Latest Odisha News

BREAKING NEWS

Yearly Archives

2024

ପୃଥିବୀ ନିକଟରେ ଆବିଷ୍କାର ହୋଇଥିବା ଚନ୍ଦ୍ରର ନାମ କ’ଣ ରହିବ? ଆପଣ ଦେଇପାରିବେ ପ୍ରସ୍ତାବ

ନୂଆଦିଲ୍ଲୀ: ଆପଣ କେବେ ଭାବିଛନ୍ତି କି କିପରି ଗ୍ରହ, ଉପଗ୍ରହ, ଉଲକାପିଣ୍ଡ ର ନାମ ମିଳିଥାଏ ଏବଂ ଆପଣ ଏମାନଙ୍କର ନାମକରଣ କରିପାରିବେ? ଇଣ୍ଟରନ୍ୟାସନାଲ ଆଷ୍ଟ୍ରୋନୋମିକାଲ ୟୁନିୟନ (ଆଇଏୟୁ) ଏବେ ଆପଣଙ୍କୁ ସେହି ବିରଳ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଛି। ପୃଥିବୀର ଅର୍ଦ୍ଧଚନ୍ଦ୍ରମାନଙ୍କ…

ଖୋର୍ଦ୍ଧା ରୋଡରେ ଫ୍ଲାଏଓଭର ନିର୍ମାଣ ପାଇଁ ରେଳ ମନ୍ତ୍ରଣାଳୟର ମଞ୍ଜୁରୀ

ଭୁବନେଶ୍ୱର: ଖୋର୍ଦ୍ଧା ରୋଡ ଷ୍ଟେସନରେ ବୃଦ୍ଧି ପାଉଥିବା ଟ୍ରେନ ଚଳାଚଳ ଏବଂ ଯାତାୟାତକୁ ଦୃଷ୍ଟିରେ ରଖି ପୂର୍ବ ତଟ ରେଳପଥ ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି। ଟ୍ରେନ୍ ଚଳାଚଳକୁ ସୁଗମ କରିବା ଏବଂ ହାଓ୍ବଡ଼ା-ଚେନ୍ନାଇ ମେନ୍ ଲାଇନ୍ ଏବଂ ଖୋର୍ଦ୍ଧା ରୋଡ୍-ପୁରୀ…

କାହିଁକି କେରଳର ନାମ କେରଳମ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ?

ଥିରୁଅନନ୍ତପୁରମ: କେରଳ ବିଧାନସଭାରେ ସୋମବାର ସର୍ବସମ୍ମତିକ୍ରମେ ଏକ ସଂକଳ୍ପ ପାରିତ ହୋଇ ରାଜ୍ୟର ନାମ 'କେରଳ'ରୁ 'କେରଳମ୍' କରିବା ପାଇଁ ପ୍ରସ୍ତାବ ପାରିତ ହୋଇଛି। ସମ୍ବିଧାନ ସଂଶୋଧନ ଆଣିବାକୁ କେନ୍ଦ୍ର ସରକାରଙ୍କୁ ଏଥିପାଇଁ କେରଳ ସରକାର ଅନୁରୋଧ କରିଛନ୍ତି। ସୋମବାର ରାଜ୍ୟ ବିଧାନସଭାରେ…

ମନ୍ତ୍ରୀ ପଦ ଯଚାଯାଇଥିଲା: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗର ଜବାବ ଦେଲା ବିଜେଡି, ଏବେ କହିବା କେତେ ଉପଯୁକ୍ତ?

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଦୁଇ ଦିନିଆ ଗସ୍ତ ସାରି ଫେରି ଆସିଛନ୍ତି ମୋହନ ମାଝୀ। କିନ୍ତୁ ଗସ୍ତ ବେଳେ ଉଦବୋଧନ ଦେଇ କହିଥିଲେ, କିଭଳି ସୁନାର କେନ୍ଦୁଝରର ଲୁଟ୍ ହୋଇଛି। କହିବା ଆଳରେ କହିଥିଲେ ଯେ ସେ ଯେତେବେଳେ ବିରୋଧୀ ଦଳରେ ଥିଲେ ସେତେବେଳର ବିଜେଡି ସରକାର…

ନବୀନଙ୍କ ଭିଡିଓ…ବଢିଲା ଚର୍ଚ୍ଚା

ଭୁବନେଶ୍ବର : ଦଳ ଭାଙ୍ଗିବା ଭୟ ନା ସରକାର ଭାଙ୍ଗିବା ନେଇ ଭବିଷ୍ୟବାଣୀ ? ନିକଟରେ ଆସିଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଏକ ଭିଡିଓକୁ ନେଇ ଜୋରଦାର ଚର୍ଚ୍ଚା। ଶନିବାର ନବୀନ ନିବାସରେ କବିସୂର୍ଯ୍ୟନଗର, ତେଲକୋଇ, ବାଙ୍କୀ ନିର୍ବାଚନମଣ୍ଡଳୀର ନେତା ଓ କର୍ମୀଙ୍କୁ ଭେଟିଥିଲେ ନବୀନ ।…

ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍, ଶିକ୍ଷାମନ୍ତ୍ରୀଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଲା ବିଜେଡି?

ଭୁବନେଶ୍ୱର: ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଏବଂ ଅନ୍ୟାନ୍ୟ ପରୀକ୍ଷା ବାତିଲ୍ ହେବା ପରେ ଅଡୁଆରେ କେନ୍ଦ୍ରର ଏନଡିଏ ସରକାର ଏବଂ କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ପ୍ରସଙ୍ଗରେ ରାଜ୍ୟରେ ବିରୋଧୀ ଦଳ ବିଜେଡିର ଆଭିମୁଖ୍ୟ କଣ ହେବ ଏହା ଉପରେ ସମସ୍ତଙ୍କ ନଜର ରହିଥିଲା। ଆଉ…

ରଥଯାତ୍ରା ପାଇଁ ହେଲା ନୀତି ନିର୍ଘଣ୍ଟ, ଅପରାହ୍ନ ୫ଟାରେ ରଥଟଣା

ପୁରୀ: ରଥାଯାତ୍ରା ପାଇଁ ଶେଷ ହୋଇଛି ନୀତି ସବକମିଟି ଓ ଛତିଶାନିଯୋଗର ଯୁଗ୍ମ ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ରଥଯାତ୍ରାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ନୀତିନିର୍ଘଣ୍ଟ ଚୂଡାନ୍ତ ହୋଇଛି । ଜୁଲାଇ ୭ ତାରିଖରେ ଅନୁଷ୍ଠିତ ରଥଯାତ୍ରାରେ ଅପରାହ୍ନ ୫ଟାରେ ରଥଟଣା ହେବ ବୋଲି ନୀତିନିର୍ଘଣ୍ଟ…

୧୦ ଦିନ ପରେ ଜଙ୍ଗଲରୁ ଉଦ୍ଧାର ହେଲେ ଲୁକାସ, ଜୋତାରେ ପାଣି ପିଉଥିଲେ

କାଲିଫୋର୍ଣ୍ଣିଆ: ଲୁକାସ ମ୍ୟାକକ୍ଲେଶ ନାମକ ଯୁବକ ଜୁନ ୧୧ରେ କାଲିଫୋର୍ଣ୍ଣିଆ ଜଙ୍ଗଲ ଏବଂ ସାନ୍ତା କ୍ରୁଜ ପାହାଡ ବୁଲିବାକୁ ଯାଇଥିଲେ । ୩ ଘଂଟା ପର୍ଯ୍ୟନ୍ତ ସେ ଚାଲି ଚାଲି ଜଙ୍ଗଲ ଭିତରକୁ ଯିବା ପରେ ଫେରିବା ବେଳକୁ ଆଉ ବାଟ ପାଇ ନ ଥିଲେ । ୫ ଦିନ ଧରି ସେ ଘରକୁ ନ ଆସିବାରୁ ପରିବାର ଲୋକ…

ଖଣି ଲୁଟେରାଙ୍କୁ କଣ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ?

ଭୁବନେଶ୍ବର: ଜନ୍ମମାଟିରୁ ସିଧା ଜବାବ । କେନ୍ଦୁଝରରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଟାର୍ଗେଟ୍ । କହିଲେ, ଖଣି ମାଫିଆଙ୍କୁ ଛାଡିବିନି । କେନ୍ଦୁଝରକୁ ଲୁଟ୍ କରାଯାଇଥିଲା । ଜିଲ୍ଲାର ଖଣି ଲୁଟରେ ସେତେବେଳର ରାଜ୍ୟ ସରକାର ସଂପୃକ୍ତ । କିଛି ଅଣଓଡିଆ କେନ୍ଦୁଝରର ଗରିବ, ଆଦିବାସୀଙ୍କୁ…

ସଂସଦରେ ଚାଲିବନି ଏନଡିଏର ମନମାନି, ଆରମ୍ଭରୁ ବିରୋଧୀ ଦେଲେ ବଡ଼ ବାର୍ତ୍ତା

ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭାରେ ଗୃହକାର୍ଯ୍ଯ ଚଳାଇବା ଏନଡିଏ ସରକାର ପାଇଁ କାଠିକର ହେବ। ସଦନର ଦୁଇଟି ଗୃହରେ ବିରୋଧୀ ମଜବୁତ ସ୍ଥିତିରେ ଅଛନ୍ତି, ଅନ୍ୟପଟେ ବିଜେପିକୁ ସହଯୋଗୀ ଭରସା। ଆଉ ଦୁଇ ସହଯୋଗୀ ଜେଡିୟୁ, ଟିଡିପି ଉପରେ ବିରୋଧୀ ମଧ୍ୟ ନିଜ ପଟକୁ ଆଣିବାକୁ ପ୍ରୟାସ କରୁଛନ୍ତି। ଯଦି…