଆଜିର ଦିନରେ “ଶ୍ରୀମଦଭାଗବତ “‘ଗ୍ରନ୍ଥର ସମ୍ୟକ ଆଲୋଚନା ପାଇଁ ମନ ବ୍ୟାକୁଳ ହେଉଛି । ଏହା ମଧ୍ୟ ଶ୍ରୀଜଗନ୍ନାଥଙ୍କ ଅନୁଗ୍ରହର ନିଦର୍ଶନ…

ଜନଜାତିଙ୍କ ନୃତ୍ୟରେ ଦର୍ଶକ ବିଭୋର

ଭୁବନେଶ୍ୱର : ଜନଜାତିଙ୍କ ଜୀବନ ଓ ଅନନ୍ୟ କଳା ସଂସ୍କୃତିର ଏକ ବିଶେଷ ଆକର୍ଷଣ ରହିଛି । ବର୍ତ୍ତମାନ ସମୟରେ ଜନଜାତି ବର୍ଗର ଯୁବପିଢ଼ି, ଛାତ୍ରଛାତ୍ରୀ ବିଭିନ୍ନ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଜନଜାତିଙ୍କ ବିଷୟରେ ଜାଣିବା ଓ ଅନ୍ୟମାନଙ୍କୁ ଜଣାଇବା ପାଇଁ…

ସମୁଦ୍ରରେ ଡୁବିଯିବ ଜାପାନର କାନସାଇ ଏୟାରପୋର୍ଟ

ଚିନ୍ତାର ଖବର । ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରି ଯେଉଁ ଏୟାରପୋର୍ଟ ତିଆରି କରିଥିଲା ଜାପାନ , ତାହା ଏବେ ସମୁଦ୍ରରେ ବୁଡିବାକୁ ଯାଉଛି । ଏହାକୁ ନେଇ ସାରା ବିଶ୍ୱରେ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ୍ । ଜାପାନର ଗ୍ରେଟର ଓସାକାସ୍ଥିତ କାନସାଇ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ମଣିଷ…

ଦୁନିଆରେ ଅଛନ୍ତି ଏମିତି ଜୀବ, ଯିଏ ଦିନରେ ୧୦ ହଜାର ଥର ଶୁଅନ୍ତି

ନୂଆଦିଲ୍ଲୀ: ବିଶ୍ୱାସ ଲାଗୁ ନ ଥିଲେ ବି ସତ । ଏ ପୃଥିବୀରେ ଏପରି ଜୀବ ଅଛିନ୍ତି, ଯିଏ ଦିନରେ ୧୦ ହଜାର ଥର ଶୁଅନ୍ତି । ନିକଟରେ ବୈଜ୍ଞାନିକମାନେ ଏନେଇ ଏକ ତଥ୍ୟ ପ୍ରକାଶ କରିଛନ୍ତି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଜୀବ ହେଉଛି ଚିନ୍‌ସଟ୍ରାପ ପେଙ୍ଗୁଇନ୍ । ଆଣ୍ଟାର୍କଟିକା…

ଉପମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପୋଲିସକୁୁ ଚାପୁଡ଼ା ମାରିଲେ ବିଧାୟକ

ମୁମ୍ବାଇ: ଉପମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପୋଲିସକୁୁ ଚାପୁଡ଼ା ମାରିଲେ ବିଧାୟକ । ଆଉ ନିଜ ଭୁଲକୁ ସ୍ୱୀକାର କରିବା ବଦଳରେ ଚାପୁଡ଼ା ନୁହେଁ ବରଂ ଠେଲିଦେଇଥିବାର ସଫେଇ ଦେଇଛନ୍ତି ବିଧାୟକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ । ମହାରାଷ୍ଟ୍ରରେ ବିଜେପି ବିଧାୟକ ସୁନୀଲ…

ଓଟିଟିରେ ଡେବ୍ୟୁ କଲେ ଶିଳ୍ପା

ମୁମ୍ବାଇ: ଓଟିଟିରେ ଡେବ୍ୟୁ କଲେ ବଲିଉଡ଼ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ନିକଟରେ ରିଲିଜ୍ ହୋଇଛି ରୋହିତ ଶେଟ୍ଟୀଙ୍କ ଫିଲ୍ମ ‘ଇଣ୍ଡିଆନ୍ ପୋଲିସ ଫୋର୍ସ’ର ଟ୍ରେଲର । ଯାହା ଓଟିଟି ପ୍ଲାଟ୍‌ଫର୍ମରେ ହଇଚଇ ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ଏହି ଫିଲ୍ମ ଜରିଆରେ ସିଦ୍ଧାର୍ଥ ମାଲହୋତ୍ରା,…

ପ୍ଲାଟଫର୍ମରେ ରିଲ୍ସ କରୁଥିବାବେଳେ ଯୁବତୀ ଖାଇଲେ ଶକ୍ତ ଚାପୁଡା

ଆଜିକାଲି ଯୁବପୀଢି ରିଲ୍ସ ପାଇଁ ପାଗଳ । ସୋସିଆଲ ମିଡ଼ିଆରେ କମ୍ ସମୟରେ ଲୋକପ୍ରିୟ ହେବା ପାଇଁ ବିଭିନ୍ନ ଉପାୟ ଆପଣାଉଛନ୍ତି । ସ୍ଥାନ,କାଳ,ପାତ୍ର ବି ଭୁଲି ଯାଉଛନ୍ତି । ଏମିତି କି ନିଜ ଜୀବନକୁ ବାଜି ମଧ୍ୟ ଲଗାଇ ଦେଉଛନ୍ତି । ଏବେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି,ଯାହାକୁ ଦେଖି…

ଶ୍ରୀରାମ ମନ୍ଦିରର ପ୍ରବେଶ ଦ୍ୱାରରେ ୪ ସ୍ୱତନ୍ତ୍ର ମୂର୍ତ୍ତି ହେଲା ସ୍ଥାପନା

ନୂଆଦିଲ୍ଲୀ: ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଜାନୁଆରୀ ୨୨ ତାରିଖରେ ହେବ । ଏହା ପୂର୍ବରୁ ଗୁରୁବାର ସନ୍ଧ୍ୟାରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ମନ୍ଦିରର ପ୍ରବେଶ ଦ୍ୱାରର କିଛି ଫଟୋ ସେୟାର କରିଛି । ଟ୍ରଷ୍ଟ ସୂଚିତ କରିଛି କି ମନ୍ଦିରର…

ଦୀପିକାଙ୍କୁ ମିିଳିଲା ସବୁଠୁ ଦାମୀ ଉପହାର, ଦେଲେ ଫାଇଟର ଟିମ୍‌

ମୁମ୍ବାଇ: ୩୮ ବର୍ଷ ବୟସରେ ପଦାର୍ପଣ କଲେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ । ଶୁକ୍ରବାର ସେ ତାଙ୍କର ୩୮ ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ସ୍ୱତନ୍ତ୍ର ଦିନରେ ତାଙ୍କୁ ମିଳିଛି ସବୁଠାରୁ ଦାମୀ ଉପହାର । ଏହାକୁ ଦେଇଛନ୍ତି ତାଙ୍କର ଆଗାମୀ ଫିଲ୍ମ ଫାଇଟରର ଟିମ୍ । ଏହି ଜନ୍ମଦିନକୁ ଅଧିକ…

ସାବଧାନ ! ଶୋଇବା ପୂର୍ବରୁ କ୍ଷୀର ପିଉଛନ୍ତି କି ? ହୋଇପାରେ ଓଜନ ବୃଦ୍ଧି 

 ଭୁବନେଶ୍ଵର;  କ୍ଷୀର ସ୍ଵାସ୍ଥ୍ୟ ପାଇଁ ବହୁତ ଭଲ। ତେଣୁ ଛୋଟ ଶିଶୁଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ କ୍ଷୀର ପିଇବା ପାଇଁ ପରାମର୍ଶ ଦିଆଯାଇଥାଏ। ତେବେ ଆପଣମାନେ ଦେଖିଥିବେ, ଅନେକ ବ୍ୟକ୍ତି ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଇବାକୁ ପସନ୍ଦ କରିଥାନ୍ତି। କିଛି ବ୍ୟକ୍ତିଙ୍କର…